Sign in
Sign in
Recover your password.
A password will be e-mailed to you.
Browsing Category
ଦେଶବିଦେଶ
ନୂଆ ରାଜନୈତିକ ଦଳ ଗଠନ କଲେ ଗୁଲାମ୍ ନବୀ ଆଜାଦ୍; ନାଁ ରଖିଲେ ‘ଡେମୋକ୍ରାଟିକ୍ ଆଜାଦ୍ ପାର୍ଟି’
ଜମ୍ମୁ: ପୂର୍ବତନ କଂଗ୍ରେସ ନେତା ଗୁଲାମ୍ ନବୀ ଆଜାଦ୍ ଆଜି ତାଙ୍କର ନୂଆ ରାଜନୈତିକ ଦଳର ନାମ (ଡେମୋକ୍ରାଟିକ୍ ଆଜାଦ୍ ପାର୍ଟି) ଘୋଷଣା କରିବା ସହିତ ଦଳର ପତାକା ମଧ୍ୟ ଉନ୍ମୋଚନ କରିଛନ୍ତି।
କଂଗ୍ରେସଠାରୁ ସମ୍ପର୍କ ଛିନ୍ନ କରିବାର ପ୍ରାୟ ମାସେ ପରେ ଆଜି ଆଜାଦ୍ ତାଙ୍କ ନିଜସ୍ବ…
ଭାରତରେ ତିଆରି ହେବ ଆଇଫୋନ-୧୪, କମିପାରେ ଦାମ୍ !
ନୂଆଦିଲ୍ଲୀ: ଆପଲ୍ ନିକଟରେ ଆଇଫୋନ୍ ୧୪ ସିରିଜ୍ ଲଞ୍ଚ କରିଛି। ଆଇଫୋନ୍ ୧୪ ସିରିଜ୍ ଅଧୀନରେ କମ୍ପାନି ଆଇଫୋନ୍ ୧୪, ଆଇଫୋନ୍ ୧୪ ପ୍ଲସ୍, ଆଇଫୋନ୍ ୧୪ ପ୍ରୋ ଏବଂ ଆଇଫୋନ୍ ୧୪ ପ୍ରୋ ମ୍ୟାକ୍ସ ଲଞ୍ଚ କରିଛି। ଏହି ସବୁ ଫୋନର ମୂଲ୍ୟ ଅଧିକ ରହିଥିବା ବେଳେ କିଛି ଲୋକ ଚାହିଁବି ଏହାକୁ…
କେନ୍ଦ୍ରୀୟ ରୁଷରେ ଥିବା ବିଦ୍ୟାଳୟରେ ଅଜଣା ବନ୍ଧୁକଧାରୀର ଆକ୍ରମଣ: ୬ମୃତ, ୨୦ଆହତ
ନୂଆଦିଲ୍ଲୀ: ଋଷରେ ଆକ୍ରମଣ। ସୋମବାର ସକାଳେ ଜଣେ ବନ୍ଧୁକଧାରୀ କେନ୍ଦ୍ରୀୟ ରୁଷରେ ଥିବା ଏକ ବିଦ୍ୟାଳୟରେ ପଶି ଅତର୍କିତ ଗୁଳି ଚଳାଇବାରୁ ୬ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହ ୨୦ଜଣ ଆହତ ହୋଇଛନ୍ତି ବୋଲି ସ୍ଥାନୀୟ ପୁଲିସ କହିଛି। ମୃତକଙ୍କ ମଧ୍ୟରେ କିଛି ଶିଶୁ ରହିଥିବା ଜଣାପଡ଼ିଛି।
ଉଦମୁରଟିଆ…
ମୌନ ବ୍ରତ ଧାରଣ କରିଛନ୍ତି ସିଦ୍ଧୁ
ଚଣ୍ଡିଗଡ଼ : ଏକ ୩୪ ବର୍ଷ ପୁରୁଣା ହତ୍ୟା ମାମଲାରେ ପଂଜାବର ପାତିଆଲା ଜେଲରେ ବନ୍ଦୀ ଥିବା ପୂର୍ବତନ କ୍ରିକେଟର ତଥା ମନ୍ତ୍ରୀ ନବଜ୍ୟୋତ ସିଂ ସିଦ୍ଧୁ ଚଳିତ ନବରାତ୍ରୀ ଅବସରରେ ମୌନବ୍ରତ ଧାରଣ କରିଛନ୍ତି ।
ସୋମବାର ଠାରୁ ଆରମ୍ଭ ହୋଇଥିବା ନଅ ଦିନିଆ ନବରାତ୍ରୀ ମହୋତ୍ସବରେ ସିଦ୍ଧୁ ଦୈନିକ…
ବୟସ୍କଙ୍କ ସଂଖ୍ୟାବୃଦ୍ଧି ଆଗକୁ ଚ୍ୟାଲେଞ୍ଜ ହେବ
ନୂଆଦିଲ୍ଲୀ: ଭାରତ ଏକ ଯୁବ ଦେଶ। ଏହାର ୧୩୦ କୋଟି ଲୋକଙ୍କ ହାରାହାରି ବୟସ ହେଉଛି ୨୯ ବର୍ଷ। ରୋଜଗାରକ୍ଷମ ନାଗରିକଙ୍କ ସଂଖ୍ୟା ନିର୍ଭରଶୀଳଙ୍କ ଅପେକ୍ଷା ଅଧିକ। କିନ୍ତୁ ଆଗକୁ ବୟସ୍କ ନାଗରିକଙ୍କ ସଂଖ୍ୟା ବୃଦ୍ଧି ସହ ହାରାହାରି ବୟସରେ ବୃଦ୍ଧି ଘଟିବା ଆଶଙ୍କା କରାଯାଉଛି। କାରଣ ସମ୍ପ୍ରତି…
