ପୁଅକୁ ସ୍କୁଲରେ ଛାଡ଼ିବାକୁ ଯାଉଥିଲେ ଦମ୍ପତି: ଚାଲିଗଲା ସ୍ତ୍ରୀଙ୍କ ଜୀବନ

କୁଜଙ୍ଗ: କଟକ-ପାରାଦୀପ ରାସ୍ତାର ପଙ୍କପାଳ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ବାଇକକୁ କାର୍‌ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ପ୍ରାଣହାନି ଘଟିଛି। ମୃତା ହେଲେ ଝିଲି ମାଝି। ଏଥିରେ ସ୍ୱାମୀ ଓ ପୁଅ ଆହତ ହୋଇଛନ୍ତି। ଉଭୟଙ୍କୁ ମଣିଜଙ୍ଗା ମେଡିକାଲରେ…

ଗଧପାଦ ଧରିଲେ ଭଗଵାନ

================ ପାଣ୍ଡଵମାନେ ଇନ୍ଦ୍ରପ୍ରସ୍ଥ ଠାରେ ନୂଆ ରାଜଧାନୀ ପ୍ରତିଷ୍ଠା କଲା ପରେ, ଧର୍ମରାଜ ଯୁଧିଷ୍ଠିର ପ୍ରସ୍ତାବ ରଖିଲେ ରାଜସୂୟ ଯଜ୍ଞ କରିବା ପାଇଁ l ଉପସ୍ଥିତ ସମସ୍ତ ସଭାସଦ ଓ ଭାଇ ମାନେ ଏହାକୁ ସ୍ୱାଗତ କଲେ l କିନ୍ତୁ ଶ୍ରୀକୃଷ୍ଣ କହିଲେ, ଧର୍ମରାଜ ! ତୁମେ…

ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ

================== ମହର୍ଷି ବାଲ୍ମୀକି ବ୍ରହ୍ମଜ୍ଞାନ ଲାଭକରି ତମସାନଦୀ ତଟରେ ଆଶ୍ରମ ଗୋଟିଏ ସ୍ଥାପନକରି ରହୁଥାନ୍ତି l ତମସା ତୀରରେ ସେ ବିଚରଣ କରୁଥିଲା ବେଳେ ଦିନେ ଦେବର୍ଷି ନାରଦଙ୍କ ସହିତ ତାଙ୍କର ସାକ୍ଷାତ ହେଲା l ବାଲ୍ମୀକି ମୁନିଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି…

ପ୍ରଭାତୀ ତାରା 

========== ପାହିଲା ଅନ୍ଧାର ରଜନୀ ଉଷା ହୋଇଲା ପରା l ପ୍ରାଚୀ ନଭେ ଦେଖ ଉଦ୍ଭାସେ ଏକ ବିଚିତ୍ର ତାରା ll ଝଟ ଝଟ ଝଟ ଝଟକେ ଯଥା ଝଟକ ମଣି l ମଥାମଣି କିବା ସିନ୍ଥିରେ ଶୋଭା ଉଷା ରମଣୀ ll କରଟ, କୁମ୍ଭାଟ ରାବନ୍ତି ଡାକି ବୁଲେ ଡାମରା l ଦପ…

ନମଃ ଆଞ୍ଜନେୟ

=========== ନମସ୍ତେ ଅଞ୍ଜନାସୂତ ନମଃ ଆଞ୍ଜନେୟ l ତବ ସ୍ମରଣରେ କଟେ ପୀଡ଼ା କାଳଭୟ ll ନମଃ ନମଃ ବାୟୁପୁତ୍ର ନମସ୍ତେ, ମାରୁତି l ଅଦ୍ଭୁତ ତୁମର ଅଟେ ବାୟୁ ବେଗେ ଗତି ll ଭାରତ ଯୁଦ୍ଧରେ ବିଜେ କପୀଧ୍ୱଜ ରଥେ l ଶ୍ରୀକୃଷ୍ଣ ସାରଥି ଥିଲେ ଜିତାଇଲ ପାର୍ଥେ ll…

ଶ୍ରାବଣ ସୋମବାରରେ ଅଘଟଣ:୨ କାଉଡ଼ିଆଙ୍କ ମୃତ,୧୩ ଆହତ

ଆସିକା: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅର୍ନ୍ତଗତ ଭେଟନଈରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଋଷିକୂଲ୍ୟା ନଦୀରୁ ପାଣି ନେଇ ତାଡ଼କେଶ୍ୱର ଶିବ ମନ୍ଦିରକୁ ଯାଉଥିବା ବେଳେ କାଉଡ଼ିଆଙ୍କ ଉପରେ ମାଡ଼ିଗଲା କାର୍। ଦୁଇ ମୃତ,୧୩ ଆହତ। ଆହତ ଓ ମୃତକମାନେ ବୁଗୁଡ଼ା ବ୍ଳକ ଅରଖପୁର ଗ୍ରାମର। ଦୁଇ ମୃତକଙ୍କ…

