Browsing Category

ଦେଶବିଦେଶ

ପ୍ରବଳ ବର୍ଷା ପରେ ଭୁଶୁଡିଲା କାନ୍ଥ ; ୯ ମୃତ

ଲଖନଉ : ଉତ୍ତର ପ୍ରଦେଶର ଲଖନଉ ଅନ୍ତର୍ଗତ ଦିଲକୁଶା ଅଞ୍ଚଳରେ ଲଗାଣ ବର୍ଷା ପରେ ଏକ ବଡଧରଣର ଅଘଟଣ ଘଟିଥିବା ନେଇ ଆଜି ଖବର ମିଳିଛି। ପ୍ରବଳ ବର୍ଷା ପରେ କାନ୍ଥ ଭୁଶୁଡି ୯ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ କେତେକ ଆହତ ହୋଇଛନ୍ତି। ସଭିଁଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…

‘ଭାରତ ଯୋଡ଼ୋ ଯାତ୍ରା’ ପାଇଁ ମାତ୍ର ୫୦୦ ଟଙ୍କା ଚାନ୍ଦା ଦେବାରୁ ପରିବା ଦ‌ୋକାନୀ ଉପରେ ଆକ୍ରମଣ

କୋଲ୍ଲାମ୍‌: ‘ଭାରତ ‌ଯୋଡ଼ୋ ଯାତ୍ରା’ ନିମନ୍ତେ ୨୦୦୦ ଟଙ୍କା ଚାନ୍ଦା ହୋଇଥିବା ବ‌େଳେ ମାତ୍ର ୫୦୦ ଟଙ୍କା ଦେଇଥିବା କେରଳର କୋଲ୍ଲାମ୍‌ରେ ଜଣେ ପରିବା ଦୋକାନୀ ଉପରେ କଂଗ୍ରେସ କର୍ମୀମାନେ ଆକ୍ରମଣ କରି ତାଙ୍କ ଦୋକାନ ଭାଙ୍ଗି ପକାଇଥିବା ଅଭିଯୋଗ ହୋଇଛି। ଗୋଟାଏ ଭିଡିଓରେ ପରିବା…

ଦୁଷ୍କର୍ମକାରୀଙ୍କୁ ମୁକ୍ତ କରୁଥିବା ଦଳ ଠାରୁ ମହିଳାଙ୍କ ସୁରକ୍ଷା ଆଶା କରାଯାଇପାରିବ ନାହିଁ – ରାହୁଲ ଗାନ୍ଧୀ

ଡେସ୍କ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଉତ୍ତରପ୍ରଦେଶର ଲଖୀପୁର ଖେରୀରେ ଦୁଇ ଦଳିତ ବାଳିକାଙ୍କ ହତ୍ୟା ଘଟଣାକୁ ନିନ୍ଦା କରି କହିଛନ୍ତି ଯେ ବଳାତ୍କାରକାରୀଙ୍କୁ ଜେଲରୁ ମୁକ୍ତ କରୁଥିବା ଓ ସେମାନଙ୍କୁ ସମ୍ମାନ ଦେଉଥିବା ଦଳ ଠାରୁ ମହିଳା ସୁରକ୍ଷା ଆଶା କରାଯାଇପାରିବ ନାହିଁ। ସେ…

୨ଭଉଣୀଙ୍କ ଦୁଷ୍କର୍ମକାରୀଙ୍କୁ ଆଗାମୀ ପିଢ଼ିର ଆତ୍ମା ଥରି ଉଠିବା ଭଳି ଦଣ୍ଡ ‌ଦିଆଯିବ: ୟୁପି ଉପମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲଖିମ୍‌ପୁର ଖେରିରେ ଦୁଇ ଦଳିତ ଭଉଣୀଙ୍କ ସହ ଦୁଷ୍କର୍ମ କରିବା ଓ ସେମାନଙ୍କୁ ହତ୍ୟା କରିଥିବା ଘଟଣାରେ ଆଜି ପୁଲିସ ୬ଜଣଙ୍କୁ ଗିରଫ କରିଛି। ୬ଜଣଙ୍କ ମଧ୍ୟରେ ଦୁଇ ପୀଡ଼ିତାଙ୍କ ପଡ଼ୋଶୀଛୋଟୁ ମଧ୍ୟ ରହିଛି, ଯିଏ ଦୁହିଁଙ୍କୁ ଅଭିଯୁକ୍ତଙ୍କ ସହ ଦେଖା କରାଇଥିଲା। ତେବେ…

ନିର୍ବାଚନରେ ଲଢ଼ିବା ଏକ ମୌଳିକ ଅଧିକାର ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିର୍ବାଚନ ଲଢ଼ିବା ଏକ ମୌଳିକ ଅଧିକାର କି ସାଧାରଣ ଅଧିକାର ନୁହେଁ, କିନ୍ତୁ ଏକ ନିୟମ ଦ୍ୱାରା ପ୍ରଦାନ କରାଯାଇଥିବା ଏକ ଅଧିକାର ଅଟେ । ଦେଶର ସର୍ବୋଚ୍ଚ ନ୍ୟାୟିକ ସଂସ୍ଥା ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏପରି କୁହାଯାଇଛି । ଜଷ୍ଟିସ ହେମନ୍ତ ଗୁପ୍ତା ଓ ସୁଧାଂଶୁ ଧୁଲିଆଙ୍କୁ ନେଇ…

