Sign in
Sign in
Recover your password.
A password will be e-mailed to you.
Browsing Category
ଦେଶବିଦେଶ
ମିଛ ଥିଲା ଗଣଦୁଷ୍କର୍ମ, ଅତିରଞ୍ଜିତ କରିଥିଲେ ମହିଳା କମିଶନର!
ଗାଜିଆବାଦ: ଦିଲ୍ଲୀର ଜଣେ ମହିଳାଙ୍କୁ ଗାଜିଆବାଦରେ ଗଣଦୁଷ୍କର୍ମ ସହ ଅତ୍ୟନ୍ତ ଭୟଙ୍କର ନିର୍ଯାତନା ଦିଆଯାଇଥିବା ଅଭିଯୋଗରେ ନୂଆ ଟ୍ୱିଷ୍ଟ ଆସିଛି। ବାସ୍ତବରେ ଗଣଦୁଷ୍କର୍ମ ଓ ନିର୍ଯାତନା ଘଟଣା କେବଳ ଡ୍ରାମା ଥିଲା। ତଥାକଥିତ ପୀଡ଼ିତା ଜଣଙ୍କ ଜମି ବିବାଦ ଘଟଣାରେ କିଛି ଯୁବକଙ୍କୁ ଫସାଇବା ପାଇଁ…
ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି, ଡାଲି ସମେତ ଏହି ଜିନିଷଗୁଡ଼ିକର କମିଲା ମୂଲ୍ୟ
ନୂଆଦିଲ୍ଲୀ: ଖାଦ୍ୟ ସାମଗ୍ରୀର ମୂଲ୍ୟବୃଦ୍ଧିକୁ ସ୍ଥିର ରଖିବା ଲାଗି ଭାରତ ସରକାର ନିରନ୍ତର ଅନୁଧ୍ୟାନ ସହିତ ବିଭିନ୍ନ ନୀତିଗତ ପଦକ୍ଷେପ ଗ୍ରହଣ କରୁଛନ୍ତି। କେନ୍ଦ୍ର ସରକାର ଲଗାତାର ଭାବେ ଆମଦାନୀକାରୀ, ଗବେଷଣା ଏଜେନ୍ସି, ବ୍ୟବସାୟିକ ସଂଗଠନ ଆଦି ସହ ଆଲୋଚନା ଜରିଆରେ ଅତ୍ୟାବଶ୍ୟକ ଖାଦ୍ୟ…
ବିଜେପି ସହ ଯୋଗାଯୋଗରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ପୁଣି ଥରେ ହାତ ମିଳାଇ ପାରନ୍ତି: ପ୍ରଶାନ୍ତ କିଶୋର
ନୂଆଦିଲ୍ଲୀ: ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଭାରତୀୟ ଜନତା ପାର୍ଟି(ବିଜେପି) ସହ ଯୋଗାଯୋଗରେ ଅଛନ୍ତି। ପରିସ୍ଥିତି ପଡିଲେ ସେ ପୁଣି ଥରେ ବିଜେପି ସହ ହାତ ମିଳାଇ ପାରନ୍ତି। ବୁଧବାର ଏମିତି ଦାବି କରିଛନ୍ତି ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର। ତେବେ ତାଙ୍କର ଏମିତି ଦାବିକୁ…
ଲିଜ୍ ଟ୍ରସଙ୍କ ଇସ୍ତଫା ପରେ ପ୍ରଧାନମନ୍ତ୍ରୀ ପଦ ପାଇଁ ରେସରେ ୪ ପ୍ରାର୍ଥୀ
ନୂଆଦିଲ୍ଲୀ: ଦେଶର ଆର୍ଥିକ ସ୍ଥିତିକୁ ନେଇ ତୀବ୍ର ସମାଲୋଚନାର ଶିକାର ହେବ ପରେ ମାତ୍ର ୪୫ ଦିନର କାର୍ଯ୍ୟକାଳକୁ ସମାପ୍ତ କରି ଇସ୍ତଫା ଦେଇଛନ୍ତି ଲିଜ୍ ଟ୍ରସ୍। ଦୁଇ ବର୍ଷ ପରେ ହେବାକୁ ଥିବା ବ୍ରିଟେନର ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ସର୍ବଦଳୀୟ ଚାପ ପରେ ସେ ପ୍ରଧାନମନ୍ତ୍ରୀ ପଦରୁ…
ଦେଶର ସର୍ବ ପୁରାତନ ରାଜନୈତିକ ଦଳର ମଙ୍ଗୁଆଳ ହୋଇଛନ୍ତି ମଲ୍ଲିକାର୍ଜୁନ ଖଡଗେ।
ନୂଆଦିଲ୍ଲୀ: କୁହନ୍ତି ସଫଳତାର ସ୍ୱାଦ ତାହା ପାଇଁ ମିଠା ଯେ ତାର ଜୀବନରେ ସଂଘର୍ଷ ଦେଖିଛି । ଆଉ ସେହି ସଂଘର୍ଷ ଲୋକମାନଙ୍କୁ ଶାନ୍ତିରେ ଶୋଇ ଦିଏ ନାହିଁ ଆଉ ସେମାନେ କିଛି ଏପରି କାମ କରନ୍ତି ଯାହା ପାଇଁ ତାଙ୍କର ଏକ ଭିନ୍ନ ପରିଚୟ ସୃଷ୍ଟି ହୋଇପାରେ । ଦୀର୍ଘ ୨୨ ବର୍ଷ ପରେ କଂଗ୍ରେସକୁ ମିଳିଛି…
