Sign in
Sign in
Recover your password.
A password will be e-mailed to you.
Browsing Category
ଦେଶବିଦେଶ
ଗେହଲଟ ଧରିପାରନ୍ତି କଂଗ୍ରେସ ମଙ୍ଗ, ଛାଡ଼ିବେ ମୁଖ୍ୟମନ୍ତ୍ରୀ ପଦ; ପାଇଲଟ ହେବେ କି ମୁଖ୍ୟମନ୍ତ୍ରୀ ?
ଅଶୋକ ଗେହଲଟ କଂଗ୍ରେସର ପରବର୍ତ୍ତୀ ସଭାପତି ହେବା ଆଶା ଉଜ୍ଜ୍ୱଳ । ଗାନ୍ଧି ପରିବାର ସମର୍ଥନରେ ସଭାପତି ପଦ ପାଇଁ ଭରିବେ ନାମାଙ୍କନ । ରାହୁଲ ଗାନ୍ଧିଙ୍କୁ କେରଳରେ ଗେହଲଟଙ୍କ ସାକ୍ଷାତ ପରେ ଚିତ୍ରପଟ୍ଟ ସ୍ପଷ୍ଟ ହୋଇଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ନାମାଙ୍କନ ଭରିବେ ଗେହଲଟ୍ ।…
କଂଗ୍ରେସ ଓ ବାମଦଳ ପକ୍ଷରୁ ତୀବ୍ର ସମାଲୋଚନାର ଶିକାର ହେଲେ ମମତା ବାନାର୍ଜୀ ।
କୋଲକାତା : କଂଗ୍ରେସ ଓ ବାମଦଳ ପକ୍ଷରୁ ତୀବ୍ର ସମାଲୋଚନାର ଶିକାର ହେଲେ ମମତା ବାନାର୍ଜୀ । ସିବିଆଇ, ଇଡି ପ୍ରଭୃତି କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଦୁରୁପଯୋଗ ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତ ନାହିଁ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଯାହାକୁ…
ଭାରତୀୟ ଡାକରେ ଅଷ୍ଟମ ପାସ୍ ପାଇଁ ନିଯୁକ୍ତି: ଦରମା ୬୩ ହଜାର, ଏପରି କରନ୍ତୁ ଆବେଦନ
ନୂଆଦିଲ୍ଲୀ: ସରକାରୀ ଚାକିରି ଖୋଜୁଛନ୍ତି କି ? ତେବେ ଆପଣଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । ଭାରତୀୟ ଡାକ ପକ୍ଷରୁ ମେକାନିକ୍, ଇଲେକ୍ଟ୍ରିସିଆନ୍, ପେଣ୍ଟର, ୱେଲଡର୍ ଏବଂ କାରପେଣ୍ଟର ପୋଷ୍ଟ ପାଇଁ ନିଯୁକ୍ତି ବାହାରିଛି । ପ୍ରାର୍ଥୀମାନେ ଅକ୍ଟୋବର ୧୯ ପର୍ଯ୍ୟନ୍ତ ଏହି ପଦବୀ ପାଇଁ…
୧୦ ରାଜ୍ୟ, ୧୦୦ ଗିରଫଦାରୀ : PFI ନେତାଙ୍କ ବିରୋଧରେ ବଡ଼ ଆକ୍ସନ୍
ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆର କାର୍ଯ୍ୟାଳୟ ଉପରେ ଜାତୀୟ ତଦନ୍ତକାରୀ ସଂସ୍ଥା NIA ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ED ପକ୍ଷରୁ ଚାଲିଛି ରେଡ୍ । ଆତଙ୍କବାଦକୁ ସମର୍ଥନ, ଅର୍ଥ ଯୋଗାଣ, ଆତଙ୍କବାଦ ସଂଗଠନରେ ସାମିଲ ପାଇଁ ଟ୍ରେନିଂ କ୍ୟାମ୍ପ ଆୟୋଜନ କରିବା ଓ ସେଥିରେ ସାମିଲ ପାଇଁ ଲୋକଙ୍କୁ…
DRDOରେ ୧୯୦୧ ପଦ ପାଇଁ କାଲି ଆବେଦନର ଶେଷ ତାରିଖ:
ନୂଆଦିଲ୍ଲୀ: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ପକ୍ଷରୁ ସିନିୟର ବୈଷୟିକ ସହାୟକ ସମେତ ଅନେକ ପଦବୀକୁ ନେଇ ଜାରି ହୋଇଥିବା ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା କାଲି ଅର୍ଥାତ୍ ୨୩ ସେପ୍ଟେମ୍ବର ୨୦୨୨ରେ ବନ୍ଦ ହୋଇଯିବ । ଏହି ଖାଲି ପଦବୀ ମାଧ୍ୟମରେ ମୋଟ ୧୯୦୯ଟି ପଦବୀ ପାଇଁ…
