Sign in
Sign in
Recover your password.
A password will be e-mailed to you.
Browsing Category
ଦେଶବିଦେଶ
କବି ଡ଼.ଭବାନୀ ଶଙ୍କର ନିଆଲ ୱାର୍ଲଡ ୟୁନିଅନ ଅଫ ପୋଏଟସ ର ଆନ୍ତର୍ଜାତିକ ନିର୍ଦେଶକ ଭାବେ ମନୋନୀତ
କବି ଡ଼. ଭବାନୀ ଶଙ୍କର ନିଆଲଙ୍କୁ ଅନ୍ତଃରାଷ୍ଟ୍ରୀୟ ସାହିତ୍ୟ ସଂଗଠନ ଦ ୱାର୍ଲଡ ୟୁନିଅନ ଅଫ ପୋଏଟସ ର ଆନ୍ତର୍ଜାତିକ ନିର୍ଦ୍ଦେଶକ ଭାବରେ ମନୋନୀତ କରିଛନ୍ତି । ଏହାର ପ୍ରତିଷ୍ଠାତା ତଥା ସଭାପତି ପ୍ରସିଦ୍ଧ କବି ସିଲଭାନୋ ବୋରଟୋଲାଜୀ ଏହି ସୂଚନା ଦେଇଛନ୍ତି ।ସାଧାରଣତଃ ବିଶ୍ୱବ୍ୟାପି ସାହିତ୍ୟ,…
ପ୍ରଥମ ଥର ପାଇଁ ବାୟୁସେନା ଦୁଇ ମହିଳା ଯୁଦ୍ଧ ବିମାନ ପାଇଲଟଙ୍କୁ ଚିନୁକ ହେଲିକପ୍ଟର ଉଡ଼ାଇବାକୁ ସୁଯୋଗ ଦେଇଛି।
ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଦେଶର ସୁରକ୍ଷା କରିବା ପାଇଁ ସର୍ବଦା ପ୍ରସ୍ତୁତ ରହିଥାଏ। ଭାରତୀୟ ବାୟୁସେନା ବିଶ୍ୱରେ ନିଜର ପ୍ରାଧାନ୍ୟ ବଜାୟ ରଖିଥିବାବେଳେ ବର୍ତ୍ତମାନ ରାଫେଲ, ମିରାଜ୍, ମିଗ୍ ବିମାନ ଭଳି ଯୁଦ୍ଧ ବିମାନ ବାୟୁସେନାରେ ଥିବାବେଳେ ଏଥି ସହିତ, ଚିନୁକ୍ ହେଲିକପ୍ଟର ମଧ୍ୟ…
ସର୍ବ ଭାରତୀୟ ଜେଲ ମିଟ୍ କ୍ରୀଡା ପ୍ରତିଯୋଗିତା , ଶୁଭଲିପ୍ସାଙ୍କୁ ଡବଲ ସ୍ଵର୍ଣ
ଗୁଜୁରାଟର ଅହମ୍ମଦାବାଦସ୍ଥିତ ଏକ୍ ଏରେନା ଷ୍ଟାଡିୟମରେ ଚାଲିଥିବା ସର୍ଵ ଭାରତୀୟ ଜେଲ ଆଥଲେଟ ମିଟ୍ ରେ ଓଡ଼ିଶାରୁ ପ୍ରତିନିଧିତ୍ଵ କରୁଥିବା ଶୁଭଲିପ୍ସା ମହାନ୍ତି ଉଭୟ ୧୦୦ ମିଟର ଦୌଡ଼ ଓ ଲଙ୍ଗଜମ୍ପ ସ୍ଵର୍ଣପଦକ ଜିତିଛନ୍ତି । ଶୁଭଲିପ୍ସାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ତାଙ୍କ ପ୍ରତି…
ସ୍ଵିଜରଲାଣ୍ଡର ଜାତୀୟ ରଗବୀ ଦଳରେ ଚୟନ ହେଲେ ଓଡିଆ ପୁଅ,
ଭୁବନେଶ୍ଵର: ରାଜ୍ୟ ପାଇଁ ଗୌରବ ଆଣିଲେ ଓଡିଆ ପୁଅ କବୀର ଦାସ। ସ୍ଵିଜରଲାଣ୍ଡ ରଗବୀ ଜାତୀୟ ଦଳ ପାଇଁ କବୀର ଚୟନ ହୋଇଛନ୍ତି। ସ୍ଵିଜରଲାଣ୍ଡ ଜାତୀୟ ଦଳରେ କବୀର ଏକ ମାତ୍ର ଭାରତୀୟ ଏବଂ ଓଡିଆ ଖେଳାଳି।
କବୀର ସ୍ଵିଜରଲାଣ୍ଡର ବାସେଲ କ୍ୟାଣ୍ଟନ ଦଳରୁ ରଗବୀ ଖେଳିବା ଆରମ୍ଭ କରିଥିଲେ। ନିଜର…
ବିଗ୍ ବସ୍ରେ ଆସିବେ ପ୍ରକୃତି ମିଶ୍ର ! ଜୋର ଧରିଲା ଚର୍ଚ୍ଚା
ମୁମ୍ଵାଇ ୧୮।୦୯: କଲର୍ସ ଟିଭିର ସବୁଠୁ ଚର୍ଚ୍ଚିତ ତଥା ଲୋକପ୍ରିୟ ରିଅଲିଟି ଶୋ’ ‘ବିଗ୍ ବସ୍’। ଏଥର ନଜର ଆସିବେ ମୁମ୍ବାଇରେ ରହୁଥିବା ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର । ଆସନ୍ତା ଅକ୍ଟୋବର ୧ରୁ ଆରମ୍ଭ ହେବାକୁ ଯାଉଛି ‘ବିଗ୍ ବସ୍-୧୬’ । ଏଥର ଶୋ’ରେ କାହା ଗେମ୍ ରହିବ…
