Browsing Category

ଦେଶବିଦେଶ

ଲତା ମଙ୍ଗେସ୍‌କର୍‌ଙ୍କ ୯୩ତମ ଜୟନ୍ତୀ ଅବସରରେ ୪୦ ଫୁଟ୍‌ ଲମ୍ବ ଓ ୧୨ ମିଟର ଉଚ୍ଚ ବୀଣା ସ୍ଥାପନ କରାଯାଇଛି।

ଲକ୍ଷ୍ନୌ: ପ୍ରଖ୍ୟାତ ଗାୟିକା ଲତା ମଙ୍ଗେସ୍‌କର୍‌ଙ୍କ ୯୩ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନପୂର୍ବକ ଉତ୍ତର ପ୍ରଦେଶର ଅଯୋଧ୍ୟା ନଗରୀ ଦେଇ ପ୍ରବାହିତ ସରଯୂ ନଦୀ ତୀର ଅନ୍ତର୍ଗତ ଏକ ପ୍ରମୁଖ ଛକରେ ୧୪ ଟନ୍‌ ଓଜନ ବିଶିଷ୍ଟ ଗୋଟାଏ ୪୦ ଫୁଟ୍‌ ଲମ୍ବ ଓ ୧୨ ମିଟର ଉଚ୍ଚ ବୀଣା ସ୍ଥାପନ…

ଲତା ମଙ୍ଗେସକରଙ୍କ ଜୟନ୍ତୀ, ଲତାଙ୍କ ନାମରେ ନୂଆ ଛକର ଉଦଘାଟନ କଲେ ଯୋଗୀ ଆଦିତ୍ୟନାଥ

ସେପ୍ଟେମ୍ବର ୨୮ରେ ଭାରତରତ୍ନ ଲତା ମଙ୍ଗେସରକରଙ୍କ ଜୟନ୍ତୀ ପାଳନ କରାଯାଇଛି । ଏହି ମୌକାରେ ଦେଶ ଓ ବିଦେଶରେ ଲତାଙ୍କ ପ୍ରଶଂସକଙ୍କ ନିଜ ନିଜ ଅନ୍ଦାଜରେ କୋକିଳକଣ୍ଠୀଙ୍କୁ ମନେପକାଇଛନ୍ତି । ଅଯୋଧ୍ୟାରେ ଲତାଙ୍କ ନାଁରେ ଏକ ଛକର ନାମିତ କରାଯାଇଛି । ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ…

ନାସା ରଚିଲା ଇତିହାସ : ପୃଥିବୀକୁ ଧ୍ୱଂସରୁ ରକ୍ଷା କରିବାର ମିଶନ ସଫଳ

ନାସା ରଚିଲା ଇତିହାସ : ପୃଥିବୀକୁ ଧ୍ୱଂସରୁ ରକ୍ଷା କରିବାର ମିଶନ ସଫଳ 🌍 – ଡାଇମରଫସ୍ ଗ୍ରହାଣୁର ଆକାର ୧୬୩ ମିଟର 🌍 – ୭୮୦ ମିଟର ବିଶିଷ୍ଟ ଡିଡିମାସ୍ ଗ୍ରହାଣୁର ଚାରିପଟେ ଘୁରି ବୁଲିଥିଲା 🌍 – ଡାଇମରଫସ୍ ଓ ଡିଡାମସ୍ ଭିତରେ ଦୂରତା ୧ ଦଶମିକ ୨ କିଲୋମିଟର 🌍 – ନାସା ପ୍ରସ୍ତୁତ…

AIIMSର ବଡ଼ ଘୋଷଣା: ରୋଗୀଙ୍କ ଫୁସଫୁସ ପ୍ରତିରୋପଣ କରାଯିବ ମାଗଣାରେ

ନୂଆଦିଲ୍ଲୀ: ଆଜିର ସମୟରେ ଫୁସଫୁସ କ୍ୟାନସର ଏକ ଭୟଙ୍କର ରୋଗ । ପ୍ରତିବର୍ଷ ଏହି ରୋଗରେ ହଜାର ହଜାର ରୋଗୀ ମୃତ୍ୟୁବରଣ କରୁଛନ୍ତି । ଅନେକ ଲୋକ ଏଥିରେ ସଂକ୍ରମିତ ହୋଇ ଉପଯୁକ୍ତ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି । ତେବେ ସବୁଠାରୁ ମୁସ୍କିଲ କାର୍ଯ୍ୟ ହେଉଛି ଫୁସଫୁସ ପ୍ରତିରୋପଣ । ଏହା ଅଧିକ…

ଚଳିତ ବର୍ଷ ହିନ୍ଦି ଭାଷାରେ ହେବ MBBS ପାଠପଢ଼ା: କେନ୍ଦ୍ର ଗୃହମନ୍ତ୍ରୀଙ୍କ ଘୋଷଣା,

ନୂଆଦିଲ୍ଲୀ: ନିଟ୍ ୟୁଜି କାଉନସେଲିଂ ପୂର୍ବରୁ ମେଡିକାଲ ଆଡମିସନ କରିବାକୁ ଅପେକ୍ଷା କରି ରହିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ଚଳିତ ବର୍ଷ ନିଟ୍ ଜରିଆରେ ଏମବିବିଏସ ପାଠପଢ଼ା ହିନ୍ଦି ଭାଷାରେ ଆରମ୍ଭ ହେବ । ଗୃହମନ୍ତ୍ରୀ ଅମିତ ଶାହ ଏନେଇ ଘୋଷଣା କରିଛନ୍ତି । ଗୁଜରାଟର…

