ପୁଣି ନିର୍ଣ୍ଣାୟକ ଭୂମିକାରେ ନବୀନ ଜଗନ୍ନ । ରାଜ୍ୟସଭା ଉପାଧ୍ୟକ୍ଷକୁ ନେଇ ଅଡୁଆରେ ବିଜେପି ।
ଭୁବନେଶ୍ୱର : ଜନତା ଦଳ(ୟୁ) ର ସଦସ୍ୟ ହରିବଂଶ ନାରାୟଣ ସିଂ ରାଜ୍ୟସଭାର ଉପାଧ୍ୟକ୍ଷ ଅଛନ୍ତି । ନିଜର ସରଳତା , ସମ୍ବେଦନଶୀଳତା ଓ ଗୃହ ପରିଚାଳନାରେ ଦକ୍ଷତା ପାଇଁ ଶାସକ ଓ ବିରୋଧୀ ଉଭୟ ତାଙ୍କର ପ୍ରଶଂସା କରନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଅନେକ ଥର ଟୁଇଟ କରି ହରିବଂଶଙ୍କର ପ୍ରଶଂସା କରିଥିଲେ ।…