Browsing Category

ଦେଶବିଦେଶ

ଅମିତ ଶାହଙ୍କ ‘ଚିନ୍ତନ ଶିବିର’ରେ ଯୋଗ ଦେବେ ନାହିଁ ମମତା ବାନାର୍ଜୀ

କୋଲ୍‌କାତା: ଗୃହ ବିଭାଗ ଦାୟିତ୍ବରେ ଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହରିୟାଣାର ସୂରଜକୁଣ୍ଡରେ କେନ୍ଦ୍ର ସରକାର ଆହୂତ କରିଥିବା ରାଜ୍ୟ ଗୃହମନ୍ତ୍ରୀଙ୍କ ଦୁଇଦିନିଆ ସମାବେଶ ‘ଚିନ୍ତନ ଶିବିର’ରେ ଯୋଗ ଦେବେନାହିଁ। ପଶ୍ଚିମବଙ୍ଗ ସରକାରଙ୍କର ଜଣେ ଉଚ୍ଚସ୍ତରୀୟ ଅଧିକାରୀ କହିଛନ୍ତି,…

ଦିଲ୍ଲୀରେ ପାର୍କିଂକୁ ନେଇ ଝଗଡ଼ା; ବିଚ୍‌ ରାସ୍ତା ଉପରେ ଯୁବକଙ୍କୁ ପିଟିପିଟି ହତ୍ୟା: ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ: ଦିଲ୍ଲୀ ଉପକଣ୍ଠ ଗାଜିଆବାଦ ଅଞ୍ଚଳରେ ଥିବା ଏକ ଭୋଜନାଳୟ ବାହାରେ ଗାଡ଼ି ପାର୍କିଂକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ପରେ ଝଗଡ଼ା ହେବାରୁ ଗତକାଲି (ମଙ୍ଗଳବାର) ରାତିରେ ଜଣେ ୩୫ ବର୍ଷିୟ ଯୁବକଙ୍କୁ ବିଚ୍‌ ରାସ୍ତା ଉପରେ ନିର୍ମମ ଭାବେ ପିଟିପିଟି ହତ୍ୟା କରାଯାଇଛି। ଜଣେ…

ପରମାଣୁ ଯୁଦ୍ଧ ଆଶଙ୍କା ମଧ୍ୟରେ ଆଣବିକ ସମରାଭ୍ୟାସ କରିବାକୁ ରୁଷର ଘୋଷଣା

ମସ୍କୋ : ୟୁକ୍ରେନ ଯୁଦ୍ଧରେ ଆଣବିକ ବୋମାର ପ୍ରୟୋଗ ଆଶଙ୍କା ମଧ୍ୟରେ ରୁଷ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ନିଜର ଆଣବିକ ବାହିନୀର ସମରାଭ୍ୟାସ କରିବ । ଏ ନେଇ ରୁଷ ପକ୍ଷରୁ ଆମେରିକାକୁ ଅବଗତ କରାଯାଇଛି । ରୁଷ ଓ ଆମେରିକା ମଧ୍ୟରେ ହୋଇଥିବା ଷ୍ଟାର୍ଟ ଚୁକ୍ତି ଅନୁସାରେ ଉଭୟ…

ସୋନାଲିଙ୍କ ପାନୀୟରେ କିଛି ମିଶାଇ ଜବରଦସ୍ତ ପିଆଇ ଦିଆଯାଇଥିଲା: ପୁଲିସ

ପାଣାଜୀ :ବିଜେପି ନେତ୍ରୀ ତଥା ସୋସିଆଲ ମିଡିଆ ତାରକା ସୋନାଲି ଫୋଗାଟଙ୍କ ମୃତ୍ୟୁ ମାମଲାରେ ପୁଲିସ ଏକ ବଡ ଖୁଲାସା କରିଛି। ସୋନାଲି ଫୋଗାଟଙ୍କ ପାନୀୟରେ କିଛି ମିଶ୍ରିତ କରାଯାଇଥିଲା ବୋଲି ଗୋଆ ପୁଲିସ ଦାବି କରିଛି। କେବଳ ଏତିକି ନୁହେଁ, ପୁଲିସ କହିଛି ଯେ, ଏପରି କରିଥିବା ଦୁଇ ଜଣଙ୍କୁ ଶୀଘ୍ର…

ଅଯୋଧ୍ୟାରେ ରବିବାର ଭବ୍ୟ ଦୀପୋତ୍ସବ ସମାରୋହ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଳୀ :  ଦୀପାବଳିର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର (ଆସନ୍ତାକାଲି) ଉତ୍ତର ପ୍ରଦେଶର ଅଯୋଧ୍ୟା ଗସ୍ତରେ ଯିବେ । ଅପରାହ୍ନରେ ପ୍ରଧାନମନ୍ତ୍ରୀ ବିରାଜମାନ ପ୍ରଭୁ ଶ୍ରୀରାମ ଲାଲାଙ୍କ ଦର୍ଶନ ଓ ପୂଜା କରିବା ପରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପରିସର…

