ଓଡିଶା ଗ୍ରାମୀଣ କୌଶଳ ଯୋଜନା ର ବ୍ଲକସ୍ତରୀୟ ଶିବିର ଅନୁଷ୍ଠିତ ! BB News Network Aug 24, 2022 କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ବ୍ଲକ୍ ପ୍ରଶାସନ ଦ୍ବାରା ଆୟୋଜିତ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ର ବ୍ଲକସ୍ତରୀୟ ଶିବିର ଅନୁଷ୍ଠିତ !
ଓଡିଶା କୁଶାଡୁଙ୍ଗରିକୁ ପୌରପାଳିକାରେ ସାମିଲ କରିବା ନେଇ ଭବାନୀପାଟଣା ପୌରାଧ୍ୟକ୍ଷାଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ଡ଼.ଭବାନୀ… BB News Network Aug 24, 2022 କଲାହାଣ୍ଡି : (ବିବି ନିୟୁଜ ବ୍ୟୁରୋ) ଭବାନୀପାଟଣା ଆଜି ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଡ଼. ଭବାନୀ ଶଙ୍କର ନିଆଲ କୁଶାଡୁଙ୍ଗରିକୁ ପୌରପାଳିକାରେ ସାମିଲ କରିବା ନେଇ ଭବାନୀପାଟଣା ପୌରାଧ୍ୟକ୍ଷାଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁଯାଇ,୨୦୧୫-୧୬ ମସିହାରେ ମାନ୍ୟବର ଓଡିଶା…
ଓଡିଶା କେପିଟାଲ ହସ୍ପିଟାଲ ରେ ପିଜିଆଇ ନାମଲେଖା ପାଇଁ ମିଳିଲା ଅନୁମତି BB News Network Aug 24, 2022 ଭୁବନେଶ୍ୱର : ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ବଡ଼ ଖୁସିଖବର । Capital Hospitalରେ ପିଜିଆଇ ନାମଲେଖା ପାଇଁ ଦୁଇଟି ବିଭାଗକୁ ଏନଏମସି (ନ୍ୟାସନାଲ ମେଡିକାଲ କମିସନ) ଅନୁମୋଦନ କରିଛି। ଯାହାଦ୍ବାରା ଆସନ୍ତା ସେପ୍ଟେମ୍ବରରେ ହେବାକୁ ଥିବା କାଉନସେଲିଂରେ ନାମଲେଖା ହୋଇ ପାଠ ପଢାଯିବ…
Uncategorized ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମଝି ହେଲେ ପିଏସି ଅଧକ୍ଷ । BB News Network Aug 24, 2022 ଭୁବନେଶ୍ୱର : ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ଭାଜପା ବିଧାୟକ ମୋହନ ଚରଣ ମାଝିଙ୍କୁ ବିଧାନସଭାର ପିଏସି (ପବ୍ଲିକ ଆକାଉଣ୍ଟସ୍ କମିଟି) ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ବିଧାନସଭା ସଚିବାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ…
ଓଡିଶା କୃଷିଭିତ୍ତିକ ଗଣପର୍ବ ନୁଆଁଖାଇ ଉପଲକ୍ଷେ ସ୍ୱତନ୍ତ୍ର ରେଳଗାଡି ଚଳାଇବାକୁ ‘ଜାଗରଣ’ ତରଫରୁ ଦାବି। BB News Network Aug 24, 2022 ସମ୍ବଲପୁର : ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୁଆଁଖାଇ ଉପଲକ୍ଷେ ସ୍ୱତନ୍ତ୍ର ରେଳଗାଡି ଚଳାଚଳ କରିବାକୁ ରେଳବାଇ ନିକଟରେ ଦାବି କରାଯାଇଛି। ସାମାଜିକ ଅନୁଷ୍ଠାନ ‘ଜାଗରଣ’ ତରଫରୁ ଏକ ପ୍ରତିନିଧି ମଣ୍ଡଳ ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକ ପ୍ରଦୀପ କୁମାର ଙ୍କୁ ସାକ୍ଷାତକାର କରି ମଙ୍ଗଳବାର…