ବାଲୋଚିସ୍ତାନରେ ୨ ଅଧିକାରୀଙ୍କ ସମେତ ୬ଜଣ ସୈନିକ ଥିବା ପାକିସ୍ତାନ ସେନା ହେଲିକପ୍ଟର୍ ଦୁର୍ଘଟଣାଗ୍ରସ୍ତ: ରିପୋର୍ଟ
ନୂଆଦିଲ୍ଲୀ: ୨ଜଣ ମେଜର୍ ପାହ୍ୟାର ଅଧିକାରୀ ଓ ଅନ୍ୟୂନ ୩ଜଣ ‘ସ୍ପେସାଲ୍ ପ୍ରୋଟେକ୍ସନ୍ ଗ୍ରୁପ୍’ (ଏସ୍ପିଜି) କମାଣ୍ଡୋଙ୍କ ସମେତ ସମୁଦାୟ ୬ଜଣ ଥିବା ପାକିସ୍ତାନ ସେନାର ଗୋଟାଏ ହେଲିକପ୍ଟର୍ ବାଲୋଚିସ୍ତାନରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା କଥା ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡ଼ିଛି।…
୨୦୦ କୋଟି ‘ମନି ଲଣ୍ଡରିଙ୍ଗ୍’ ମାମଲାରେ ଜାକ୍ଲିନ୍ ଫର୍ଣ୍ଣାଣ୍ଡିଜ୍ଙ୍କୁ ଅନ୍ତରୀଣ ଜାମିନ
ନୂଆଦିଲ୍ଲୀ: ‘କନ୍ମ୍ୟାନ୍’ ସୁକେଶ ଚନ୍ଦ୍ରଶେଖରଙ୍କ ନାଁରେ ଚାଲିଥିବା ୨୦୦ କୋଟି ଟଙ୍କାର ‘ମନି ଲଣ୍ଡରିଙ୍ଗ୍’ ମାମଲାରେ ସମ୍ପୃକ୍ତ ଥିବା ଅଭିନେତ୍ରୀ ଜାକ୍ଲିନ୍ ଫଣ୍ଡାଣ୍ଡିଜ୍ଙ୍କୁ ଆଜି ମଧ୍ୟବର୍ତ୍ତୀକାଳୀନ ଜାମିନ ମଞ୍ଜୁର କରାଯାଇଛି।
୫୦, ୦୦୦ ଟଙ୍କାର ମୁଚାଲିକା (ବଣ୍ଡ୍)…
ହସ୍ପିଟାଲ୍ରେ ଅଗ୍ନିକାଣ୍ଡ; ଡାକ୍ତର ଓ ତାଙ୍କର ୨ ସନ୍ତାନ ମୃତ
ତିରୁପତି: ଆଜି ପ୍ରତ୍ୟୁଷରେ ତାମିଲନାଡୁର ତିରୁପତି ଜିଲ୍ଲାର ରେନିଗୁଣ୍ଟା ଥାନା ଅଧୀନରେ ଥିବା ଗୋଟାଏ ଡାକ୍ତରଖାନାରେ ନିଆଁ ଲାଗିଯିବାରୁ ଜଣେ ଡାକ୍ତର ଓ ତାଙ୍କର ଦୁଇ ସନ୍ତାନ ପ୍ରାଣ ହରାଇଛନ୍ତି ବୋଲି ପୁଲିସ କହିଛି।
ପ୍ରାଥମିକ ତଦନ୍ତକୁ ଆଧାର କରି ଦମକଳ କର୍ମଚାରୀମାନେ କହିଛନ୍ତି ଯେ,…
ଆଜି ସୋନିଆଙ୍କୁ ଭେଟିବେ ଲାଲୁ-ନୀତୀଶ
ପାଟନା : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ସନ୍ଧ୍ୟାରେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିବେ। ତେବେ ସୋନିଆଙ୍କୁ ଭେଟିବା ପୂର୍ବରୁ ଲାଲୁ ଶନିବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ…
ମୃତାବସ୍ଥାରେ ଉଦ୍ଧାର ହେଲେ ବାୟୁସେନା କ୍ୟାଡେଟ୍, ୬ ଅଫିସର୍ଙ୍କ ନାଁରେ ହତ୍ୟା ଅଭିଯୋଗ
ବେଙ୍ଗାଲୁରୁ: କଲେଜ ପରିସର ମଧ୍ୟରୁ ଜଣେ ୨୭ ବର୍ଷିୟ କ୍ୟାଡେଟ୍ ଟ୍ରେନିଙ୍କୁ ମୃତାବସ୍ଥାରେ ଉଦ୍ଧାର କରାଯିବା ପରେ ବେଙ୍ଗାଲୁରୁରେ ବାୟୁସେନାର ୬ଜଣ ଅଧିକାରୀଙ୍କ ନାମରେ ନରହତ୍ୟା ଅଭିଯୋଗ ଦାଏର କରାଯାଇଥିବା କଥା ପୁଲିସ କହିଛି।
ଶନିବାର ଦିନ ଜଲାହାଲ୍ଲୀସ୍ଥିତ ‘ଏୟାର୍ ଫୋର୍ସ…