ପୁଣି ସୀମାନ୍ତରେ ନକ୍ସଲ ହିଂସା

ରାଉରକେଲା: ଓଡ଼ିଶା-ଝାରଖଣ୍ଡ ସୀମାନ୍ତ ଗୋଏଲକେରା ଅଞ୍ଚଳରେ ପୁଣି ହିଂସାକାଣ୍ଡ ଭିଆଇଛନ୍ତି ମାଓବାଦୀl ପୁଲିସ ଇନଫର୍ମର ସନ୍ଦେହରେ ଜଣେ ବୃଦ୍ଧଙ୍କ ଗଳା କାଟି ନିର୍ମମ ଭାବେ ହତ୍ୟା କରିଛନ୍ତି। ଘଟଣାସ୍ଥଳରେ ନକ୍ସଲ ପୋଷ୍ଟର ଲଗାଇଛନ୍ତି। ଏଥିରେ ପୁଲିସର ଦଲାଲଗିରି ଛାଡ଼, ନଚେତ ଏମିତି ଦଣ୍ଡ…

କାଳିମାଡ଼ ସତ୍ତ୍ବେ ଉଦାରତା ଦେଖାଇଲେ ୫ଟି ସଚିବ, ଅଭିଯୁକ୍ତ ଭାସ୍କର ସାହୁଙ୍କୁ ଛାଡ଼ିଦେଲା ପୁଲିସ

ସାକ୍ଷୀଗୋପାଳ: ସତ୍ୟବାଦୀରେ ୫ଟି ସଚିବ ଭି କେ ପାଣ୍ଡିଆନଙ୍କୁ କାଳିମାଡ଼ ଘଟଣାରେ ଅଭିଯୁକ୍ତ ଭାସ୍କର ସାହୁଙ୍କୁ ପୁଲିସ ଛାଡ଼ି ଦେଇଛି। ଅନୁଶୋଚନା ଓ ଦୁଃଖ ପ୍ରକାଶ କରିବା ପରେ ତାଙ୍କୁ ବଡ଼ଭାଇ ଧନେଶ୍ବର ସାହୁଙ୍କ ବ୍ୟକ୍ତିଗତ ମୁଚାଲିକା ପରେ ପୁଲିସ ଛାଡ଼ି ଦେଇଥିବା ସୂଚନା ରହିଛି। ଆଜି ସକାଳେ…

ଏସ୍‌ଆଇଙ୍କ ମୁଣ୍ଡରେ ହାତୁଡ଼ି ପାହାର: ଜେଲ୍‌ ଗଲେ ୪

ଧଉଳି: ଧଉଳି ଥାନା ଅଧୀନ ଲିଙ୍ଗିପୁର ବିଦ୍ୟୁତ ସବଷ୍ଟେସନ ନିକଟରେ ଏକ ପରିତ୍ୟକ୍ତ କୋଠାଘରେ ଅପରାଧ ଘଟାଇବା ପାଇଁ ଆଡ୍ଡା ଜମାଇଥିବା ଏକ ଗ୍ୟାଙ୍ଗକୁ ଧରିବାକୁ ଯାଇ ଧଉଳି ଥାନା ପୁଲିସ ଆକ୍ରମଣର ଶିକାର ହୋଇଛି। ଅପରାଧୀଙ୍କ ଆକ୍ରମଣରେ ଏସଆଇ ସନ୍ତୋଷ ବଳ (୨୮) ଓ ହାବିଲଦାର ରାଜକିଶୋର ବାଗ…

ପୂଜା କରୁଥିବା ସମୟରେ ଟଳି ପଡ଼ିଲେ ପୂଜକ

ନରସିଂହପୁର: ଆଜି ସକାଳେ କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ଅଲରା ଗାଁରେ ଥିବା ଶିବ ମନ୍ଦିରରେ ଅଘଟଣ ଘଟିଛି। ମନ୍ଦିରରେ ପୂଜା କରୁଥିବା ସମୟରେ ଟଳି ପଡ଼ିଥିଲେ ପୂଜକ। ମେଡିକାଲରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ସୂଚନା ଅନୁଯାୟୀ, ଅଲରା ଗାଁରେ ଶିବ ମନ୍ଦିରର ପୂଜକ ପ୍ରଭାସ…