Browsing Category

ଦେଶବିଦେଶ

ରିଲିଜ ହେଲା ଅକ୍ଷୟ କୁମାରଙ୍କ ରାମ ସେତୁ ଟ୍ରେଲର

ନୂଆଦିଲ୍ଲୀ : ମଙ୍ଗଳବାର ଅକ୍ଷୟ କୁମାର, ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏବଂ ନୁଶରତ ଭରୁଚାଙ୍କ ଅଭିନୀତ ଚଳଚ୍ଚିତ୍ର ରାମ ସେଟୁଙ୍କ ଟ୍ରେଲର ରିଲିଜ ହୋଇଛି । ଚଳଚ୍ଚିତ୍ର ନାଁ ଘୋଷଣା ହେବା ପରଠାରୁ ଏହି ଫିଲ୍ମ କ୍ରମାଗତ ଭାବରେ ହେଡଲାଇନରେ ରହିଥିଲା । ଅଭିଷେକ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ…

ରୁଷର ଭୟଙ୍କର କ୍ଷେପଣାସ୍ତ୍ର ଆକ୍ରମଣ ସମୟରେ ବଙ୍କରରେ ରହିଥିଲେ ୟୁକ୍ରେନ ରାଷ୍ଟ୍ରପତି ଜଲେନସ୍କି

ନୂଆଦିଲ୍ଲୀ: ନିକଟରେ ରୁଷ୍ ୟୁକ୍ରେନ ଉପରେ ସବୁଠୁ ବଡ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା । କ୍ବିଭ୍ ଏବଂ ଲଭିଭ୍ ସମେତ ଅନେକ ସହର ଏହି କ୍ଷେପଣାସ୍ତ୍ର ଆକ୍ରମଣରେ ଦୋହଲି ଉଠିଥିଲା । ଏହି ଆକ୍ରମଣରେ ଶହ ଶହ ଲୋକ ପ୍ରାଣ ହରାଇଥିବା ବେଳେ ୨୪ ଜଣରୁ ଅଧିକ ଆହତ ହୋଇଥିଲେ । ଏହି ଆକ୍ରମଣ ପରେ ୟୁକ୍ରେନ…

ମହାକାଳ ଲୋକ କରିଡରର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଉ‌ଜ୍ଜୈନ: ଶ୍ରୀ ମହାକାଳ ଲୋକ କରିଡରର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ରାଜ୍ୟପାଳ ମଙ୍ଗୁଭାଇ ପଟେଲ ଓ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଉପସ୍ଥିତ ଥିବା ଦେଖାଯାଇଥିଲା। ଶ୍ରୀ ମହାକାଳ ଲୋକ କରିଡରର ଉଦଘାଟନ ପୂର୍ବରୁ…

ଧୋକେବାଜ ଆମର ସିଦ୍ଧାନ୍ତକୁ ବଦଳାଇପାରିବେ ନାହିଁ: ଆଦିତ୍ୟ ଠାକରେ

ମୁମ୍ବାଇ: ଶିବସେନାର ଦୁଇଟି ଦଳ ଦ୍ୱାରା ଦଳର ପ୍ରତୀକ ଏବଂ ନାମ ଉପରେ ଦାବି ମଧ୍ୟରେ ନିର୍ବାଚନ ଆୟୋଗ ମଧ୍ୟବର୍ତ୍ତୀକାଳୀନ ନିଷ୍ପତ୍ତି ନେଇଛନ୍ତି। ନିର୍ବାଚନ କମିଶନ ଉଦ୍ଧବ ଠାକରେଙ୍କ ଦଳର ନାମ ‘ଶିବସେନା (ଉଦ୍ଧବ ବାଲାସାହେବ ଠାକରେ)’କୁ ଅନୁମୋଦନ କରିଥିବାବେଳେ ଏକନାଥ ସିନ୍ଦେଙ୍କ ଦଳର ନାମ…

ଅଧ୍ୟକ୍ଷ ନିର୍ବାଚନ ମୁଁ ଜିତିବି: ଖଡଗେ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡଗେ ନିଜ ପାଇଁ ସମର୍ଥନ ଆଣିବାକୁ ମଙ୍ଗଳବାର ଲକ୍ଷ୍ନୌରେ ପହଞ୍ଚିଥିଲେ। ଏହି ସମୟରେ, ଏଠାରେ ପାର୍ଟି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଖଡଗେ ପୁଣି ଥରେ କହିଥିଲେ ଯେ, ସେ ଲୋକଙ୍କ ପାଇଁ ଲଢ଼େଇ କରୁଛନ୍ତି। ଏହି…

