Browsing Category

ଦେଶବିଦେଶ

ପାକିସ୍ତାନର ପୂର୍ବତନ ମୁଖ୍ୟ ବିଚାରପତିଙ୍କୁ ଗୁଳି କରି ହତ୍ୟା

କିସ୍ତାନରେ ପୂର୍ବତନ ମୁଖ୍ୟ ବିଚାରପତିଙ୍କୁ ଗୁଳି କରି ହତ୍ୟା । ବାଲୋଚିସ୍ତାନର ଖାରନର ଏକ ମସଜିଦ୍ ବାହାରେ ବାଲୋଚିସ୍ତାନ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ମହମ୍ମଦ ନୁର ମେସକାନଜାଇଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମହମ୍ମଦ ନୁର ମସଜିଦ୍ ବାହାରେ ଛିଡ଼ା ହୋଇଥିବାବେଳେ ଜମେ…

ଜୟନ୍ତୀ ଅବସରରେ ଅବଦୁଲ କଲାମଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଳୀ :  ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏ.ପି.ଜେ ଅବଦୁଲ କଲାମଙ୍କ ଜୟନ୍ତୀ ଅବସରରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏ.ପି.ଜେ ଅବଦୁଲ କଲାମଙ୍କ ଜୟନ୍ତୀ ଅବସରରେ…

ଜଳେଶ୍ବର ଜାତୀୟ ରାଜପଥରେ ଟୁରିଷ୍ଟ ଗାଡିକୁ ଅଟକାଇ ଡକାୟତି

ଆଜି ଏନ.ଏଚ ୬୦ ର ଜଳେଶ୍ବରସ୍ଥ ଲକ୍ଷ୍ମଣନାଥ ଟୋଲ ପ୍ଲାଜ଼ା ନିକଟରେ ଦୁର୍ଘଟଣା ଘଟିଛି । ପଶ୍ଚିମବଙ୍ଗର ବିରଭୂମିରୁ ଏକ ଟୁରିଷ୍ଟ ବସ WB53 7759 ପୁରୀକୁ ଜଗନ୍ନାଥ ଦର୍ଶନରେ ଆସୁଥିବା ସମୟରେ ଜଳେଶ୍ବରସ୍ଥ ଲକ୍ଷ୍ମଣନାଥ ଟୋଲ ପ୍ଲାଜ଼ା ନିକଟରେ ପୂର୍ବରୁ ପ୍ରସ୍ତୁତ ଥିବା ରାଜପଥ ଲୁଟେରା ମାନେ…

ଦିଲ୍ଲୀ ମହିଳା କମିସନ ଅଧ୍ୟକ୍ଷାଙ୍କୁ ମିଳିଲା ଭୟଙ୍କର ଧମକ, ଆରମ୍ଭ ହେଲା ଯାଞ୍ଚ

ଦିଲ୍ଲୀ ମହିଳା କମିସନ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲଙ୍କୁ ରେପ୍ ଧମକ ମିଳିଛି । ସ୍ୱାତୀଙ୍କୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଧମକ ଦିଆଯାଇଛି । ଏନେଇ ସେ ଦିଲ୍ଲୀ ପୋଲିସରେ ଅଭିଯୋଗ କରିଛନ୍ତି । ନିକଟରେ ସାଜିଦ ଖାନଙ୍କୁ ବିଗ ବସରୁ ବାହାର କରିବା ପାଇଁ ସ୍ୱାତୀ ସୂଚନା ଓ ପ୍ରସାରଣ…

ମୂଲ୍ୟବୃଦ୍ଧି କମାଇବାରେ ଆର୍‌ବିଆଇ ବିଫଳ: ମୁଦ୍ରାସ୍ଫୀତି ୭.୧୪%କୁ ବୃଦ୍ଧି

ନୂଆଦିଲ୍ଲୀ,: ଭାରତର ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବାରେ ବିଫଳ ହୋଇଛନ୍ତି। ସେପ୍ଟେମ୍ବରରେ ଖାଉଟି ମୂଲ୍ୟସୂଚୀ (ସିପିଆଇ) ଆଧାରିତ ମୁଦ୍ରାସ୍ଫୀତି ୭.୪୧ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହାକି ଗତ ୫ ମାସ ମଧ୍ୟରେ ସର୍ବାଧିକ। କ୍ରମାଗତ ତୃତୀୟ ତ୍ରୈମାସିକରେ…