‘ପ୍ରତି ଅଢେଇ ଘଣ୍ଟାରେ ଜଣେ ପ୍ରେମୀଯୁଗଳ ଘରୁ ପଳାଇଯାଉଛନ୍ତି’ ଆଶ୍ଚର୍ଯ୍ୟ କରିଦେବ ତଥ୍ୟ

ପାଟନା: ‘ମତେ ଘରୁ ସିଏ ଭଗେଇକି ନେଇନାହାନ୍ତି, ମୁଁ ନିଜେ ତାଙ୍କ ସହ ପଳାଇ ଆସିଛି.. ପରିବାର ସଦସ୍ୟଙ୍କୁ ଅନୁରୋଧ ଯେ ନିଜ ଶକ୍ତିର ଦୁରୁପଯୋଗ କର ନାହିଁ ‘, ଏହା ହେଉଛି ବିହାରର ବେତିଆର ଜଣେ ଯୁବତୀ ମଧୁବାଲା କୁମାରିଙ୍କ ଭିଡ଼ିଓର ଛୋଟ ଅନୁରୋଧ | ନିକଟରେ ସେ ତାଙ୍କ ପ୍ରେମିକଙ୍କ ସହ ପଳାଇ…

ସର୍ବଶ୍ରେଷ୍ଠ ୱାଇଲ୍ଡ ଲାଇଫ ଗାଇଡ ଭାବେ ଜାତୀୟ ପର୍ଯ୍ୟଟନ ପୁରସ୍କାର ପାଇବେ ଲଳିତ ମୋହନ ପଣ୍ଡା

ଭୁବନେଶ୍ବର: ଓଡ଼ିଶାର ଗାଇଡ ଲଳିତ ମୋହନ ପଣ୍ଡା ଆଜି ଦେଶର ସର୍ବଶ୍ରେଷ୍ଠ ୱାଇଲ୍ଡ ଲାଇଫ ଗାଇଡ ଭାବରେ ଜାତୀୟ ପର୍ଯ୍ୟଟନ ପୁରସ୍କାର ପାଇବେ। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଏକ ବର୍ଣ୍ଣାଢ଼୍ୟ ଆୟୋଜନରେ ଆଜି ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଲଳିତଙ୍କୁ ପର୍ଯ୍ୟଟନ ମନ୍ତ୍ରଣାଳୟ ତରଫରୁ ୨୦୧୮-୧୯…

ଦେଶରେ ୨୪ ଘଣ୍ଟାରେ ୩,୨୩୦ କରୋନା ସଂକ୍ରମିତ ଚିହ୍ନଟ, ୩୨ ଜଣଙ୍କର ହୋଇଛି ମୃତ୍ୟୁ

ନୂଆଦିଲ୍ଳୀ: ଦେଶରେ ଦୈନିକ ସଂକ୍ରମଣ ଏବେ ନିୟନ୍ତ୍ରଣରେ ରହିଛି। ଗତକାଲି  ୪,୧୨୯ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୨୦ ମୃତ୍ୟୁ ରେକର୍ଡ କରାଯାଇଥିବା ବେଳେ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ରହିଛି ୩,୨୩୦। ନୂତନ ସଂକ୍ରମଣକୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୫,୭୫,…

ନାବାଳିକାଙ୍କୁ ୧୦୦ରୁ ଅଧିକ ଲୋକ କରି ସାରିଛନ୍ତି ଦୁଷ୍କର୍ମ, ୧୩ ଜଣଙ୍କୁ ଅଦାଲତ ଶୁଣାଇଲେ ଦଣ୍ଡ

ଚେନ୍ନାଇ: ଚେନ୍ନାଇର ଏକ ପୋକ୍ସୋ ଅଦାଲତ ୧୩ ବର୍ଷୀୟା ଜଣେ ନାବାଳିକା ସହ ଦୁଷ୍କର୍ମ କରି ତାକୁ ବେଶ୍ୟାଳୟକୁ ପଠାଇବା ଅଭିଯୋଗରେ ୮ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛି। ଏହା ସହ ଜଣେ ପୁଲିସ୍‌ ନୀରିକ୍ଷକ, ଜଣେ ଭାଜପା କାର୍ଯ୍ୟକତା ଓ ଜଣେ ସାମ୍ବାଦିକଙ୍କର…

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଅନ୍ତ୍ୟେଷ୍ଟିରେ ମୋଦୀଙ୍କ ସମେତ ୧୦୦ ଦେଶର ପ୍ରତିନିଧୀ ସାମିଲ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଅନ୍ତ୍ୟେଷ୍ଟିରେ ଯୋଗ ଦେବା ଲାଗି ସୋମବାର ସନ୍ଧ୍ୟାରେ ଜାପାନ ଯାତ୍ରା କରିଛନ୍ତି। ସିଞ୍ଜୋ ଆବେଙ୍କ ଅନ୍ତିମ ସଂସ୍କାର ଆରମ୍ଭ ହୋଇଯାଇଛି। ଆବେଙ୍କ ଅନ୍ତିମ ସଂସ୍କାରରେ ୨୦ରୁ ଅଧିକ…