ମାର୍ଶାଘାଇ ଜଳ ସମ୍ପଦ ଡାକବଙ୍ଗଳାରେ ସମବାୟ ,ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ।
କେନ୍ଦ୍ରାପଡା : ମାର୍ଶାଘାଇ ୨୩/୦୮/୨୦୨୨ ରାଜ୍ୟ ସମବାୟ ,ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ମାର୍ଶାଘାଇ ଜଳ ସମ୍ପଦ ଡାକବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି। ସମୀକ୍ଷା ବୈଠକରେ କୃଷି, ଗ୍ରାମ୍ୟ ଉନ୍ନୟକ, ପୂର୍ତ୍ତ ବିଭାଗ,…