Browsing Category

ଦେଶବିଦେଶ

ଚୀନ୍‌ଠୁ କାରଖାନା ଛଡ଼ାଇ ଆଣିବ ଭାରତ: ୧୦୦ ଲକ୍ଷ କୋଟିର ଯୋଜନା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ମହତ୍ବକାଂକ୍ଷୀ ପିଏମ୍ ଗତି ଶକ୍ତି ଯୋଜନାରେ ୧୦୦ ଲକ୍ଷ କୋଟି ଟଙ୍କା ନିବେଶ କରାଯିବ। ବିଶ୍ବର ପ୍ରମୁଖ କଂପାନିଗୁଡ଼ିକୁ କାରଖାନା ସ୍ଥାପନ କରିବା ଲାଗି ଆକୃଷ୍ଟ କରିବାରେ ତାହା ଭାରତ ପାଇଁ ବିଶେଷ ସହାୟକ ହେବ। ଏହି ପ୍ରକଳ୍ପ ଦ୍ବାରା ଲଜିଷ୍ଟିକ୍ସ ଖର୍ଚ୍ଚ…

ସାବରମତି ଆଶ୍ରମରେ ରାଷ୍ଟ୍ରପତି

ଅହମ୍ମଦାବାଦ୍‌ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଗୁଜରାଟ ଗସ୍ତରେ ଯାଇ ମହାତ୍ମା ଗାନ୍ଧୀଙ୍କ ସାବରମତି ଆଶ୍ରମରେ ପହଞ୍ଚିଥିଲେ। ଆଶ୍ରମରେ ରାଷ୍ଟ୍ରପତି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ କିଛି ସମୟ ଚରଖା ଚଲାଇଥିଲେ। ମହାତ୍ମା ଗାନ୍ଧୀଙ୍କ ଜୀବନୀ ଓ ସ୍ବାଧୀନତା…

ଏଣିକି ଏହି ନମ୍ବର ବିନା ଏଟିଏମରୁ ଉଠାଇ ପାରିବେନି କ୍ୟାଶ୍,ଜାଣନ୍ତୁ କଣ ରହିଛି ଏହାର ନିୟମ

ନୂଆଦିଲ୍ଲୀ : ଏସବିଆଇ ଗ୍ରାହକଙ୍କ ପାଇଁ ବଡ ଖବର । ବ୍ୟାଙ୍କ ଏବେ ଏଟିଏମରୁ କ୍ୟାଶ ଉଠାଣ ନିୟମରେ ପରିବର୍ତ୍ତନ କରିଛି । ଏବେ ଆପଣଙ୍କୁ ଏସବିଆଇର ଏଟିଏମରୁ କ୍ୟାଶ୍ ଉଠାଇବା ପାଇଁ ଏକ ସ୍ପେଶାଲ ନମ୍ବର ଦେବାକୁ ପଡିବ । ଯଦି ଆପଣ ଏହି ନମ୍ବର ଦେଉନାହାଁନ୍ତି ତେବେ ଆପଣଙ୍କ କ୍ୟାଶ୍ ଅଟକି ଯିବ ।…

ଅଜବ ନିୟମ: ମୋଦିଙ୍କ ରାଲି ପାଇଁ ସାମ୍ବାଦିକ ଦେବେ ‘କ୍ୟାରେକ୍ଟର ସାର୍ଟିଫିକେଟ୍‌’

ନୂଆଦିଲ୍ଲୀ: ଏଣିକି ସାମ୍ବାଦିକଙ୍କୁ ଦେବାକୁ ପଡିବ କ୍ୟାରେକ୍ଟର ସାର୍ଟିଫିକେଟ୍‌ ବା ଚରିତ୍ର ପ୍ରମାଣ ପତ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମାବେଶ ବା କୌଣସି ରାଲି ଯୋଗ ଦେବାକୁ ହେଲେ ତା’ପୂର୍ବରୁ ସାମ୍ବାଦିକମାନେ ନିଜ ନିଜ କ୍ୟାରେକ୍ଟର ସାର୍ଟିଫିକେଟ ଦେବେ। ଏଭଳି କିଛି ଅଜବ ନିୟମ…

ଜାପାନ ଉପରେ ଉତ୍ତର କୋରିଆର ମିସାଇଲ ମାଡ଼

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ଯୁଦ୍ଧ ଜାରି ରହିଛି । ସେପଟେ ଚୀନ ଏବଂ ତାଇୱାନ ସଙ୍କଟ ମଧ୍ୟ ଶେଷ ହୋଇନାହିଁ ଆଉ ଏହାରି ମଧ୍ୟରେ ଉତ୍ତର କୋରିଆ ନା କେବଳ ଜାପାନ ପାଇଁ ବରଂ ପୂରା ବିଶ୍ୱର ଟେନସନ ବଢ଼ାଇଦେଇଛି । ପ୍ରକୃତରେ ଉତ୍ତର କୋରିଆ ପ୍ରଶାନ୍ତ ମହାସାଗରରେ ଜାପାନ ଉପରେ ବାଲିଷ୍ଟିକ ମିସାଇଲ…

