Browsing Category

ଦେଶବିଦେଶ

ଆପ୍ ଗୁଜରାଟରେ ୯୪-୯୫ ଆସନ ଜିତି, ଡିସେମ୍ବର ୧ରେ ଆମେ ସରକାର ଗଢ଼ିବୁ: କେଜ୍ରିୱାଲ

ନୂଆଦିଲ୍ଲୀ: ଶନିବାର ଦିନ ଦୁଇ ଦିନିଆ ଗସ୍ତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଗୁଜରାଟରେ ପହଞ୍ଚିଛନ୍ତି। ପହଞ୍ଚିବା ପରେ ଏଠାରେ ସେ ମିଳିତ ଭାବେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ…

ଜୋଧପୁରରେ ରୋଷେଇ ଗ୍ୟାସ ସିଲିଣ୍ଡର ଫାଟି ୪ମୃତ

ଜୋଧପୁର: ରାଜସ୍ଥାନର ଜୋଧପୁରରେ ରୋଷେଇ ଗ୍ୟାସ ସିଲିଣ୍ଡର ଫାଟି ୪ମୃତ। ଏହି ଘଟଣାରେ ୧୬ଜଣ ଆହତ ହୋଇଥିବା ଜଣାପଡ଼ିିଛି। ଘଟଣା ପରେ ଏବେ ଆହତଙ୍କୁ ଚିକିତ୍ସା ପାଇଁ ମହାତ୍ମା ଗାନ୍ଧୀ ହସ୍ପିଟାଲକୁ ନିଆଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ଯୋଧପୁରର ମାଗ୍ରା ପଞ୍ଜଲା ଅଞ୍ଚଳର ଏକ…

ଶିବସେନାର ନିର୍ବାଚନୀ ଚିହ୍ନ ଧନୁ ଓ ତୀର ଉପରେ ସାମୟିକ ଭାବେ ନିଷେଧାଜ୍ଞା ଜାରି କରିଛନ୍ତି ନିର୍ବାଚନ କମିସନ ।

ଭୁବନେଶ୍ୱର : ପ୍ରକୃତ ଶିବସେନା କିଏ ତାହାକୁ ନେଇ ଉଦ୍ଧବ ଗୋଷ୍ଠୀ ଓ ସିନ୍ଦେ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଏହି ମାମଲା ଏବେ ନିର୍ବାଚନ କମିଶନ (ଇସି)ଙ୍କ ନିକଟରେ ପହଞ୍ଚିଛି। ତେବେ ଦଳର ନିର୍ବାଚନୀ ଚିହ୍ନ କାହାକୁ ମିଳିବ ସେନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ଇସି। ଶିବସେନାର…

ଗୋଟିଏ ସିଟ୍‌ରୁ ହିଁ ଲଢ଼ିପାରିବେ ନିର୍ବାଚନ

ନୂଆଦିଲ୍ଲୀ,: ନୂତନ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଆସିବା ପରେ ‘ଜଣେ ବ୍ୟକ୍ତି ଗୋଟିଏ ଆସନ’ ନିୟମ ଲାଗୁ କରିବାକୁ ନିର୍ବାଚନ ଆୟୋଗଙ୍କ ପ୍ରସ୍ତାବ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ୨୦୦୪ରେ ପ୍ରଥମ ଥର ପାଇଁ ଏହି ପ୍ରସ୍ତାବ ନିର୍ବାଚନ ଆୟୋଗ ଦ୍ୱାରା କେନ୍ଦ୍ର ସରକାରଙ୍କ ନିକଟକୁ…

ପାକିସ୍ତାନ ଜେଲରେ ଚାଲିଗଲା ୬ଜଣ ଭାରତୀୟ କଏଦୀଙ୍କ ଜୀବନ

ନୂଆଦିଲ୍ଲୀ: ପାକିସ୍ତାନ ଜେଲରେ ଭାରତୀୟ କଏଦୀଙ୍କ କରୁଣ ପରିସ୍ଥିତି। ସ୍ଥିତି ସଙ୍ଗୀନ, ଅବସ୍ତା ଅଣାୟତ। ପଡ଼ୋଶୀ ରାଷ୍ଟ୍ରର ଜେଲ ଭିତରେ ଅବ୍ୟବସ୍ଥାର ବିଛଣାରେ ବିତୁଛି ଭାରତୀୟ କଏଦୀଙ୍କ ଜୀବନ। ଗତ ୯ ମାସରେ ଗଲାଣି ୬ଜଣ ଭାରତୀୟ କଏଦୀଙ୍କ ଜୀବନ। କେମିତି ହେଲା ମୃତ୍ୟୁ, କାରଣ କ’ଣ…