କଂଗ୍ରେସ ସଭାପତି ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି
ନୂଆଦିଲ୍ଲୀ: ଆଜି କଂଗ୍ରେସ ସଭାପତି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ଆସନ୍ତା ୨୪ରୁ ୩୦ ତାରିଖ ମଧ୍ୟରେ ଆଗ୍ରହୀ ପ୍ରାର୍ଥୀ ମାନେ ନାମାଙ୍କନ ଦାଖଲ କରିବେ ବୋଲି କୁହାଯାଇଛି । ଅକ୍ଟୋବର ୧୭ ତାରିଖରେ କଂଗ୍ରେସ ସଭାପତି ନିର୍ବାଚନ ହେବାକୁ ଥିବା ବେଳେ, ଆଜି ଏଥିପାଇଁ ବିଜ୍ଞପ୍ତି…
ଆମେ ହରିଣ ଦେବୁନି ! ବିଦେଶରୁ ଆସିଥିବା ୮ ଚିତାକୁ ନେଇ ବିବାଦ
ଜୟପୁର: ଚର୍ଚ୍ଚାରେ ଚିତା। ବିବାଦରେ ତାଙ୍କ ଖାଦ୍ୟ। ନାମ୍ବିଆରୁ ଆସିଥିବା ଚିତାକୁ ନେଇ ବିବାଦ ଉପୁଜିଛି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ନାମ୍ବିଆରୁ ଆସିଥିବା ୮ ଚିତାକୁ ମଧ୍ୟପ୍ରଦେଶର କୁନୁ ଜାତୀୟ ଉଦ୍ୟାନରେ ଛଡ଼ାଯାଇଛି। ୭୦ ବର୍ଷ ପରେ ଚିତା ବଂଶ ବୃଦ୍ଧି ନେଇ…
ପରଲୋକରେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ
ନୂଆଦିଲ୍ଲୀ: ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ୫୮ ବର୍ଷ ବୟସରେ ପରଲୋକ ହୋଇଛି । ଦିଲ୍ଲୀ ଏମ୍ସରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଏପରି ସମୟରେ ତାଙ୍କୁ ଭଲପାଉଥିବା ବଲିଉଡର କଳାକର ଓ ତାଙ୍କ ଫ୍ୟାନ୍ସ ମାନେ ରାଜୁଙ୍କୁ ମନେ ପାକାଉଛନ୍ତି…
ବିଜେପି ନେତା ସୁଶୀଲ ମୋଦୀଙ୍କୁ ମାରିଦେବାକୁ ଧମକ
ପାଟନା: ମୁଁ ଆପଣଙ୍କୁ ମାରିଦେବି। ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସୁଶୀଲ ମୋଦୀଙ୍କୁ ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲାରୁ ଏଭଳି ଲେଖାଥିବା ଧମକପୂର୍ଣ୍ଣ ଚିଠି ମିଳିଛି। ଚମ୍ପା ସୋମ (ସୋମା) ଦ୍ବାରା ସ୍ପିଡ୍ ପୋଷ୍ଟରେ ଆସିଥିବା ଧମକପୂର୍ଣ୍ଣ ଚିଠିରେ…
ବିନା ରାଜ୍ୟରେ ରାଜା: ଗଜପତି ପୁସ୍ତକ ଉନ୍ମୋଚନ
ନୁଆଦିଲ୍ଲୀ : ତା ୧୯.୦୯ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆଦ୍ୟ ସେବକ ଗଜପତିଙ୍କର ନିଜ ପାଇଁ କୌଣସି ରାଜ୍ୟର ଆବଶ୍ୟକତା ନାହିଁ। ବରଂ ଜଗତର ନାଥଙ୍କର ଅନ୍ତରଙ୍ଗ ସେବାକାରୀ ହିସାବରେ ସାରା ଦୁନିଆର ଆଧ୍ୟାତ୍ମିକ ରାଜତ୍ବ ତାଙ୍କ ଅଧିନରେ ରହିଥିବା ବିଖ୍ୟାତ ବୁଦ୍ଧିଜିବୀ ଡଃ କରଣ ସିଂହ ମତପ୍ରକାଶ…