ଜୟଲଳିତାଙ୍କ ମୃତ୍ୟୁ ପାଇଁ ଶଶୀକଳାଙ୍କୁ ଦାୟୀ କଲେ ତଦନ୍ତ କମିସନ
ଚେନ୍ନାଇ : ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କ ମୃତ୍ୟୁର ତଦନ୍ତ ରିପୋର୍ଟ ତାମିଲନାଡ଼ୁ ବିଧାନସଭାରେ ଆଗତ ହୋଇଛି । ୨୦୧୬ରେ ଜୟଲଳିତାଙ୍କ ମୃତ୍ୟୁପରେ ତତକାଳୀନ ଏଆଇଏଡିଏମକେ ସରକାର ଦୁଇଟି ତଦନ୍ତ କମିସନ ବସାଇଥିଲେ ।
ମାଡ୍ରାସ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି…
ନେପାଳରେ ୫.୧ ତୀବ୍ରତାର ଭୂମିକମ୍ପ
କାଠମାଣ୍ଡୁ : ନେପାଳରେ ବୁଧବାରଦିନ ଏକ ୫.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ରାଜଧାନୀ କାଠମାଣ୍ଡୁଠାରୁ ୫୩ କିଲୋମିଟର ପୂର୍ବରେ ଥିଲା । ଭୂମିକମ୍ପଟି ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ ହୋଇଥିଲା ।
ଏହି ଭୂମିକମ୍ପର ପ୍ରଭାବ ଭାରତର କେତେକ ସ୍ଥାନରେ…
ତୁରନ୍ତ ୟୁକ୍ରେନ ଛାଡ଼ିବାକୁ ଭାରତୀୟଙ୍କୁ ପରାମର୍ଶ ଦେଲେ ସରକାର
ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆହୁରି ଭୟଙ୍କର ହେଉଥିବାବେଳେ ୟୁକ୍ରେନରେ ଥିବା ଭାରତୀୟମାନେ ତୁରନ୍ତ ସେହି ଦେଶ ଛାଡ଼ିବାକୁ ଭାରତୀୟ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ୟୁକ୍ରେନ୍ରେ ଥିବା ଭାରତର ଦୂତାବାସ ପକ୍ଷରୁ ଏକ ସତର୍କତା ଜାରି କରି କୁହାଯାଇଛି ଯେ…
ଅଷ୍ଟ୍ରେଲିଆର ପ୍ରବାସୀ ଓଡ଼ିଆଙ୍କ ତରଫରୁ ଓରିଓଜ ସ୍ପୋର୍ଟସ୍ ଫେଷ୍ଟ-୨୦୨୨ ଆୟୋଜନ
କାନବେରା: ଅଷ୍ଟ୍ରେଲିଆର ଓଡ଼ିଆ ଅଧିବାସୀମାନେ ନିକଟରେ ମହା ଆନନ୍ଦ, ପ୍ରବଳ ଉତ୍ସାହ ଓ ଅସୀମ ଉଦ୍ଦୀପନା ମଧ୍ୟରେ ରାଜଧାନୀ କାନବେରାଠାରେ "ଓରିଓଜ ସ୍ପୋର୍ଟସ୍ ଫେଷ୍ଟ-୨୦୨୨" ପାଳନ କରିଥିବା ଜଣାଯାଇଛି। କ୍ରୀଡ଼ାରେ ପାରଦର୍ଶିତା ଏବଂ ଓଡ଼ିଆ ସଂସ୍କୃତିର ମହାନତାକୁ ଚମତ୍କାର ଢଙ୍ଗରେ ପ୍ରଦର୍ଶନ…
ବିଲକିସ୍ ବାନୋଙ୍କ ୧୧ ଦୁଷ୍କର୍ମକାରୀଙ୍କୁ ଛାଡ଼ିବାକୁ ଅନୁମତି ଦେଇଥିଲା କେନ୍ଦ୍ର
ନୂଆଦିଲ୍ଲୀ: ୨୦୦୨ ମସିହା ଗୁଜରାଟ ଦଙ୍ଗା ପୀଡ଼ିତା ବିଲକିସ୍ ବାନୋଙ୍କ ୧୧ ଦୁଷ୍କର୍ମକାରୀଙ୍କୁ ଜେଲରୁ ଖଲାସ କରାଯିବା ଘଟଣାରେ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଗୁଜରାଟ ସରକାର ସେମାନଙ୍କୁ ଜେଲରୁ ଖଲାସ କରିଥିବା ବେଳେ ଏଥିରେ କେନ୍ଦ୍ର ସରକାରଙ୍କ ସହମତି ଥିଲା। ଦୁଷ୍କର୍ମକାରୀଙ୍କୁ ଛାଡ଼ିବା ପାଇଁ…