ବଲିଉଡ୍‌ ଅଭିନେତା ଅରୁଣ ବାଲୀଙ୍କ ପରଲୋକ

ମୁମ୍ବାଇ: ଅନେକ ବଲିଉଡ୍‌ ସିନେମାରେ ଅଭିନୟ କରି ଜନସାଧାରଣଙ୍କ ମନୋରଞ୍ଜନ କରିଥିବା ପ୍ରବୀଣ ଅଭିନେତା ଅରୁଣ ବାଲୀଙ୍କର ଆଜି ୭୯ ବର୍ଷ ବୟସରେ ମୁମ୍ବାଇରେ ଦେହାନ୍ତ ହୋଇଯାଇଛି ବୋଲି ‘ଏଏନ୍‌ଆଇ’ ରିପୋର୍ଟ କରିଛି। ବିରଳ ସ୍ନାୟୁ-ମାଂସପେଶୀୟ ରୋଗ ‘ମାୟାସ୍ଥେନିଆ ଗ୍ରେଭିସ୍‌’ରେ ପୀଡ଼ିତ…

ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପାଇଁ ମିଡିଆ ପଞ୍ଜୀକରଣ ଆରମ୍ଭ

ନୂଆଦିଲ୍ଲୀ : ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ)ର ୫୩ତମ ସଂସ୍କରଣ ପାଇଁ ଆନୁଷ୍ଠାନିକ ଭାବରେ ମିଡିଆ ପ୍ରତିନିଧିମାନଙ୍କ ପଞ୍ଜୀକରଣ ଆରମ୍ଭ ହୋଇଛି। ଗୋଆରେ ୨୦-୨୮ ନଭେମ୍ବର ୨୦୨୨ ମଧ୍ୟରେ ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବରେ ଭାରତ ଏବଂ ବିଶ୍ବର ସର୍ବଶ୍ରେଷ୍ଠ…

ସାହିତ୍ୟରେ ଫରାସୀ ସାହିତ୍ୟିକ ଆନ୍ନି ଏର୍ନକ୍ସଙ୍କୁ ନୋବେଲ ପୁରସ୍କାର

ଫରାସୀ ସାହିତ୍ୟିକ ଆନ୍ନି ଏର୍ନକ୍ସଙ୍କୁ ଚଳିତ ବର୍ଷ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଦିଆଯିବ। ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ଦିଆଯିବ। ସେ ଅତ୍ୟନ୍ତ ସାହସର ସହ ବ୍ୟକ୍ତିଗତ ସ୍ମୃତିର ମୂଳ, ବିଚ୍ଛିନ୍ନତା ଏବଂ ସାମୂହିକ ପ୍ରତିବନ୍ଧକକୁ ଉନ୍ମୁକ୍ତ…

ପ୍ରଥମ ଦିନିକିଆ: ଭାରତକୁ ୯ ରନରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା

ଲକ୍ଷ୍ନୌ : ଲକ୍ଷ୍ନୌଠାରେ ଖେଳାଯାଉଥିବା ପ୍ରଥମ ଦିନିକିଆ ମ୍ୟାଚରେ ଭାରତକୁ ୯ ରନରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା । ଦ୍ବିତୀୟ ପାଳିରେ ଭାରତ ୨୫୦ ରନ୍‌ର ଲକ୍ଷ୍ୟକୁ ପିଛା କରି ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୨୪୦ ରନ୍‌ କରି ପରାସ୍ତ ହୋଇଛି । ଭାରତ ପକ୍ଷରୁ ସଞ୍ଜୁ ସାମସନ୍‌ଙ୍କ ଲଢୁ୍ଆ…

ମୋଦୀ ସରକାର ବଢ଼ାଇବେ ୪ଟି ଭତ୍ତା: କର୍ମଚାରୀଙ୍କ ବଢ଼ିଯିବ ସାଲାରି

ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା (ଡିଏ) ୪ ପ୍ରତିଶତ ବୃଦ୍ଧି କରିଥିଲେ । ତେବେ କର୍ମଚାରୀଙ୍କୁ ଦଶହରା ଭେଟି ମିଳିସାରିଥିବା ବେଳେ ଆଗକୁ ଦିପାବଳୀ ଗିଫ୍ଟ ସହିତ ଆହୁରି ଅନେକ କିଛି ବେନିଫିଟ୍ ମିଳିବାକୁ ଯାଉଛି । କେନ୍ଦ୍ର ସରକାର ୪ଟି ଭତ୍ତା ବୃଦ୍ଧି କରିବାକୁ ଯାଉଛିନ୍ତ…