ଲୁହାପଥର ଦାମରେ ବଡ଼ ହ୍ରାସ, ୪ ହଜାର ଟଙ୍କା ପର୍ଯ୍ୟନ୍ତ ହେଲା ଶସ୍ତା

ନୂଆଦିଲ୍ଲୀ: ଲୁହାପଥର ଉପରେ ରପ୍ତାନି ଶୁଳ୍କ ଲାଗିବା ପରେ ପରେ ବର୍ତ୍ତମାନ ଏହାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି । ଗତ ୬ ମାସ ମଧ୍ୟରେ ଲୁହାପଥର ମୂଲ୍ୟ ଟନ୍ ପିଛା ୪,୦୦୦ ଟଙ୍କା ହ୍ରାସ ପାଇଛି । କୁହାଯାଇଛି ଯେ ରପ୍ତାନି ଶୁଳ୍କ ବୃଦ୍ଧି ହେତୁ ବିଦେଶରେ ଲୁହାପଥରର ଚାହିଦା ହ୍ରାସ ପାଇଛି,…

ଦିଲ୍ଲୀରେ ଇଞ୍ଜିନିୟର ୰ ଅମୂଲ୍ୟ ପାତ୍ରଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ

ନୂଆଦିଲ୍ଲୀ :  ତା ୧୨/୧୦/୨୦୨୨, ଦିଲ୍ଲୀଠାରେ ସ୍ୱର୍ଗତଃ ଇଞ୍ଜିନିୟର ଅମୂଲ୍ୟ ପାତ୍ରଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ଏଠାକାର ତ୍ୟାଗରାଜ ନଗରସ୍ଥିତ ଜଗନ୍ନାଥ ମନ୍ଦିରଠାରେ ଆୟୋଜିତ ଏକ ଶୋକସଭାରେ ଜାତୀୟ ରାଜଧାନୀ କ୍ଷେତ୍ରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ…

ଗାମ୍ବିଆ ଶିଶୁ ମୃତ୍ୟୁ ଘଟଣା ସହ ସମ୍ପୃକ୍ତ ଥିବା ସମସ୍ତ କାଶ ସିରପ୍‌ ଉତ୍ପାଦନ ବନ୍ଦ କ‌ଲା ହରିୟାଣା

ଚଣ୍ଡୀଗଡ଼: ଗାମ୍ବିଆ ଶିଶୁ ମୃତ୍ୟୁ ଘଟଣା ସହିତ ସମ୍ପୃକ୍ତ ଥିବା ‘ମେଡେନ୍‌ ଫାର୍ମାସ୍ୟୁଟିକାଲ୍‌ସ୍‌’ ନିର୍ମିତ କାଶ ସିରପ୍‌ର ଉତ୍ପାଦନ ବନ୍ଦ କରାଇବା ଲାଗି ହରିୟାଣା ସରକାର ନିଷ୍ପତ୍ତି ଗ୍ରହଣ କରିଥିବା କଥା ହରିୟାଣାର ଗୃହମନ୍ତ୍ରୀ କହିଛନ୍ତି। ଉକ୍ତ ଔଷଧରେ ୧୨ଟି ତ୍ରୁଟି ଥିବା କଥା…

୨୫ ସୁଦ୍ଧା ସୃଷ୍ଟି ହୋଇପାରେ ସୁପର୍‌ ସାଇକ୍ଲୋନ୍‌ ‘ସିତ୍ରାଂ

ନୂଆଦିଲ୍ଲୀ: ଅକ୍ଟୋବର ୧୮ରୁ ୨୫ ମଧ୍ୟରେ ବଙ୍ଗୋପସାଗରରେ ସୁପର୍‌ସାଇକ୍ଲୋନ୍‌ ସୃଷ୍ଟି ହେବାର ସମ୍ଭାବନା ଥିବା କଥା ଆମେରିକାର ପାଣିପାଗ ପୂର୍ବାଭାସ ମଡେଲ୍‌ ‘ଗ୍ଲୋବାଲ୍‌ ଫୋର୍‌କାଷ୍ଟ୍‌ ସିଷ୍ଟମ୍‌’ (ଜିଏଫ୍‌ଏସ୍‌) ସୂଚନା ଦେଇଥିବା କଥା ‘ଦି ବିଜ୍‌ନେସ୍‌ ଷ୍ଟାଣ୍ଡାର୍ଡ’ ରିପୋର୍ଟ କରିଛି।…

୭ୱିକେଟ୍‌ରେ ଜିତିଲା ଭାରତ

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ଅନ୍ତିମ ମୁକାବିଲାକୁ ଟିମ୍‌ ଇଣ୍ଡିଆ ଜିତିଛି। ନୂଆଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡିୟମରେ ମଙ୍ଗଳବାର ଭାରତ ୭ ୱିକେଟ୍‌ରେ ଦକ୍ଷିଣ ଆଫ୍ୟିକାକୁ ପରାସ୍ତ କରିଛି। ୧୦୦ ରନ୍‌ର ବିଜୟ ଲକ୍ଷ୍ୟକୁ ଭାରତ…