ସତ୍ୟେନ୍ଦ୍ର ଜୈନ ଆର୍ଥିକ ଅନିୟମିତତା ମାମଲା ଦିଲ୍ଲୀ ହାଇକୋର୍ଟରୁ କେନ୍ଦ୍ରସରକାରକୁ ଝଟକା ।

ବେନାମୀ ଆର୍ଥିକ କାରବାର ମାମଲାରେ ଇଡି ଦ୍ୱାରା ଗିରଫ ହୋଇଥିବା ଦିଲ୍ଲୀ ସରକାର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ହାଇକୋର୍ଟରୁ ଅସ୍ବସ୍ତି ମିଳିଛି , ଏହି ମାମଲାର ଶୁଣାଣି କରିବା ପରେ ମାନ୍ୟବର ହାଇକୋର୍ଟ ଏହି ଆର୍ଥିକ ଅନିୟମିତତା ମମଲାଜୁ ରଦ୍ଦ କରି ଦେଇଛି।

Comments are closed.