ଜମ୍ମୁ-କଶ୍ମୀରରେ ଖାତକୁ ବସ୍‌ ଖସି ୧୧ ମୃତ, ୮ ଗୁରୁତର

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ପୁଞ୍ଚ୍‌ଠରେ ଏକ ବସ୍‌ ଖ‌ାତକୁ ଖସିପଡ଼ିବାରୁ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ପୁଞ୍ଚ୍‌ ଜିଲ୍ଲାର ବରେରି ନାଲ୍ଲହାଠାରେ ଏପରି ଘଟିଥିବା ସୂଚନା ରହିଛି। ସୂଚନାରୁ ଜାଣିବାକୁ ମିଳିଛି ଯେ ବସ୍‌ଟି ସୁଜିୟାନ୍‌ରୁ…

ଇନଫୋସିସ କର୍ମଚାରୀଙ୍କୁ ଦେଲା ଚେତାବନୀ, ଏହି କାମ କରୁଥିଲେ ଯାଇପାରେ ଚାକିରି

ବାଙ୍ଗାଲୋର: ଦେଶର ଅଗ୍ରଣୀ ଆଇଟି କମ୍ପାନି ଇନଫୋସିସ୍ ଏହାର କର୍ମଚାରୀମାନଙ୍କୁ ମୁନଲାଇଟିଙ୍ଗ ଠକେଇ ନ କରିବାକୁ ଚେତାବନୀ ଦେଇଛି | ମୁନଲାଇଟିଙ୍ଗ ଠକେଇର ଅର୍ଥ ହେଉଛି ଯେ ଗୋଟିଏ ସମୟରେ ଦୁଇଟି କମ୍ପାନିରେ କାମ କରିବା | କମ୍ପାନି କର୍ମଚାରୀଙ୍କ ନିକଟକୁ ଏକ ଇମେଲ ପଠାଇ ଏହାକୁ କର୍ମଚାରୀଙ୍କ…

୬୦ଟି ସ୍ଥାନରେ ଚାଲିଛି NIA ରେଡ୍‌

ନୂଆଦିଲ୍ଲୀ: ଦେଶର ପାଞ୍ଚଟି ରାଜ୍ୟର ପ୍ରାୟ ୬୦ଟି  ସ୍ଥାନରେ ଆଜି ସକାଳୁ NIA(The National Investigating Agency) ନିଜ ଚଢ଼ାଉକୁ ଜୋରଦାର କରିଛି।  ଗ୍ୟାଙ୍ଗଷ୍ଟର ସହିତ ଆତଙ୍କବାଦୀ କନେକସନ୍‌ ମାମଲାରେ ଏହି ଚଢ଼ାଉ ଚାଲିଛି ।  ବହୁ ସଂଖ୍ୟାରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଦେଶ ସମେତ ବିଦେଶ…

ଛତିଶଗଡରେ ମର୍ମନ୍ତୁଦ ଦୁର୍ଘଟଣା: ରାସ୍ତାରେ ଛିଡା ହୋଇଥିବା ଟ୍ରେଲର ସହ ପିଟିହେଲା ବସ୍, ୭ ମୃତ

ଛତିଶଗଡ ୧୨/୦୯: ଛତିଶଗଡ କୋରବା ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଦୁଇ ଶିଶୁଙ୍କ ସମେତ ୭ଜଣଙ୍କର ମୃତ୍ୟୁ ହୋଇଛି । ଦ୍ରୁତ ଗତିରେ ଆସୁଥିବା ବସ୍ ରାସ୍ତା ପାର୍ଶ୍ୱରେ ଅଟକି ରହିଥିବା ଟ୍ରେଲର ଉପରେ ଚଢିଯାଇଥିଲା । ବସ୍ ରାୟପୁରରୁ ସୀତାପୁର ଯାଉଥିଲା । ସୋମବାର ସକାଳେ ପଣ୍ଡି…

ନୌସେନାରେ ସାମିଲ ହେଲା ପଞ୍ଚମ ଷ୍ଟିଲ୍‌ଦ ଗାଇଡେଡ୍‌ କ୍ଷେପଣାସ୍ତ୍ର ଯୁଦ୍ଧ ପୋତ ‘ତାରାଗିରି’

ମୁମ୍ବାଇ: ଶତ୍ରୁପକ୍ଷକୁ ମୁହଁତୋଡ଼ ଜବାବ ଦେବା ପାଇଁ ଭାରତୀୟ ନୌସେନାରେ ସାମିଲ ହୋଇଛି ପଞ୍ଚମ ଷ୍ଟିଲ୍‌ଦ ଗାଇଡେଡ୍‌ କ୍ଷେପଣାସ୍ତ୍ର ଯୁଦ୍ଧ ପୋତ ‘ତାରାଗିରି’ । ଏହାକୁ ନୌସେନାର ପ୍ରକଳ୍ପ ୧୭ଏ ଅଧୀନରେ ନିର୍ମାଣ କରାଯାଇଛି। ରବିବାର ମୁମ୍ବାଇର ମଝଗାଓଁ ଡକ୍‌ରେ ଏହାକୁ ଶୁଭାରମ୍ଭ କରାଯାଇଛି ।…