Browsing Category

ଦେଶବିଦେଶ

‘ସବୁଠୁ ଗରିବ ଦେଶରୁ ହେଲୁ ବିଶ୍ଵର ପଞ୍ଚମ ସବୁଠୁ ବଡ ଅର୍ଥବ୍ୟବସ୍ଥା, ୨୦୪୭ ସୁଦ୍ଧା ବିକଶିତ ଦେଶ ହେବାର ଲକ୍ଷ୍ୟ’:ଏସ…

ନୂଆଦିଲ୍ଲୀ: ୧୮ମ ଶତାବ୍ଦୀରେ ଭାରତର ଅର୍ଥବ୍ୟବସ୍ଥା ବିଶ୍ଵର ମୋଟ୍ ଅର୍ଥବ୍ୟବସ୍ଥାର ପ୍ରାୟ ଏକ ଚତୁର୍ଥାଂଶ ଅଂଶ ଥିଲା। ପରେ ବିଂଶ ଶତାବ୍ଦୀ ସୁଦ୍ଧା ଗୁଲାମି କାରଣରୁ ଭାରତ ଦୁନିଆର ସବୁଠୁ ଗରିବ ଦେଶରେ ପରିଣତ ହୋଇଥିଲା। ମାତ୍ର ସ୍ଵାଧୀନତାର ୭୫ତମ ବର୍ଷରେ ଭାରତ ଦୁନିଆର ପଞ୍ଚମ ସବୁଠୁ ବଡ…

ଦୁର୍ବଳ ହେଉଛି ଟଙ୍କା, ଅର୍ଥମନ୍ତ୍ରୀ କହିଲେ- ଡଲାର ସାମନାରେ ମଜଭୁତ ସହ ଠିଆ ହୋଇଛି

ନୂଆଦିଲ୍ଲୀ: ଡଲାର ତୁଳନାରେ ଟଙ୍କା ଅଧିକ ଦୁର୍ବଳ ହେବା ଖବର ମଧ୍ୟରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବୟାନ ଏବେ ଚର୍ଚ୍ଚାକୁ ଆସିଛି । ଶନିବାର କେନ୍ଦ୍ର ଅର୍ଥ ମନ୍ତ୍ରୀ କହିଛନ୍ତି, ଦୁନିଆର ଅନ୍ୟ ମୁଦ୍ରା ତୁଲନାରେ ଟଙ୍କା ଆମେରିକା ଡଲାର ସାମନାରେ ଅଧିକ ମଜଭୁତ ସହ ଅଛି । ଡଲାର…

IPLକୁ ଅଲବିଦା କହିବେ ମାହି! ଆସନ୍ତାକାଲି କରିବେ ବଡ଼ ଘୋଷଣା

ନୂଆଦିଲ୍ଲୀ: ସେପ୍ଟେମ୍ବର ୨୫ରେ ପୂର୍ବତନ ଭାରତୀୟ ବିଶ୍ୱବିଜୟୀ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏକ ବଡ଼ ଘୋଷଣା କରିବାକୁ ଯାଉଛନ୍ତି । ଏନେଇ ମାହି ନିଜ ଫୋସବୁକରେ ଏକ ପୋଷ୍ଟ କରିଛନ୍ତି । ତେବେ ଏହି ପୋଷ୍ଟକୁ ନେଇ ଏବେ କ୍ରୀଡ଼ାପ୍ରେମୀ ଓ ମାହିଙ୍କ ଲକ୍ଷ ଲକ୍ଷ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସୁକତା…

ମନୀଷ ସିସୋଦିଆଙ୍କ ନାଁରେ ୨୦ କୋଟିର ଦୁର୍ନୀତି ଅଭିଯୋଗ

ନୂଆଦିଲ୍ଲୀ : ଦିଲ୍ଲୀର ଆମ ଆଦମି ପାର୍ଟି (ଆପ୍ ) ସରକାର ଓ ଉପରାଜ୍ୟପାଳ ବିନୟ କୁମାର ସାକ୍ସେନାଙ୍କ ମଧ୍ୟରେ ବିବାଦ ବଢିଯାଇଛି । ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଧ୍ୟକ୍ଷତାରେ ଥିବା ଦିଲ୍ଲୀ ଜଳ ବୋର୍ଡରେ ହୋଇଥିବା ୨୦ କୋଟି ଟଙ୍କାର ଏକ ଅର୍ଥ ତୋଷାରପାତ ମାମଲାରେ ଉପରାଜ୍ୟପାଳ ଆଜି…

ଓଡ଼ିଶାର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ସୁରାଟରେ ଚିକିତ୍ସିତ ହେଉଥିବା ଓଡ଼ିଆ ଲୋକମାନଙ୍କୁ ଭେଟିଲେ ।

ସୁରାଟ : ତା-୨୪/୦୯/୨୦୨୨ ସୁରାଟ ର KD NUPOOR General Hospital କୁ ଓଡ଼ିଶାର ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ପରିଦର୍ଶନ କରି ମେଡିକାଲ ରେ ଚିକିତ୍ସିତ ହେଉଥିବା ଓଡ଼ିଆ ଲୋକମାନଙ୍କୁ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସଚିନ ପାଇଲଟ ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ!

