ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା

ଭୁବନେଶ୍ବର: ରାଜଧାନୀ ଛାତି ଉପରେ ଘଟିଛି ତୁମୁଳ କାଣ୍ଡ। ଜଣେ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପୁଲିସ୍‌ ୨ ଯୁବକଙ୍କୁ ଅଟକ ରଖିଥିବା ବେଳେ ଥାନା ଘେରିଛନ୍ତି ଉତ୍ତ୍ୟକ୍ତ ଲୋକେ। ଗତକାଲି ରାତିରେ ଶହ ଶହ ସଂଖ୍ୟାରେ ଶିଖରଚଣ୍ଡୀ ବାସିନ୍ଦା ଇନଫୋସିଟି ଥାନାକୁ ଘେରାଉ କରିଥିବା ବେଳେ…

ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଭୁବନ ବନ୍ଦ

ଭୁବନ: ବାର ଦଫା ଦାବିରେ ଢେଙ୍କାନାଳ ଜିଲ୍ଲା ଭୁବନ ବନ୍ଦ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କାମାକ୍ଷାନଗର ବିଜେପି। ବନ୍ଦର ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଥିବା ଜଣାଯାଇଛି। ପାନୀୟ ଜଳ, ରାସ୍ତା ସହ ଡାକ୍ତର ଓ ଶିକ୍ଷକ ନିଯୁକ୍ତି ଆଦି ସମେତ ୧୨ଟି ଦାବିରେ…

ଖଣ୍ଡଗିରି ବାରିରେ ବୃଦ୍ଧାଙ୍କୁ ହତ୍ୟା ଘଟଣା

ଭୁବନେଶ୍ବର: ଖଣ୍ଡଗିରି ବାରି ଅଞ୍ଚଳ ବସ୍ତି ଭିତରେ ପଶି ବୃଦ୍ଧା ମଦା ପଲେଇଙ୍କୁ ନିର୍ମମ ଭାବେ ହତ୍ୟା ଘଟଣାର ୬ ଦିନ ପରେ ମଧ୍ୟ ପୁଲିସ ହତ୍ୟାକାରୀଙ୍କ ପାଖରେ ପହଞ୍ଚି ପାରିନାହିଁ। ହତ୍ୟାକାରୀଙ୍କୁ ଧରିବା ତ ଦୂରର କଥା, ହତ୍ୟା ପଛର ନିର୍ଦ୍ଦିଷ୍ଟ କାରଣ ବି ପଦାକୁ ଆସି ପାରିନାହିଁ। ହେଲେ…

ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି ନେଇ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳିତ ହେଉଛି। ଜିଲ୍ଲା ସଙ୍ଘର୍ଷ ସମିତିର ଆହ୍ବାନ କ୍ରମେ ଆଜି ଏହି ବନ୍ଦ ଡାକରା ଦିଆଯାଇଛି। ଆଜିର ଏହି ବନ୍ଦରେ ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସ୍କୁଲ…

ପୁଲିସକୁ ମାଡ଼ ମାରିବା ଘଟଣାରେ ଦୁଇ ଗିରଫ

ସୋର: ଗତକାଲି ସନ୍ଧ୍ୟାରେ ଅଭିଯୁକ୍ତକୁ ଧରିବାକୁ ଯାଇଥିବା ବେଳେ ପୁଲିସକୁ ମାଡ଼ ମାରି ହାତ ଭାଙ୍ଗିବା ଘଟଣାରେ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସୋର ପୁଲିସ। ସୂଚନା ଅନୁସାରେ ସୋର ବ୍ଲକ ଅନନ୍ତପୁର ପଂଚାୟତ ପୁରୁଷୋତ୍ତମ ପୁର ଗ୍ରାମର ବଂଶୀଧର ମଳିକଙ୍କ ନାମରେ ୨୦୦୯ ମସିହାରେ ସୋର…

