Browsing Category

ଦେଶବିଦେଶ

ଐଶ୍ବର୍ଯ୍ୟାଙ୍କ ଅଭିନୀତ ଫିଲ୍ମ ପିଏସ୍-୧ର ଆୟ ବଡ଼ିଲା

ମୁମ୍ବାଇ: ରିଲିଜ୍ ପରେ କମାଲ କରୁଛି ଫିଲ୍ମ ‘ପୋନ୍ନିୟିନ୍ ସେଲଭମ-୧ (ପିଏସ-୧ )’। ରିଲିଜ୍ ପୂର୍ବରୁ ଫିଲ୍ମର ଆଡଭାନ୍ସ ବୁକିଂକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ‌ଏବେ ରିଲିଜର ପ୍ରଥମ ଦିନର ଆୟ ସାମ୍ନାକୁ ଆସିଛି। ଜାତୀୟ ଗଣମାଧ୍ୟମ ଆଜ୍ ତକ ମୁତାବକ, ଫିଲ୍ମ ପିଏସ-୧ ପ୍ରଥମ ଦିନରେ…

ଇସ୍ତଫା ଦେଲେ ଖଡ଼ଗେ: କିଏ ହେବ ରାଜ୍ୟସଭାର ପରବର୍ତ୍ତୀ ବିରୋଧୀ ଦଳ ନେତା

ନୂଆଦିଲ୍ଲୀ: ଗତକାଲି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତେବେ ଆଜି ଶ୍ରୀ ଖଡ଼ଗେ ରାଜ୍ୟସଭାର ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର ଦଳ ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇ…

୨ଟି ସନ୍ତାନ ନୀତି ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇପାରିବୁ ନାହିଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସମାଜରେ ଥିବା ସମସ୍ୟାଗୁଡ଼ିକର ସମାଧାନ ଆବଶ୍ୟକ, କିନ୍ତୁ ସବୁ ସମସ୍ୟାର ସମାଧାନ କୋର୍ଟରେ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଜନସଂଖ୍ୟା ନିୟନ୍ତ୍ରଣ ସଂପର୍କିତ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହା କହିଛନ୍ତି । ଦେଶରେ ଜନସଂଖ୍ୟା…

ୟୁକ୍ରେନର ୪ ଅଞ୍ଚଳକୁ ନିଜ ସହ ମିଶାଇନେଲା ଋଷିଆ, ସନ୍ଧିପତ୍ରରେ ସ୍ୱାକ୍ଷର କଲେ ପୁଟିନ

ମସ୍କୋ : ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଶୁକ୍ରବାର ଋଷିଆ ଅଧିକୃତ ୟୁକ୍ରେନର ୪ ଅଞ୍ଚଳକୁ ନିଜ ଦେଶରେ ସାମିଲ ଲାଗି ଅଧିକାରୀକ କାଗଜାତରେ ସ୍ୱାକ୍ଷର କରିଛନ୍ତି। ଡକ୍ୟୁମେଣ୍ଟରେ ଦସ୍ତଖତ କରି ପୁଟିନ ୟୁକ୍ରେନ ଓ ପାଶ୍ଚାତ୍ୟ ଦେଶଙ୍କୁ ଚେତାବନୀ ମଧ୍ୟ ଦେଇଛନ୍ତି। କହିଛନ୍ତି ଯେ…

ରାଜନୀତିରେ ପାଦ ଥାପିବେ କଙ୍ଗନା! ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ କରିବେ ସାକ୍ଷାତ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ରାଣାୱାତ ଖୁବଶୀଘ୍ର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟିବାକୁ ଯାଉଛନ୍ତି। ଗତ କିଛି ଦିନ ହେବ ସାମ୍ନାକୁ ଆସିଥିବା ରିପୋର୍ଟ ଅନୁଯାୟୀ, କଙ୍ଗନା ରାଣାୱତ ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି। ଯଦି ରିପୋର୍ଟ ଆଧାରରେ କୁହାଯାଏ, ତେବେ…

