Browsing Category

ଦେଶବିଦେଶ

ଦୈନିକ ୧୨ ଘଣ୍ଟା କାମ ସହ ମାଗଣା ଖାଇବା ଆଉ ମିଳିବ ନାହିଁ: ମସ୍କ

ନୂଆଦିଲ୍ଲୀ: ଟେସଲା ସିଇଓ ଏଲୋନ୍ ମସ୍କଙ୍କ ହାତକୁ ଟ୍ୱିଟର ଆସିବା ପରେ ଏବେ ସେ ନୂଆ ନୂଆ ନିଷ୍ପତ୍ତି ନେବାରେ ଲାଗିପଡିଛନ୍ତି | ତେବେ ମସ୍କଙ୍କ ଏହି ସବୁ ନିଷ୍ପତ୍ତି ଏବେ ଏହାର କର୍ମଚାରୀଙ୍କୁ ହରଡ଼ଘଣାରେ ପକାଇଛି | ବର୍ତ୍ତମାନ ଏଲୋନ୍ ମସ୍କ ଏପରି କିଛି ନିର୍ଦ୍ଦେଶ ଦେଇଛନ୍ତି, ଯାହା ଆଗାମୀ…

ରାଜୀବ ଗାନ୍ଧୀ ହତ୍ୟା ମାମଲା: ସମସ୍ତ ଦୋଷୀଙ୍କୁ ଜେଲ୍‌ରୁ ମୁକ୍ତ କରିବାକୁ ନିର୍ଦ୍ଦେଶ‌ ଦେଲେ ଅଦାଲତ

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ଭୋଗୁଥିବା ସମସ୍ତ ଦୋଷୀଙ୍କୁ ମୁକ୍ତ କରିବାରୁ ଶୁକ୍ରବାର ସର୍ବୋଚ୍ଚ ନ୍ୟୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ କୌଣସି ମାମଲାରେ ସଂପୃକ୍ତ ନଥିଲେ ଉକ୍ତ ୬ ଜଣ ଯାକ ଦୋଷୀଙ୍କୁ…

ମନ୍ଦିରକୁ ଆସୁଥିବା ସାପକୁ ‘ଅଜଗର ବାବା’ କହି ଲୋକେ ପୂଜାର୍ଚ୍ଚନ କରୁଛନ୍ତି

 ଭୋପାଳ: ଦୁଇ ତିନି ବର୍ଷରେ ଥରେ ମଧ୍ୟପ୍ରଦେଶର ସାଗର ନଗରୀସ୍ଥିତ ଗୋଟାଏ ମନ୍ଦିରକୁ ଆସୁଥିବା ଏକ ଅଜଗର ସାପକୁ ଲୋକେ ‘ଅଜଗର ବାବା’ କହି ଦର୍ଶନ କରିବାକୁ ଆସୁଛନ୍ତି।ସଂଗୃହୀତ ସୂଚନା ଅନୁସାରେ, ‘ବାଘରାଜ ହରସିଦ୍ଧି ମଠ ମନ୍ଦିର’କୁ ଆସୁଥିବା ସେ ସାପକୁ ପୂଜା କରିବା ଲାଗି ଲୋକେ ଧାଡ଼ି…

ହିମାଚଳ ପ୍ରଦେଶ ନିର୍ବାଚନ

ଶିମ୍‌ଲା: ଆଗାମୀ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଆଜି ‘ବିଜେପି’ ତା’ର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିବା ସହିତ ରାଜ୍ୟରେ ‘ୟୁନିଫର୍ମ ସିଭିଲ୍‌ କୋଡ୍‌’ ପ୍ରଚଳନ କରିବ ବୋଲି ପ୍ରତିଶ୍ରୁତ ଦେଇଛି। ଶିମ୍‌ଲାରେ ଇସ୍ତାହାର ‘ସଙ୍କଳ୍ପ ପତ୍ର ୨୦୨୨’ ଉନ୍ମୋଚନ କରି…

ବିରଳ ପ୍ରତିବାଦ: ଚୀନର କଡ଼ା କୋଭିଡ ନୀତିକୁ ତିବ୍ବତରେ ବିରୋଧ ବିକ୍ଷୋଭ

ବେଜିଂ : ଚୀନ ସରକାରଙ୍କ କଡ଼ା କୋଭିଡ ନୀତିକୁ ତିବ୍ଦତରେ ଜୋରଦାର ବିରୋଧ କରାଯାଇଛି। ଏହାକୁ ନେଇ ଲାସାରେ ବଡ଼ ଧରଣର ପ୍ରତିବାଦ ଦେଖିବାକୁ ମିଳିଛି। ଏପରିକି କେତେକ ସ୍ଥାନରେ କର୍ତ୍ତୃପକ୍ଷଙ୍କ ସହ ସ୍ଥାନୀୟ ବାସିନ୍ଦା ମୁହାଁମୁହିଁ ହୋଇଛନ୍ତି। ପ୍ରବାସୀ ଚୀନ ଶ୍ରମିକଙ୍କୁ ଲାସା ଅଞ୍ଚଳରୁ…