ଚୀନ ଏବଂ ଇଟାଲୀ ଭାଷାରେ ପୁଣିଥରେ ଅନୁଦିତ ହେଲା ଡ଼.ଭବାନୀ ଶଙ୍କର ନିଆଲଙ୍କ କବିତା

ଚୀନ ଏବଂ ଇଟାଲୀ ଭାଷାରେ ପୁଣିଥରେ ଅନୁଦିତ ଡ଼. ଭବାନୀ ଶଙ୍କର ନିଆଲଙ୍କ ସୁପ୍ରସିଦ୍ଧ ଓଡିଆ କବିତା ଦୁଃଖ ଓ ଈଶ୍ୱର । ଓଡ଼ିଆ କବିତା କୁ ଡ଼.ତପନ କୁମାର ରଥ ଇଂରାଜୀରେ ଅନୁବାଦ କରିଥିବା ବେଳ ଉକ୍ତ କବିତାକୁ ପ୍ରସିଦ୍ଧ ଇଟାଲୀ କବି ଡ଼.ଫ୍ରାନକା କୋଲୋଜୋ ଇଟାଲୀ ଭାଷାରେ ଅନୁବାଦ କରି, ଇଟାଲୀର…

ସତ୍ୟେନ୍ଦ୍ର ଜୈନ ଆର୍ଥିକ ଅନିୟମିତତା ମାମଲା ଦିଲ୍ଲୀ ହାଇକୋର୍ଟରୁ କେନ୍ଦ୍ରସରକାରକୁ ଝଟକା ।

ବେନାମୀ ଆର୍ଥିକ କାରବାର ମାମଲାରେ ଇଡି ଦ୍ୱାରା ଗିରଫ ହୋଇଥିବା ଦିଲ୍ଲୀ ସରକାର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ହାଇକୋର୍ଟରୁ ଅସ୍ବସ୍ତି ମିଳିଛି , ଏହି ମାମଲାର ଶୁଣାଣି କରିବା ପରେ ମାନ୍ୟବର ହାଇକୋର୍ଟ ଏହି ଆର୍ଥିକ ଅନିୟମିତତା ମମଲାଜୁ ରଦ୍ଦ କରି ଦେଇଛି।

ମଦ୍ୟପାନଜନିତ ସଡ଼କ ଦୁର୍ଘଟଣା ରୋକିବାକୁ ନିଶାସକ୍ତ ଗ୍ରାହକମାନଙ୍କ ପାଇଁ କ୍ୟାବ୍‌ ବ୍ୟବସ୍ଥା କରିବେ ଗୋଆ ବାର୍‌

ପାନାଜୀ: ଉପକୂଳବର୍ତ୍ତୀ ରାଜ୍ୟ ଗୋଆରେ ମଦ୍ୟପାନଜନିତ ସଡ଼କ ଦୁର୍ଘଟଣା ରୋକିବା ଲାଗି ରାଜ୍ୟ ସରକାର ଗୋଟାଏ ନୂଆ ନିୟମ ଲାଗୁ କରିବେ। ଏହି ନିୟମ ଅନୁସାରେ, ମାତାଲ ଗ୍ରାହକମାନଙ୍କୁ ସେମାନଙ୍କ ଘରେ ଛାଡ଼ି ଦେବା ପାଇଁ ବାର୍‌ ଓ ରେସ୍ତୋରାଁ ମାଲିକମାନେ କ୍ୟାବ୍‌ ବ୍ୟବସ୍ଥା କରିବେ। ଯଦି…

ଅସାଧାରଣ ଚଳଚ୍ଚିତ୍ର ବ୍ୟକ୍ତିତ୍ବ ଅମିତାଭ ବଚ୍ଚନଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଭାରତର ଶ୍ରେଷ୍ଠ ଚଳଚ୍ଚିତ୍ର ବ୍ୟକ୍ତିତ୍ବମାନଙ୍କ ମଧ୍ୟରୁ ଅମିତାଭ ଜଣେ ବୋଲି କହି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲିଉଡ୍‌ ସୁପରଷ୍ଟାର୍‌ ଅମିତାଭ ବଚ୍ଚନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି: ଅମିତାଭ ବଚ୍ଚନଙ୍କୁ…

ସମାଜବାଦୀ ପାର୍ଟି ସଂସ୍ଥାପକ ମୁଲାୟମ ସିଂ ଯାଦବଙ୍କ ପରଲୋକ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ସଂସ୍ଥାପକ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କ ୮୨ ବର୍ଷ ବୟସ ହୋଇଥିଲା । ଗୁରୁଗ୍ରାମ ମେଦାନ୍ତା ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ନିଧନ ହୋଇଥିବା ମୁଲାୟମଙ୍କ ପୁତ୍ର ଅଖିଳେଶ…