ଟି-୨୦ ବିଶ୍ୱକପ ଜିତିଲେ ମିଳିବ କେତେ ଟଙ୍କା? ଘୋଷଣା କଲା ଆଇସିସି

ମେଲବର୍ଣ୍ଣ: ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ ପୂର୍ବରୁ ପୁରସ୍କାର ରାଶି ଘୋଷଣା କରିଛି ଆଇସିସି। ବିଜୟୀ ଦଳ ଠାରୁ ଆରମ୍ଭ କରି ରନର୍ସଅପ ଓ ଅନ୍ୟ ଦଳଗୁଡ଼ିକ କେତେ ଟଙ୍କା ଲେଖାଏ ପାଇବେ, ତା’ର ତାଲିକା ଆଇସିସି ଜାରି କରିଛି। ଅକ୍ଟୋବର ୧୬ ତାରିଖ ଆରମ୍ଭ ହେବାକୁ ଥିବା ଟି-୨୦…

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ : ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେ।

ଭୁବନେଶ୍ୱର : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେ। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ସେ ଆଜି ନାମାଙ୍କନ ଦାଖଲ କରିଛନ୍ତି। ତେବେ ଆଜି ନାମାଙ୍କନ ଦାଖଲର ଶେଷ ଦିନରେ ଏବେ ସୁଦ୍ଧା ଅଧ୍ୟକ୍ଷ ପଦ ପାଇଁ ୩ଟି…

SBI କୁ ଛାଡ଼ି ସବୁ ସରକାରୀ ବ୍ୟାଙ୍କର ହେବ ଘରୋଇକରଣ ! Privatization କୁ ନେଇ ବଡ଼ ଅପଡେଟ୍..

ନୂଆଦିଲ୍ଳୀ: ଦେଶରେ ଘରୋଇକରଣକୁ ନେଇ ସରକାର ଦ୍ରୃତ ଭାବରେ ଆଗକୁ ବଢ଼ୁଛନ୍ତି । ସରକାର ଖୁବଶୀଘ୍ର ଦୁଇ ସରକାର ବ୍ୟାଙ୍କକୁ ଘରୋଇକରଣ କରିବାକୁ ଯାଉଛନ୍ତି । ଏଥିପାଇଁ ପ୍ରକ୍ରିୟା ପୂରା ହେବାକୁ ଯାଉଛି । ଏହା ବ୍ୟତୀତ ଅନେକ ସରକାରୀ କମ୍ପାନୀ ଏଭଳି ଅଛନ୍ତି ବେସରକାରୀ ହାତକୁ ଦିଆଯାଇଛି । ଆସନ୍ତା…

ମାଗଣାରେ ରାସନ ଦେବାର କେନ୍ଦ୍ରର ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଲେ କ୍ୟାପିଟାଲ୍‌ମାଇଣ୍ଡର ସିଇଓ

ନୂଆଦିଲ୍ଲୀ: ମହାମାରୀ କରୋନାର ଦୁର୍ଦ୍ଦିନ ସ୍ଥିତିରେ ଜନତାଙ୍କ ସମସ୍ୟାର କିଛିଟା ଲାଘବ ପାଇଁ କେନ୍ଦ୍ର ସରକାର ମାଗଣା ରାସନ ଯୋଜନା ଆରମ୍ଭ କରିଥିଲେ। ସମୟ କ୍ରମେ ଏହାର ଅବଧି ବଢିଚାଲିଥିଲା। ସଂପ୍ରତି କରୋନା ପ୍ରକୋପ ହ୍ରାସ ପାଇଛି। କରୋନା ପ୍ରତି ଲୋକଙ୍କ ଭୟ ବି କମି ସାରିଛି। ଏହି କ୍ରମରେ…

ମହଙ୍ଗା ପଡ଼ିଲା ‘କଣ୍ଡମ’ ଟିପ୍ପଣୀ: ଆଇଏଏସ ଅଧିକାରୀଙ୍କୁ ମହିଳା କମିଶନଙ୍କକ ନୋଟିସ୍‌

ପାଟନା: ମହଙ୍ଗା ପଡ଼ିଲା ଅଶାଳୀନ ଟିପ୍ପଣୀ। ସ୍କୁଲ ଛାତ୍ରୀଙ୍କ ସହ ଆଲୋଚନା ବେଳେ ବିବାଦୀୟ ମନ୍ତବ୍ୟ ଦେବା  ଜଣେ ମହିଳା ଆଇଏଏସ ଅଧିକାରୀଙ୍କ ପାଇଁ ବାମ ହୋଇଛି। ସମ୍ପକ୍ତୃ ମହିଳା ଆଇଏଏସ ଅଧିକାରୀଙ୍କୁ  ଜାତୀୟ ମହିଳା କମିଶନ ନୋଟିସ୍‌ କରିଛନ୍ତି। ବିହାର ମହିଳା ଓ ଶିଶୁ ବିକାଶ ବିଭାଗର…