ନୂଆଦିଲ୍ଲୀ : କଂଗ୍ରେସ ନେତା ସଚିନ ପାଇଲଟ ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଯଦି କଂଗ୍ରେସ ସଭାପତି ନିର୍ବାଚନ ଜିତିବେ ତେବେ ସେ ଦଳର ଜଣେ ବ୍ୟକ୍ତି ଗୋଟିଏ ପଦବି ନିୟମ ଆଧାରରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ। ଏହାପରେ ଦଳୀୟ ନେତୃବୃନ୍ଦ…

ଭାରତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ଅକ୍ଟୋବର ୧ରେ ଲଞ୍ଚ ହେବ ୫ଜି ସେବା

ନୂଆଦିଲ୍ଲୀ: ଅକ୍ଟୋବର ୧ରୁ ଭାରତରେ ଆରମ୍ଭ ହେବ ୫ଜି ସେବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଇଣ୍ଡିଆ ମୋବାଇଲ୍ କଂଗ୍ରେସ’ରେ ୫ଜି ସେବା ଆରମ୍ଭ କରିବେ। ପ୍ରଗତି ମଇଦାନରେ ଆୟୋଜିତ ହେବାକୁ ଥିବା ‘ଇଣ୍ଡିଆ ମୋବାଇଲ୍ କଂଗ୍ରେସ’ ପ୍ରଦର୍ଶନୀ ଅକ୍ଟୋବର ୧ରୁ  ଆରମ୍ଭ ହୋଇ ଅକ୍ଟୋବର ୪ପର୍ଯ୍ୟନ୍ତ…

ଅଙ୍କିତା ଭଣ୍ଡାରି ହତ୍ୟାକାଣ୍ଡ: ପୁଅ ଗିରଫ ହେବା ପରେ ଦଳରୁ ବହିଷ୍କୃତ ହେଲେ ‘ବିଜେପି’ ନେତା ବିନୋଦ ଆର୍ଯ୍ୟ

ଋଷିକେଶ: ୧୯ ବର୍ଷୀୟ ରିସର୍ଟ ରିସେପ୍‌ସନିଷ୍ଟ୍‌ ଅଙ୍କିତା ଭଣ୍ଡାରିଙ୍କ ହତ୍ୟା ଘଟଣାରେ ଜଡ଼ିତ ଥିବା ମୁଖ୍ୟ ଅଭିଯୁକ୍ତ ପୁଲକିତ ଆର୍ଯ୍ୟ ଗିରଫ ହେବା ପରେ ଆଜି ‘ବିଜେପି’ ତାଙ୍କ ବାପା ବିନୋଦ ଆର୍ଯ୍ୟ ଏବଂ ଭାଇ ଅଙ୍କିତଙ୍କୁ ଦଳରୁ ବହିଷ୍କାର କରିଛି। ପୁଲକିତଙ୍କ ଭାଇ ଉତ୍ତରାଖଣ୍ଡ ସରକାରଙ୍କ…

ସିନ୍ଦେ ଗୋଷ୍ଠୀକୁ ଝଟକା, ଶିବାଜୀ ପାର୍କରେ ଦଶହରା ରାଲି ପାଇଁ ଉଦ୍ଧବ ଗୋଷ୍ଠୀକୁ ହାଇକୋର୍ଟଙ୍କ ଅନୁମତି

ମୁମ୍ୱାଇ : ଉଦ୍ଧବ ଠାକରେ ଗୋଷ୍ଠୀକୁ ବମ୍ୱେ ହାଇ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । ଶିବାଜୀ ପାର୍କରେ ଦଶହରା ରାଲି ପାଇଁ ହାଇକୋର୍ଟ ଅନୁମତି ଦେଇଛନ୍ତି । ଏହା ସହ ସିନ୍ଦେ ଗୋଷ୍ଠୀ ଏବେ ଅନ୍ୟ କୌଣସି ସ୍ଥାନରେ ଦଶହରା ରାଲି କରିବେ । ବିଏମସି ବୋର୍ଡ ଅଫିସର ନିକଟରୁ ଏହି ଆଦେଶକୁ ନେଇ, ସେଠାରୁ…

କେନ୍ଦ୍ର ସରକାର ଲାଗୁ କରିବେ ନୂଆ ପ୍ରମୋସନ ନିୟମ: କର୍ମଚାରୀ ଓ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ପ୍ରମୋସନ ପାଇଁ ସର୍ବନିମ୍ନ ସେବା ସର୍ତ୍ତର ନିୟମରେ ବଡ଼ଧରଣର ପରିବର୍ତ୍ତନ ହେବାକୁ ଯାଉଛି । କେନ୍ଦ୍ର କର୍ମଚାରୀ ଓ ପ୍ରଶିକ୍ଷଣ ବିଭାଗ ପକ୍ଷରୁ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏ ନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି । କେନ୍ଦ୍ର ସରକାରଙ୍କ ଅଧିନରେ…