ଓଡ଼ିଶାର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ସୁରାଟରେ ଚିକିତ୍ସିତ ହେଉଥିବା ଓଡ଼ିଆ ଲୋକମାନଙ୍କୁ ଭେଟିଲେ ।

ସୁରାଟ : ତା-୨୪/୦୯/୨୦୨୨ ସୁରାଟ ର KD NUPOOR General Hospital କୁ ଓଡ଼ିଶାର ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ପରିଦର୍ଶନ କରି ମେଡିକାଲ ରେ ଚିକିତ୍ସିତ ହେଉଥିବା ଓଡ଼ିଆ ଲୋକମାନଙ୍କୁ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Comments are closed.