ଓଡିଶା ଗୁରୁବାୟୁର ଶ୍ରୀକୃଷ୍ଣ ମନ୍ଦିର BB News Network Aug 24, 2022 ଭାରତ ବର୍ଷରେ ଅବସ୍ଥିତ ପ୍ରସିଦ୍ଧ ଶ୍ରୀକୃଷ୍ଣ ମନ୍ଦିର ମାନଙ୍କ ମଧ୍ୟରେ କେରଳର ଗୁରୁବାୟୁର ଶ୍ରୀକୃଷ୍ଣ ମନ୍ଦିର ଅନ୍ୟତମ l ସେଠାରେ ଭଗବାନ ଶ୍ରୀକୃଷ୍ଣ ଚତୁର୍ଭୁଜ ନାରାୟଣ ରୂପରେ ବିରାଜିତ l କେରଳି ଭାଷାରେ ସେ ଏଠାରେ ଗୁରୁବାୟୁରାପ୍ପାନ୍ ଭାବେ ପରିଚିତ l ପ୍ରଭୁ ଶ୍ରୀକୃଷ୍ଣଙ୍କ ଏହି ପୀଠ…
ଓଡିଶା ସୂଚନା ଅଧିକାର କର୍ମୀଙ୍କ ଉପରେ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କଲା (ଓସା) BB News Network Aug 24, 2022 କେନ୍ଦ୍ରାପଡା : ମହାକାଳପଡା ବ୍ଲକ ତଥା ମାର୍ଶାଘାଇ ଥାନା ଅଧିନ କରଞ୍ଜ ଗ୍ରାମର ସୂଚନା ଅଧିକାର କର୍ମୀ ଜନକର ଜେନାଙ୍କ ଉପରେ ହୋଇଥିବା ଆକ୍ରମଣ ଓ ଜାତିଗତ ଆକ୍ଷେପ ମାମଲା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇ ଓଡିଶା ସୂଚନା ଅଧିକାର ଅଭିଯାନ(ଓସା) କେନ୍ଦ୍ରାପଡା ଜିଲ୍ଲା ଶାଖା…
ଓଡିଶା ଧନୀ ହେବାର ନିଶା BB News Network Aug 24, 2022 ପ୍ରତିଯୋଗିତାଟା ନିଇତି ଚାଲିଛି ବଡ ଧନୀ କିଏ ହେବ ନାରୀମାନଙ୍କୁ ବି ସୁଯୋଗ ମିଳିଛି କିଏ ବା ପଛେଇ ଯିବ? ମୃତ୍ୟୁର ପ୍ରମାଣ ପତ୍ରଟିଏ ପାଇଁ ଆର ଆଇ ନେଉଛି ଲାଂଚ ଏକ ନାରୀ ସାଥେ ଆଉ ଏକ ନାରୀ ପୁରାଇ ଖେଳୁଛି ପେଂଚ। ଅପରାଧୀ ପଛେ ଗୋଡେଇ ଗୋଡେଇ ଭିଜିଲାନ୍ସ ଧରିଥାଏ ନାରୀ…
ଓଡିଶା ଆସୁଛନ୍ତି ଗଜାନନ BB News Network Aug 24, 2022 ଆସୁଛନ୍ତି ଗଜାନନ ଗୋଉରୀ ନନ୍ଦନ l ଅଗ୍ର ପୂଜ୍ୟ ବିଘ୍ନରାଜ ଇନ୍ଦୁର ବାହନ ll ଭାଦ୍ରବ ଶୁକ୍ଳ ଚତୁର୍ଥୀ ତାଙ୍କ ଦିବ୍ୟପୂଜା l ସର୍ବବିଘ୍ନ ହରିନେବେ ପ୍ରଭୁ ବିଘ୍ନରାଜା ll ପିତା ତାଙ୍କ ସଦାଶିବ ପ୍ରଭୁ ଆଶୁତୋଷ l ନମସ୍କାରମାତ୍ରେ ବାବା ଲଭନ୍ତି ସନ୍ତୋଷ ll ମାତା ପର୍ବତ ନନ୍ଦିନୀ…
ଦେଶବିଦେଶ ଆଜି ବିଧାନସଭାରେ ବହୁମତ ସାବ୍ୟସ୍ତ କରିବେ ନୀତୀଶ କୁମାର BB News Network Aug 24, 2022 ବିବି ନିୟୁଜ ବ୍ୟୁରୋ : ବିହାର ବିଧାନସଭାରେ ଆଜି ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବ ମହାମେଣ୍ଟ ସରକାର । ଏଥିପାଇଁ ବିଧାନସଭାରେ ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ଡକା ଯାଇଛି । ଆଜି ଗୃହରେ ବହୁମତ ସାବ୍ୟସ୍ତ କରିବେ ନୀତିଶ ସରକାର । ଏହା ମହାମେଣ୍ଟ ତଥା ନୀତୀଶ- ତେଜସ୍ୱୀ ସରକାରଙ୍କ ଅସଲ ପରୀକ୍ଷା…