ମମତା ବାନାର୍ଜୀଙ୍କ ଗାଡ଼ି ଉପରକୁ ଆକ୍ରମଣ: “ଚୋର, ଚୋର” ସ୍ଲୋଗାନ ଦେଲେ ସ୍ଥାନୀୟ ଲୋକ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ହାଲିସହରରେ ପୋଲିସ ହେପାଜତରେ ହତ୍ୟା କରାଯାଇଥିବା ଅଭିଯୋଗରେ ଜଣେ ତୃଣମୂଳ କଂଗ୍ରେସ କର୍ମୀଙ୍କ ପରିବାରକୁ ଭେଟିବା ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ସ୍ଥାନୀୟ ଲୋକମାନେ ତାଙ୍କ ଗାଡ଼ିକୁ ଅଟକାଇଥିଲେ।…

ସମ୍ପୂର୍ଣ୍ଣ ଦାବି ପୂରଣ କଲେନାହିଁ ସରକାର: ଆସନ୍ତାକାଲି ବିଧାନସଭା ଘେରାଉ କରିବେ ଛାତ୍ରଛାତ୍ରୀ

ରାଞ୍ଚି: ଆଜି ରାଞ୍ଚିରେ ଛାତ୍ର ଏବଂ ସରକାରଙ୍କ ମଧ୍ୟରେ ପ୍ରାୟ ପାଞ୍ଚ ଘଣ୍ଟା ଧରି ବୈଠକ ଚାଲିଥିଲା। ଛାତ୍ର ପ୍ରତିନିଧି ଦଳ କହିଛନ୍ତି ଯେ, ସେମାନଙ୍କର ୫୦% ରୁ ଅଧିକ ଦାବି ପୂରଣ ହୋଇଛି। ସରକାର ୧୪ ତମ JPSC ଏବଂ ୨୦୨୩ ଏବଂ ୨୦୨୫ ର JPSC ବ୍ୟାକଲଗ୍ ବାତିଲ କରିବାକୁ ରାଜି ହୋଇଛନ୍ତି। ଏହା…

CISCE ଆଞ୍ଚଳିକ ଯୋଗ ପ୍ରତିଯୋଗିତାରେ ହେରିଟେଜ୍ ସ୍କୁଲ୍‌ର ଛାତ୍ରମାନଙ୍କ ଚମତ୍କାର ପ୍ରଦର୍ଶନ;

କୋଲକାତା (୯/୮): ହାଓଡ଼ା ଜିଲ୍ଲାର ଲିଲୁଆସ୍ଥିତ MCKV ଠାରେ ୮ ଅଗଷ୍ଟ ୨୦୨୬ରେ ଅନୁଷ୍ଠିତ *CISCE ଆଞ୍ଚଳିକ ଯୋଗ ପ୍ରତିଯୋଗିତା (ବାଳକ)*ରେ ହେରିଟେଜ୍ ସ୍କୁଲ୍, କୋଲକାତାର ଛାତ୍ରମାନେ ଚମତ୍କାର ପ୍ରଦର୍ଶନ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ବିଦ୍ୟାଳୟର ଚାରିଜଣ ପ୍ରତିଭାଶାଳୀ ଛାତ୍ର…

ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ ଆୟୋଜନ

ନୂଆଦିଲ୍ଲୀ, ତା. ୯. ୮ ; ଦେଶର ଅଗ୍ରଣୀ ସାମାଜିକ ଓ ଦାତବ୍ୟ ଅନୁଷ୍ଠାନ ‘ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଅଫ୍ ଏଜୁକେସନାଲ୍ ଆଣ୍ଡ୍ ଚ୍ୟାରିଟେବଲ୍ ଟ୍ରଷ୍ଟ’ ପକ୍ଷରୁ ନୂଆଦିଲ୍ଲୀଠାରେ ‘ଜଳବାୟୁ ପରିବର୍ତ୍ତନ : ଆହ୍ୱାନ ଓ ଅବସର’ ଶୀର୍ଷକ ଏକ ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି ସମ୍ମିଳନୀରେ…

