ଆଜି ଉଦ୍‌ଘା‌ଟନ ହେବ ୨୧ଟି ଆମ ବସଷ୍ଟାଣ୍ଡ

ଭୁବନେଶ୍ବର: ରାଜ୍ୟ ସରକାର ଗ୍ରାମାଞ୍ଚଳରେ ପରିବହନ ସେବାକୁ ସୁଦୃଢ଼ କରିବାକୁ ଯୋଜନା କରିଥିବାବେଳେ ଏଥିପାଇଁ ସବୁ ବ୍ଲକରେ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ କରାଯାଉଛି। ଏହି କ୍ରମରେ ବୁଧବାର ରାଜ୍ୟର ୧୩ଟି ଜିଲ୍ଲାର ୨୧ଟି ବ୍ଲକରେ ‘ଆମ ବସଷ୍ଟାଣ୍ଡ’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ସ୍ତ୍ରୀକୁ ଶାବଳରେ ପିଟିପିଟି ହତ୍ୟା କଲା ସ୍ବାମୀ

ମୋହନା: ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ। ଗଜପତି ଜିଲ୍ଲା ମୋହନା ଥାନା ରାଣୀଖମା ଗାଁରେ ଏଭଳି ଘଟଣା ଘଟିଛି। ରାଣୀଖମା ଗାଁର ହାଡୁ ମଲିକ ନିଜ ସ୍ତ୍ରୀ ସାରୁଗାଳୁ ମଲିକଙ୍କୁ ଅତି ଅମାନୁଷିକ ଭାବେ ହତ୍ୟା କରିଛି। ଏନେଇ ମୃତକଙ୍କ ଭାଇ ମୋହନା ଥାନାରେ ଅଭିଯୋଗ…

ଓଡ଼ିଶାର ୯ ଜିଲ୍ଲାକୁ ସତର୍କତା, ୭୦ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ବଢିବ ବର୍ଷାର ପରିମାଣ । ବର୍ତ୍ତମାନ ଓଡ଼ିଶା ଉପରେ କୌଣସି ପାଣିପାଗ ନିୟାମକ ବା ସିଷ୍ଟମର ପ୍ରଭାବ ନାହିଁ । ସେପଟେ ମୌସୁମୀ ନିମ୍ନ ଚାପରେଖା ବି ସ୍ବାଭାବିକ ଅବସ୍ଥାନରୁ ଉତ୍ତରକୁ ଢଳିକି ରହିଛି । ଏହାଦ୍ବାରା ରାଜ୍ୟ ମଧ୍ୟକୁ ପ୍ରଚୁର ମାତ୍ରାରେ ଜଳୀୟବାଷ୍ପ…

୨୦ ହଜାର ଶିକ୍ଷକଙ୍କୁ ଯୋଜନାଭିତ୍ତିକ ନିଯୁକ୍ତି

ଭୁବନେଶ୍ବର: ସମଗ୍ର ଶିକ୍ଷା ନିୟମାବଳୀ ଅନୁଯାୟୀ ୨୦ ହଜାର ଶିକ୍ଷକଙ୍କୁ ଯୋଜନାଭିତ୍ତିକ ନିଯୁକ୍ତି ଦିଆଯିବ। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ ଅଶ୍ୱଥି ଏସ୍।ସେ କହିଛନ୍ତି, ସମଗ୍ର ଶିକ୍ଷା ନିୟମାବଳୀ ଅନୁଯାୟୀ ୨୦ ହଜାର ଶିକ୍ଷକଙ୍କୁ ଯୋଜନାଭିତ୍ତିକ ନିଯୁକ୍ତି ଦିଆଯିବ। ୨୦ ହଜାର ପଦବୀ…

‘ଚନ୍ଦ୍ରଯାନ-୩’ ମିସନ୍‌‌ରେ ସାମିଲ୍‌ ଅଛନ୍ତି ଚାଷୀଙ୍କ ପୁଅ

ନୂଆଦିଲ୍ଳୀ: ମହାକାଶ ଜଗତରେ ଆଜି ଭାରତ ପାଇଁ ଏକ ଐତିହ‌ାସିକ ଦିନ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ‘ଚନ୍ଦ୍ରଯାନ-୩’ର ଲ୍ୟାଣ୍ଡ୍‌ର ମଡ୍ୟୁଲ୍ ଆଜି ସନ୍ଧ୍ୟା ୬ଟା ୪ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ। ସମଗ୍ର ବିଶ୍ୱର ଆଖି ଏବେ ଭାରତ ଉପରେ ରହିଛି। ଜାଣିବାକୁ ମିିଳିଛି ଯେ…