ଜେଲ୍‌ ଡିଜିଙ୍କ ହତ୍ୟାକାରୀ ୟାସିର୍‌ ଅହମ୍ମଦ ଗିରଫ

ଶ୍ରୀନଗର: ଗିରଫ ହେଲା ଜମ୍ମୁ କଶ୍ମୀର ପୁଲିସ ଜେଲ୍‌ ମହାନିର୍ଦ୍ଦେଶକ ହେମନ୍ତ ଲୋହିଆଙ୍କ ହତ୍ୟା ଅଭିଯୁକ୍ତ ୟାସିର ଅହମ୍ମଦ। ତାକୁ ଜମ୍ମୁର କାନାଚାକ ଅଞ୍ଚଳରୁ ପୁଲିସ ଗିରଫ କରିଛି। ସେ ଏକ ଚାଷ ଜମି ଭିତରେ ଲୁଚି ରହିଥିଲା ବୋଲି ପୁଲିସ କହିଛି। ଜେଲ୍‌ ଡିଜି ହେମନ୍ତ ଲୋହିଆଙ୍କୁ…

ଖୁସିଖବର: ଖାଇବା ତେଲ, ଆଳୁ-ପିଆଜ ସମେତ ୧୧ ସାମଗ୍ରୀର କମିଲା ମୂଲ୍ୟ, ସରକାର ଦେଲେ ସୂଚନା

ନୂଆସିଲ୍ଲୀ: ସାଧାରଣ ଲୋକଙ୍କ ପାଇଁ ପାର୍ବଣ ଋତୁରେ ଆସିଛି ବଡ଼ ଖୁସିଖବର । ସାରାଦେଶରେ ଖାଇବା-ପିଇବା ସାମଗ୍ରୀର ମୂଲ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ସରକାର ସୋମବାର ଦିନ କହିଛନ୍ତି ଯେ, ଗୋଟିଏ ମାସ ଭିତରେ ୧୧ଟି ଆବଶ୍ୟକୀୟ ଖାଇବା ସାମଗ୍ରୀର ମୂଲ୍ୟ ୨ରୁ ୧୧% ପର୍ଯ୍ୟନ୍ତ ହ୍ରାସ…

୪୭ କୋଟି ଟଙ୍କାର ମାନହାନି ମାମଲା ଦାୟର କଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସିଏନଏନ ଚ୍ୟାନେଲ ଉପରେ ମାନହାନି ମାମଲା ଦାୟର କରିଛନ୍ତି। ଚ୍ୟାନେଲ ବିରୋଧରେ ସେ ୪୭୫ ମିଲିୟନ ଡଲାର ବା ୪୭ କୋଟି ଟଙ୍କାର ମାନହାନି ମାମଲା ଦାୟର କରିଛନ୍ତି | ତାଙ୍କ ବିରୋଧରେ ଅପମାନଜନକ ନ୍ୟୁଜ ପ୍ରସାରଣ ସହ ମିଛ ଖବର ପ୍ରଚାର…

ଅନୁକମ୍ପା ମୂଳକ ନିଯୁକ୍ତି ଏକ ଅଧିକାର ନୁହେଁ :

ସୁପ୍ରିମକୋର୍ଟ କାର୍ଯ୍ୟରତ ଅବସ୍ଥାରେ କୌଣସି କର୍ମଚାରୀଙ୍କ ମୃତ୍ୟୁ ହେଲେ ପରିବାର ଲୋକଙ୍କୁ ଯେଉଁ ଚାକିରି ମିଳେ ତାହା ରିହାତି ବା ଅନୁକମ୍ପାମୂଳକ । ଏହାକୁ ଅଧିକାର ବୋଲି କୁହାଯାଇପାରିବନି ବୋଲି କହିଛନ୍ତି ସୁପ୍ରିମକୋର୍ଟ

ଗାଈ ପିଛା ପ୍ରତିଦିନ ଖର୍ଚ୍ଚ ହେବ ୪୦ ଟଙ୍କା:କେଜ୍ରିୱାଲ

ନୂଆଦିଲ୍ଲୀ: ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଗୁଜୁରାଟରେ ଅନେକ ଗ୍ୟାରେଣ୍ଟି ଘୋଷଣା କରୁଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଆଉ ଏକ ଗ୍ୟାରେଣ୍ଟି ଦେଇଛନ୍ତି । ଏଥର ସେ ଗାଈଙ୍କୁ ନେଇ ଏକ ଗ୍ୟାରେଣ୍ଟି ଦେଇଛନ୍ତି। କେଜ୍ରିୱାଲ କହିଛନ୍ତି ଯେ ଯଦି ଆମ୍ ଆଦମୀ ପାର୍ଟି…