ରାଣୀଙ୍କ ଶେଷକୃତ୍ୟରେ ସାମିଲ ପାଇଁ ଲଣ୍ଡନ ଗଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ : ବ୍ରିଟେନର ଦିବଙ୍ଗତ ମହାରାଣୀ ଏଲିଜାବେଥ ଦ୍ଵିତୀୟଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଲଣ୍ଡନ ଗସ୍ତ କରିଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଣୀଙ୍କ ଶେଷକୃତ୍ୟରେ ସାମିଲ ହୋଇ…
ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍, ୧ରୁ ଯାଞ୍ଚ କଡ଼ାକଡ଼ି
ଭୁବନେଶ୍ୱର: ଅପରାଧ ତଥା ଗାଡ଼ି ଚୋରି ରକିବା ଲାଗି କେନ୍ଦ୍ର ସରକାର ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ବ୍ୟବହାରକୁ ଗୁରୁତ୍ବ େଦଇଥିଲେ। ଏ ଦିଗରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଥିଲେ। ୨୦୧୯ ପରଠାରୁ ବିକ୍ରି ହେଉଥିବା ଯାନରେ…
ରାଣୀ ଏଲିଜାବେଥ୍ଙ୍କ କଫିନ୍ ଦେଖିବାକୁ ଧାଡ଼ିବାନ୍ଧି ୧୩ ଘଣ୍ଟା ଅପେକ୍ଷା କଲେ ଇଂଲଣ୍ଡର୍ର ପୂର୍ବତନ କ୍ୟାପ୍ଟେନ୍…
ଲଣ୍ଡନ୍: ଶୁକ୍ରବାର ଦିନ ରାଣୀ ଦ୍ବିତୀୟ ଏଲିଜାବେଥ୍ଙ୍କ ଶେଷ ଦର୍ଶନ ନିମନ୍ତେ ହଜାର ହଜାର ଲୋକଙ୍କ ଗହଣରେ ଇଂଲଣ୍ଡ୍ ଫୁଟ୍ବଲ୍ ଟିମ୍ର ପୂର୍ବତନ କ୍ୟାପ୍ଟେନ୍ ଡେଭିଡ୍ ବେକ୍ହାମ୍ ୧୩ଘଣ୍ଟାରୁ ଊର୍ଦ୍ଧ୍ବକାଳ ଅପେକ୍ଷା କରିଥିଲେ।
ରାତି ୨.୧୫ରେ ଧାଡ଼ି ବାନ୍ଧିଥିବା କଥା…
ଆନନ୍ଦ ଫାଉଣ୍ଡେସନ୍ ଦ୍ୱାରା ବିଶ୍ୱ ଭାତୃତ୍ୱ ଦିବସ ପାଳିତ
11 ସେପ୍ଟେମ୍ବର 2022 ରେ ଝାଡ଼ଗ୍ରାମ ଜିଲ୍ଲାର ବିନପୁର ଠାରେ ବିନପୁର ପଲ୍ଲୀ କ୍ଲବର ସହଯୋଗରେ ଆନନ୍ଦ ଫାଉଣ୍ଡେସନ ଦ୍ୱାରା ବିଶ୍ବ ଭାତୃତ୍ୱ ଦିବସ ପାଳନ କରାଯାଇଥିଲା। ସ୍ୱାମୀ ବିବେକାନନ୍ଦଙ୍କ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଏବଂ ପରେ ଭଗ୍ନୀ…
ତିରୁମାଳା ତିରୁପତି ଦେବସ୍ଥାନମକୁ ଦେଢ଼ କୋଟି ଟଙ୍କା ଦାନ କଲେ ମୁକେଶ ଅମ୍ବାନୀ
ନୂଆଦିଲ୍ଳୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ତଥା ପରଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଆନ୍ଧ୍ରପ୍ରଦେଶରେ ଥିବା ପ୍ରସିଦ୍ଧ ମନ୍ଦିର ତିରୁମାଳା ଭେଙ୍କଟେଶ୍ବରର ଟ୍ରଷ୍ଟ୍ ତିରୁମାଳା ତିରୁପତି ଦେବସ୍ଥାନମ (ଟିଟିଡି)କୁ ଦେଢ଼ କୋଟି ଟଙ୍କା ଦାନ କରିଛନ୍ତି। ଅମ୍ବାନୀ ଟିଟିଡିର…