ଛଟ୍‌ ପୂଜା ପାଇଁ ପ୍ରସାଦ ପ୍ରସ୍ତୁତି ବେଳେ ଲିକ୍‌ ହେଲା ଗ୍ୟାସ୍‌; ଅଗ୍ନିକାଣ୍ଡରେ ୩୦ରୁ ଊର୍ଧ୍ବ ଆହତ

ଔରଙ୍ଗାବାଦ୍‌: ବିହାର ଔରଙ୍ଗାବାଦ୍‌ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏକ ୨ ମହଲା ବିଶିଷ୍ଟ ଘରେ ଗ୍ୟାସ୍‌ ସିଲିଣ୍ଡର୍‌ ବସ୍ଫୋରଣ ଘଟିବାରୁ ୭ ଜଣ ପୁଲିସ୍‌ଙ୍କ ସମେତ ସମୁଦାୟ ୩୦ ଜଣ ଆହତ ହୋଇଛନ୍ତି। ଏହି ଦୁଇ ମହଲା କୋଠାଟି ସହରର ଓଡ଼ିଆ ଗଳିସ୍ଥିତ ଏକ ଅଣଓସାରିଆ ରାସ୍ତାରେ ଥିବା…

ରନ୍‌ୱେ ଉପରେ ଥାଏ ବିମାନ, ଟେକ୍‌ଅପ୍‌ ପାଇଁ ପ୍ରସ୍ତୁତ ହେଉଥାଏ, ଅଚାନକ ଦିଶିଲା ଧୂଆଁ: ଇଣ୍ଡିଗୋ ବିମାନରେ ଥିବା…

ନୂଆଦିଲ୍ଲୀ: ଦିଲ୍ଲୀ ବିମାନ ବନ୍ଦରରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ଇଣ୍ଡିଗୋର ଦିଲ୍ଲୀ-ବେଙ୍ଗାଲୁରୁ ଫ୍ଲାଇଟ୍‌ ଇଂଜିନରେ ଶୁକ୍ରବାର ଦିନ ଉଡ଼ାଣ ଆରମ୍ଭ ସମୟରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା‌। ଏହି ଘଟଣାରେ ବିମାନ ଭିତରେ ଥିବା ଯାତ୍ରୀମାନେ ଖୁବ୍‌ ଭୟଭୀତ ହୋଇ…

ପକ୍ଷୀ ସଙ୍ଗେ ଧକ୍କା ଖାଇବାରୁ ଦିଲ୍ଲୀ ଆସୁଥିବା ‘ଆକାଶ’ ବିମାନର ‘ରେଡମ୍‌’ ନଷ୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଅଭିମୁଖେ ଆସୁଥିବା ‘ଆକାଶ ଏୟାର୍‌’ର ଗୋଟାଏ ବିମାନ ଆଜି ସକାଳେ ଉଡ଼ାଣ ଆରମ୍ଭ କରି ନିର୍ଦ୍ଧାରିତ ଉଚ୍ଚତାରେ ପହଞ୍ଚିବା ବେଳେ ଗୋଟାଏ ପକ୍ଷୀ ସଙ୍ଗେ ଧକ୍କା ଖାଇଥିବା କଥା ‘ଡାଇରେକ୍ଟୋରେଟ୍‌ ଜେନେରାଲ୍‌ ଅଫ୍‌ ସିଭିଲ୍‌ ଏଭିଏସନ୍‌’ କହିଛି। ବୋଇଙ୍ଗ୍‌ ୭୩୭…

ଆଜି ପୁଣି ଦେଶରେ ୧୦୦୦ ଉପରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ; ଜଣେ ମୃତ

ନୂଆଦିଲ୍ଲୀ: ବୁଧବାର ଦିନ ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ୧ ହଜାର ତଳେ ଥିବାବେଳେ ଆଜି ପୁଣି ବୃଦ୍ଧି ପାଇ ୧୦୦୦ ଟପି ଯାଇଥିବା ରେକର୍ଡ କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୧୧୨…

ରୁପା କଢ଼ାଯାଇ ସମ୍ପୂର୍ଣ୍ଣ ସୁନା ଛାଉଣି ହେଲା କେଦାରନାଥ ମନ୍ଦିରର ଗର୍ଭଗୃହ

ଡେରାଡୁନ୍‌: ବୁଧବାର ଦିନ ପରମ ଆରାଧ୍ୟ କେଦାରନାଥଙ୍କ ମନ୍ଦିରର ଗର୍ଭଗୃହର ସୁନା ଛାଉଣି କାର୍ଯ୍ୟ ଶେଷ ହୋଇଛି। ଦୀପାବଳିର କିଛି ଦିନ ପୂର୍ବରୁ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା। ଭାରତର ପ୍ରତ୍ନତାତ୍ତ୍ବିକ ସର୍ଭେର ଦୁଇଜଣ ଉଚ୍ଚସ୍ତରୀୟ ଅଧିକାରୀଙ୍କ ତତ୍ତ୍ବାବଧାନରେ ୧୯ଜଣ ଶ୍ରମିକ ସୁନା…