ଅନୁକମ୍ପା ମୂଳକ ନିଯୁକ୍ତି ଏକ ଅଧିକାର ନୁହେଁ :

ସୁପ୍ରିମକୋର୍ଟ କାର୍ଯ୍ୟରତ ଅବସ୍ଥାରେ କୌଣସି କର୍ମଚାରୀଙ୍କ ମୃତ୍ୟୁ ହେଲେ ପରିବାର ଲୋକଙ୍କୁ ଯେଉଁ ଚାକିରି ମିଳେ ତାହା ରିହାତି ବା ଅନୁକମ୍ପାମୂଳକ । ଏହାକୁ ଅଧିକାର ବୋଲି କୁହାଯାଇପାରିବନି ବୋଲି କହିଛନ୍ତି ସୁପ୍ରିମକୋର୍ଟ

Comments are closed.