ସମ୍ବଲପୁରରେ ମା’-ପୁଅଙ୍କ ଆତ୍ମହତ୍ୟା ଘଟଣା

ସମ୍ବଲପୁର: ସମ୍ବଲପୁର ଟାଙ୍ଗରପାଲିରେ ଶିକ୍ଷୟିତ୍ରୀ ମା’ ଜ୍ୟୋତ୍ସ୍ନାରାଣୀ ଦାଶ(୫୫) ଏବଂ ତାଙ୍କ ବିବାହିତ ପୁଅ ସୁଧୀର ପଣ୍ଡା(୩୦)ଙ୍କ ଆତ୍ମହତ୍ୟା ପରେ ପୂରା ପରିବାରରେ ଏବେ କେବଳ ବୋହୂ ଓ ତାଙ୍କ ୭ ମାସର ଝିଅ। ଘରେ ବୋହୂ ଓ ୭ ମାସର ନାତୁଣୀ ଅନୁପସ୍ଥିତ ଥିବା ସମୟରେ ଜ୍ୟୋତ୍ସ୍ନାରାଣୀ ଓ…

କାଶୀନଗର ବ୍ଲକ୍‌ରେ‌ ଡେଙ୍ଗୁ ଆତଙ୍କ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା କାଶୀନଗର ବ୍ଲକ୍‌ରେ ଡେଙ୍ଗୁ ଜ୍ବରର ଆତଙ୍କ ଦେଖାଦେଇଛି। ବ୍ଲକ୍ ଅଧୀନ ‘ସାରା’ ଗ୍ରାମରୁ ଗତ ୧୪ ତାରିଖରୁ ଆଜିସୁଦ୍ଧା ତଥା ୮ ଦିନ ଭିତରେ ୨୭ ଜଣ ଡେଙ୍ଗୁ ଜ୍ବର ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ଗ୍ରାମରେ ଆତଙ୍କ ଖେଳିଯାଇଥିବା ସହ ସ୍ବାସ୍ଥ୍ୟ ବିଭାଗର…

ଆଳତି ବେଳେ ମା ତାରିଣୀଙ୍କ ଆଗରେ ଉଡ଼ିଗଲା ପ୍ରାଣବାୟୁ

ଘଟଗାଁ: ଘଟଗାଁ ମା ତାରିଣୀ ମନ୍ଦିରରେ ଅଭାବନୀୟ ଘଟଣା। ଆଜି ମଙ୍ଗଳବାର ହୋଇଥିବା କାରଣରୁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ମା ତାରିଣୀଙ୍କର ସକାଳ ଆଳତି ଚାଲିଥିଲା। ସେତିକି ବେଳେ ଜଣେ ଭକ୍ତଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତା ବୃଦ୍ଧାଙ୍କ ନାମ ସରସ୍ବତୀ ବେହେରା। ତାଙ୍କର…

ନୂତନ ନିର୍ମାଣ ହୋଇଥିବା ନଳକୂପଟି ଦିନକୁ ଦିନ ଦବିବାରେ ଲାଗିଛି

କିଶୋରନଗର: କିଶୋରନଗର ଗ୍ରାମ ପଞ୍ଚାୟତ ହୁଲିପୁର ଗ୍ରାମରେ ରହିଛି ଗରାଶୁଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ | ବିଦ୍ୟାଳୟ ପରିସରରେ ଗତ ତିନି ମାସ ତଳେ ନୂତନ ନଳକୂପଟି ନିର୍ମାଣ କରାଯାଇଥଲା କିନ୍ତୁ ଏବେ ତାହା ଅଚଳ ହେବାକୁ ଯାଉଛି | ନଳକୂପ ଟି ନିର୍ମାଣ ପରଠାରୁ ତଳ କୁ ତଳ ଦବିବାରେ ଲାଗିଛି ଯାହା…

ବୁଢ଼ାମାନଙ୍କ ପାଇଁ ଗୀତ

============== ଛୋଟ ଦିନେ ଗଳ୍ପଟିଏ ପଢ଼ି ଥିଲି ମୁଁହିଁ l ଶୁଣ ଶୁଣ ବରିଷ୍ଠ ମୋ ନାଗରିକ ଭାଇ ll ଏକଦେଶେ ଥିଲେ ଏକ ବହୁବଡ଼ ରାଜା l ମନ୍ତ୍ରୀଟି ତାଙ୍କର ପାଳବିଣ୍ଡା ବୁଦ୍ଧି ଗୋଜା ll ରାଜାଙ୍କର ଚାଲି ଥାଏ ଦିନେ ଦରବାର l ମୁଣ୍ଡେ ତାଙ୍କର ପଶିଲା ଗୋଟିଏ…