Browsing Category

ଦେଶବିଦେଶ

ସୋନିଆଙ୍କ ଜୋତାର ଫିତା ବାନ୍ଧୁଥିବାର ନଜର ଆସିଲେ ରାହୁଲ ଗାନ୍ଧୀ

ବେଙ୍ଗାଲୁର: ‘ଭାରତ ଯୋଡ଼ୋ ଯାତ୍ରା’ରେ ସାମିଲ ହୋଇ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀ କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ ପୁଅ ରାହୁଲ୍‌ ଗାନ୍ଧୀଙ୍କ ସାଙ୍ଗରେ ଚାଲୁଥିବାର ଦୃଶ୍ୟ ଦେଖିବାକୁ ମିିଳିଛି। ସେହି ସମୟର ଆଉ ଏକ ଦୃଶ୍ୟର ଫଟୋ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଫଟୋରେ…

ଗୁଜରାଟ ବିଧାନସଭା ନିର୍ବାଚନ: ଚତୁର୍ଥ ପ୍ରାର୍ଥୀ ତାଲିକା ପ୍ରକାଶ କଲା ଆପ୍

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ଚତୁର୍ଥ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଗୁରୁବାର ଦିନ ଦଳ ଦ୍ବାରା ଆଉ ୧୨ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି, ଏପର୍ଯ୍ୟନ୍ତ ଆପ୍ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ୪୧ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରି…

ପ୍ରିମିୟମ ଟ୍ରେନର କମିଯିବ ଭଡ଼ା! ରେଳ ମନ୍ତ୍ରୀଙ୍କ ବଡ଼ ସୂଚନା

ନୂଆଦିଲ୍ଲୀ: ଯ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଆସିଲା ବଡ଼ ଖବର । ସରକାର ଏବେ ଯାତ୍ରୀଙ୍କ ପାଇଁ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । କରୋନା କାଳରେ ରେଳୱେ ଅନେକ କିଛି ପରିବର୍ତ୍ତନ କରିଥିଲା । ଏବେ ଟ୍ରେନରେ କରୋନା କାଳ ପୂର୍ବରୁ ଯାତ୍ରୀଙ୍କୁ ମିଳୁଥିବା ଅନେକ ରିହାତିକୁ ଛାଡ଼…

ସିନ୍ଦେଙ୍କୁ ସମର୍ଥନ କରିବାକୁ ପହଞ୍ଚିଲେ ବାଲାସାହେବଙ୍କ ପୁଅ

ମୁମ୍ବାଇ: ଆଜି ଦଶହରା ଅବସରରେ ମୁମ୍ବାଇରେ ଉଭୟ ଶିବସେନା ଦଳର ରାଲି ଅନୁଷ୍ଠିତ ହୋଇଛି। ଶିବସେନାର ଉଦ୍ଧବ ଠାକରେଙ୍କ ଦଳ ପକ୍ଷରୁ ଶିବାଜୀ ପାର୍କରେ ରାଲି କରୁଥିବା ବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଦଳ ପକ୍ଷରୁ ବି.କେ.ସିରେ ଏକ ରାଲିର ଆୟୋଜନ କରାଯାଇଛି। ଉଭୟ ଦଳ ରାଲି…

ଅନ୍ଧାରରେ ସମଗ୍ର ବାଂଲାଦେଶ

ଢାକା : ବାଂଲାଦେଶରେ ମଙ୍ଗଳବାରଦିନ ଗ୍ରୀଡ ବିଫଳ ହେବାରୁ ଦେଶରେ ଅଧିକାଂଶ ଅଂଚଳ ଅନ୍ଧାରକୁ ଚାଲିଯାଇଛି । ଏହା ଫଳରେ ଦେଶର ଅନେକ ଅଂଚଳରେ ଜରୁରୀ ସେବା ଓ ଜନଜୀବନ ପ୍ରଭାବିତ ହୋଇଛି । ବାଂଲାଦେଶର ସମ୍ବାଦପତ୍ର ଢାକା ଟ୍ରିବ୍ୟୁନ୍ ଅନୁଯାୟୀ, ଜାତୀୟ ବିଦ୍ୟୁତ୍ ଗ୍ରୀଡ୍ ଅପରାହ୍ନ ୨ଟା…

୭୦୦ ସ୍ୱାସ୍ଥ୍ୟ କ୍ଲିନିକ୍‌ ଖୋଲିବେ ମହାରାଷ୍ଟ୍ର ସରକାର

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଙ୍ଗଳବାର କହିଛନ୍ତି ଯେ ସରକାର ରାଜ୍ୟରେ ଶିବସେନା ପ୍ରତିଷ୍ଠାତା ବାଲ ଠାକରେଙ୍କ ନାମରେ ନାମିତ ୭୦୦ ଆପ୍ଲା ଦାଭାଖାନା (ସ୍ୱାସ୍ଥ୍ୟ କ୍ଲିନିକ୍‌) ସ୍ଥାପନ କରିବେ। ଏସଂପର୍କରେ ମୁଖ୍ୟମନ୍ତ୍ରୀ ଏକ ବିବୃତ୍ତିରେ କହିଛନ୍ତି ଯେ ରାଜ୍ୟର…