୧୫୦୦ରୁ ଅଧିକ ପୁରୁଣା ଆଇନକୁ ରଦ୍ଦ କରିବେ ସରକାର, କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସଂସଦର ଆଗାମୀ ଶୀତକାଳୀନ ଅଧିବେଶନର ସମୟରେ ୧୫୦୦ରୁ ଅଧିକ ଅପ୍ରଚଳିତ ଏବଂ ପୁରୁଣା ଆଇନକୁ ଶେଷ କରିବେ। କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ଶନିବାର ଏକ କାର୍ଯ୍ୟକ୍ରମକୁ ସମ୍ୱୋଧିତ କରି ଏହା କହିଛନ୍ତି । ଏହି ସମୟରେ ଆଇନ ମନ୍ତ୍ରୀ କହିଛନ୍ତି, ସେ ଏବଂ…

ଉଦ୍ଧବଙ୍କ ଗୋଷ୍ଠୀକୁ ଘରବାହୁଡ଼ା: ବିଜେପି ଛାଡ଼ି ଠାକରେଙ୍କ ଶିବସେନାକୁ ଫେରିଲେ ପୂର୍ବତନ ମନ୍ତ୍ରୀ

ମୁମ୍ବାଇ: ମହାରାଷ୍ଟ୍ରରେ କ୍ଷମତା ପରିବର୍ତ୍ତନକୁ ନେଇ ଖୁବ୍ ରାଜନୀତିକ ହଟଚମଟ ଦେଖିବାକୁ ମିଳିଥିଲା। ଏହି ସମୟରେ କେବଳ କ୍ଷମତା ପରିବର୍ତ୍ତନ ହୋଇନଥିଲା ବରଂ ଶିବସେନା ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଯାଇଥିଲା। ଗୋଟିଏ ଉଦ୍ଧବ ଠାକରେଙ୍କ ନେତୃତ୍ଵାଧୀନ ଗୋଷ୍ଠୀ ଏବଂ ଅନ୍ୟଟି ଏକନାଥ…

ଚୀନ ଏବଂ ରୁଷ ତୁଳନାରେ ଦୁର୍ବଳ ଆମେରିକା ସେନା, ଯୁଦ୍ଧ ଜିତିବାରେ ସକ୍ଷମ ନୁହେଁ, ରିପୋର୍ଟରେ ଦାବି

ନୂଆଦିଲ୍ଲୀ ବିଶ୍ୱ ଆଗରେ ଆମେରିକାକୁ ଆର୍ଥିକ ରୂପରେ ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଗଣାଯାଏ । କିନ୍ତୁ ପ୍ରତିରକ୍ଷା ମାମଲାରେ ଏହାର ସେନା ଗୋଟିଏ ବି ଯୁଦ୍ଧ ଜିତିବାରେ ସକ୍ଷମ ନୁହେଁ । ଆମେରିକାର ସୈନ୍ୟ ଶକ୍ତି ଉପରେ ଆଧାରିତ ଏକ ନୂଆ ରିପୋର୍ଟରେ ଏହି ଦାବି କରାଯାଇଛି । ରିପୋର୍ଟ…

ଇମ୍ରାନ୍ ଖାନଙ୍କୁ ପୁଣି ଝଟକା : ୫ ବର୍ଷ ପାଇଁ ରାଜନୈତିକ ପଦବୀ ନିଷେଧ କଲା ପାକ୍ ନିର୍ବାଚନ କମିସନ୍

ଇସଲାମାବାଦ୍: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ୫ ବର୍ଷ ପର୍ଯ୍ୟନ୍ତ  ନିର୍ବାଚନରେ  ଲଢିପାରିବେନି କିଂବା ରାଜନୈତିକ ପଦବୀରେ ରହିପାରିବେ ନାହିଁ । ବିଦେଶୀ ଉପହାର ଗ୍ରହଣ ମାମଲାରେ ପାକିସ୍ତାନର ନିର୍ବାଚନ ଆୟୋଗ ଇମ୍ରାନ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରି ଅଯୋଗ୍ୟ ଘୋଷଣା…

ଘୃଣ୍ୟ ଭାଷଣକୁ ନେଇ କଠୋର ହେଲେ ସୁପ୍ରିମକୋର୍ଟ, କହିଲେ ତୁରନ୍ତ ନିଅ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଦେଶରେ ବଢିଚାଲିଥିବା ଘୃଣ୍ୟ ଭାଷଣକୁ ନେଇ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି ସୁପ୍ରିମକୋର୍ଟ। ଏଭଳି ମନ୍ତବ୍ୟ ଦେଉଥିବା ଲୋକମାନଙ୍କ ଉପରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୋର୍ଟ କହିଛନ୍ତି। ଏହିଭଳି ଘଟଣାରେ କୌଣସି ଧର୍ମକୁ ଗୁରୁତ୍ୱ ଦେବା ଛାଡ଼ି ତୁରନ୍ତ…