ନାଗକନ୍ୟା ବେଲାବଳୀ

============== ହସ୍ତୀନା ରାଜପ୍ରାସାଦରେ ମହାରାଜ ପଣ୍ଡୁଙ୍କ ପାଞ୍ଚ ପୁତ୍ର, ତଥା ଧୃତରାଷ୍ଟ୍ରଙ୍କ ଶହେ ପୁତ୍ର ଯୌବନରେ ଉପନୀତ ହୋଇସାରିଥାନ୍ତି l ସବୁ ରାଜପୁତ୍ର ମିଶି ବିଭିନ୍ନ କ୍ରୀଡ଼ା କୌତୁକ ମାନ କରି ରାଜପ୍ରାସାଦକୁ ମୁଖରିତ କରୁଥାନ୍ତି l ଭୀମ ସେନ ତାଙ୍କ ମଧ୍ୟରେ ସବୁ…

ନିମ୍ନମାନର ରାସ୍ତା କାମ ପ୍ରଶାସନ ନିଦାବିଷ୍ଣୁ

କଟକ: କଟକ ଜିଲ୍ଲା ସାଲେପୁର ବ୍ଲକ ଅଧିନସ୍ଥ ରଟିଲୋ ଗ୍ରାମ ପଞ୍ଚାୟତ ବୋଇଲ ଗ୍ରାମ ଗୁଡ଼ିଆ ସାଇକୁ ସଂଯୋଗ କରୁଥିବା ରାସ୍ତା କାମ ଚାଲୁ ରହିଛି | କିନ୍ତୁ ବିଡମ୍ବନାର ବିଷୟ ବିନା ଫଳକରେ ଅତି ନିମ୍ନମାନର କାର୍ଯ୍ୟ ଚାଲିଛି ତାହା ପୁଣି ଯନ୍ତ୍ରୀଙ୍କ ଅନୁପସ୍ଥିତରେ | ସରକାରୀକଳର ନିୟମକୁ ଖୋଲା…

ବିଦ୍ୟାଳୟ ପରିସରରୁ ବୃହତ ଗଛ ସବୁ କଟାଯାଉଛି କାହା ସ୍ୱାର୍ଥରେ ?

କିଶୋରନଗର: କଟକ ସଦର ବ୍ଲକ ଅନ୍ତର୍ଗତ କିଶୋରନଗର ଗ୍ରାମପଞ୍ଚାୟତ ହୁଲିପୁର ଗ୍ରାମର ଗରାଶୁଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରୁ ଆବଶ୍ୟକତା ନଥାଇ ବହୁ ପୁରାତନ ଆମ୍ବ ଗଛ କଟାଯାଇଛି |ବିଦ୍ୟାଳୟରେ ପିଲାମାନଙ୍କୁ ଶିକ୍ଷା ଦିଆ ଯାଉଛି ବୃକ୍ଷ ହଁ ଜୀବନ ବୃକ୍ଷର ସୁରକ୍ଷା ଆମର ଦାଇତ୍ୱ କିନ୍ତୁ…

ନାଗ ପଞ୍ଚମୀ

========== କଂସର ଘରଣୀ ଦିନେ ପଦ୍ମାବତୀ ରାଣୀ l କହ୍ନାଇକୁ ବାର୍ତ୍ତା ଦେଲା ଫୁଲ ଦିଅ ଆଣି ll ଲକ୍ଷେଭାର ପଦ୍ମେ ନ ଥିବ ପାଖୁଡ଼ା ମିଶା l ସେଥିରେ ପୂଜା ହୋଇବ ଧନିତିରି ଓଷା ll ପଦ୍ମ ତୋଳି ବନମାଳୀ କାଳିନ୍ଦୀକୁ ଗଲେ l କଠଉ ଚିହ୍ନ କାଳୀୟ ଶିରରେ ଆଙ୍କିଲେ…

ପୁଅକୁ ସ୍କୁଲରେ ଛାଡ଼ିବାକୁ ଯାଉଥିଲେ ଦମ୍ପତି: ଚାଲିଗଲା ସ୍ତ୍ରୀଙ୍କ ଜୀବନ

କୁଜଙ୍ଗ: କଟକ-ପାରାଦୀପ ରାସ୍ତାର ପଙ୍କପାଳ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ବାଇକକୁ କାର୍‌ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ପ୍ରାଣହାନି ଘଟିଛି। ମୃତା ହେଲେ ଝିଲି ମାଝି। ଏଥିରେ ସ୍ୱାମୀ ଓ ପୁଅ ଆହତ ହୋଇଛନ୍ତି। ଉଭୟଙ୍କୁ ମଣିଜଙ୍ଗା ମେଡିକାଲରେ…