ସଂଘର ଦଶହରା ରାଲିରେ ପ୍ରଥମ ଥର ଜଣେ ମହିଳା ହେବେ ମୁଖ୍ୟ ଅତିଥି, ଭାଙ୍ଗିବ ୯୭ ବର୍ଷର ପରମ୍ପରା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ପ୍ରତିଷ୍ଠା ପରଠୁ ପ୍ରତିବର୍ଷ ଦଶହରାରେ ନାଗପୁରର ରେସନବାଗ ମୈଦାନରେ ସଂଘ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ । ଏହି କାର୍ଯ୍ୟକ୍ରମରେ ପ୍ରତି ବର୍ଷ ମୁଖ୍ୟ ଅତିଥି ଭାବେ ଜଣଙ୍କୁ ଆମନ୍ତ୍ରିତ କରାଯାଇଥାଏ । ୧୯୨୫ ମସିହା ପରଠାରୁ ପ୍ରତି ବର୍ଷ…

ନିର୍ବାଚନରେ ଖର୍ଚ୍ଚ ପାଇଁ ଅର୍ଥ କେଉଁଠୁ ଆଣିବ, ସମ୍ପୂର୍ଣ୍ଣ ବିବରଣୀ ଦିଅ: ସମସ୍ତ ରାଜନୈତିକ ଦଳଙ୍କୁ ନିର୍ବାଚନ…

ନୂଆଦିଲ୍ଲୀ: ସମସ୍ତ ରାଜନୈତିକ ଦଳଙ୍କୁ ଭାରତୀୟ ନିର୍ବାଚନ କମିସନ (ଇସିଆଇ)ଙ୍କ ପକ୍ଷରୁ ଚିଠି ଲେଖା ଯାଇଛି । ରାଜନୈତିକ ଦଳମାନେ ଘୋଷଣାପତ୍ରକୁ ଅଧିକ ତାର୍କିକ ଓ ବ୍ୟବହାରିକ ବନାଇବା ଦରକାର । ନିର୍ବାଚନରେ ସମସ୍ତ ରାଜନୈତିକ ଦଳମାନେ ନିଜ ନିଜର ଘୋଷଣାପତ୍ରରେ ଯୋଜନା ଓ ଆଗକୁ କରିବାକୁ ଥିବା…

କୋଟି କୋଟି ରେଳଯାତ୍ରୀଙ୍କ ପାଇଁ ବଡ଼ ଖବର: ୫୦୦ଟି ଟ୍ରେନର ବଦଳିଗଲା ସମୟ: ଜାଣନ୍ତୁ ନୂଆ ଟାଇମ୍-ଟେବୁଲ

ନୂଆଦିଲ୍ଲୀ: ଇଣ୍ଡିଆନ୍ ରେଲୱେ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଯଦି ଆପଣ ଟ୍ରେନରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏହି ଖବରଟି ଗୁରୁତ୍ୱପୂର୍ଣ୍ଣ । ରେଲୱେ ଅନେକ ଟ୍ରେନର ସମୟ ବଦଳାଇ ଦେଇଛି । ୫୦୦ ରୁ ଅଧିକ ଟ୍ରେନର ଟାଇମ୍-ଟେବୁଲ ପ୍ରକାଶ କରିଛି ରେଲୱେ ।…

ଅବସର ନେଲେ ବିଜେପିକୁ ଅଡୁଆରେ ପକାଉଥିବା ରାଜ୍ୟପାଳ

ନୂଆଦିଲ୍ଲୀ: ଦେଶର ଅନ୍ୟତମ ଚର୍ଚ୍ଚିତ ରାଜ୍ୟପାଳ ସତ୍ୟପାଲ ମଲିକ ଅବସର ନେଇଛନ୍ତି। ତାଙ୍କର କାର୍ଯ୍ୟକାଳ ୩ ଅକ୍ଟୋବରରେ ଶେଷ ହୋଇଥିଲା ଏବଂ ତାଙ୍କର କାର୍ଯ୍ୟକାଳ ବଢାଯାଇନାହିଁ | ତାଙ୍କ ସ୍ଥାନରେ ମେଘାଳୟର ରାଜ୍ୟପାଳ ଭାବେ ବିଡି ମିଶ୍ର ଶପଥ ନେଇଛନ୍ତି । ସେ ବର୍ତ୍ତମାନ ଅରୁଣାଚଳ ପ୍ରଦେଶର…