ବିଦେଶୀ ମୁଦ୍ରା ଭଣ୍ଡାର ୧୦.୫ ବିଲିଅନ ଡଲାର ବଢ଼ିଲା

ନୂଆଦିଲ୍ଲୀ : ଜୁଲାଇ ୩୧ରେ ଶେଷରେ ଭାରତର ବିଦେଶୀ ମୁଦ୍ରା ଭଣ୍ତାରରେ ୧୦.୫ ବିଲିଅନ ଡଲାରର ବୃଦ୍ଧି ହୋଇଛି। ଏଥିଯୋଗୁଁ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୬୯୨.୮୭ ବିଲିଅନ ଡଲାର ସ୍ତରରେ ପହଞ୍ଚିଛି। ଗତ ଦୁଇ ମାସରୁ ଅଧିକ ସମୟ ମଧ୍ୟରେ ବିଦେଶୀ ମୁଦ୍ରା ଭଣ୍ଡାର ସର୍ବୋଚ୍ଚ ସ୍ତରକୁ ଯାଇଛି।…

୩-୪ ଘଣ୍ଟା ମଧ୍ୟରେ ପାଇବେ ଗ୍ୟାସ ସିଲିଣ୍ଡର: ନୂତନ ସେବା ଆରମ୍ଭ କଲା ଇଣ୍ଡିଆନ ଅଏଲ

ନୂଆଦିଲ୍ଲୀ: ଯଦି ଆପଣ ଆପଣଙ୍କ ରୋଷେଇ ଘରେ LPG ବ୍ୟବହାର କରୁଛନ୍ତି ଏବଂ ବୁକିଂ ପରେ ସିଲିଣ୍ଡର ପାଇଁ ଦୀର୍ଘ ସମୟ ଅପେକ୍ଷା କରୁଛନ୍ତି, ତେବେ ଏହି ଖବର ଉପଯୋଗୀ। LPG ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି, IndianOil “Indane Extralite Now” ନାମକ ଏକ ନୂତନ ସେବା ଆରମ୍ଭ କରିଛି। ଏହି…

‘ଘରେ ଘରେ ତ୍ରିରଙ୍ଗା’: ଯୁବଶକ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ, ‘ବାହ୍ୟଶକ୍ତିରୁ ଦୂରେଇ ରୁହ’

ଭୁବନେଶ୍ୱର: ଦେଶପ୍ରେମର ଭାବନାକୁ ଆହୁରି ଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟରେ ଆରମ୍ଭ ହୋଇଛି ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ ଏବେ ଜନଆନ୍ଦୋଳନର ରୂପ ନେଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।…

ନିବେଶର ନୂଆ ଦିଗନ୍ତ: ଦିଲ୍ଲୀରୁ ଓଡ଼ିଶାକୁ ୬୬,୩୯୨ କୋଟିର ପୁଞ୍ଜିନିବେଶ ପ୍ରସ୍ତାବ, ୫୪ ହଜାରରୁ ଅଧିକ ନିଯୁକ୍ତି ଆଶା

ଭୁବନେଶ୍ୱର: ଶିଳ୍ପ ଓ ନିବେଶ କ୍ଷେତ୍ରରେ ଓଡ଼ିଶା ପାଇଁ ଆସିଛି ବଡ଼ ସଫଳତା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ନୂଆଦିଲ୍ଲୀରେ ଆୟୋଜିତ ଦୁଇଦିନିଆ ନିବେଶ ଅଭିଯାନ ଶନିବାର ଶେଷ ହୋଇଛି। ଏହି ଅଭିଯାନରେ ଶିଳ୍ପ ଜଗତରୁ ମିଳିଛି ବିପୁଳ ସକାରାତ୍ମକ ପ୍ରତିକ୍ରିୟା। ଦୁଇ ଦିନରେ ମୋଟ…

ଭୁବନେଶ୍ବରରେ ତ୍ରିରଙ୍ଗା ପଦଯାତ୍ରା, ସାମିଲ ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପବିତ୍ର ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ଭୁବନେଶ୍ୱରଠାରେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନର ଐତିହାସିକ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ। ଏହି ଅବସରରେ ଅଗଷ୍ଟ ୯ ରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରତ୍ୟେକ ଗ୍ରାମ, ପଞ୍ଚାୟତ, ସହର, ଘର,…