ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥିରେ ୨୧ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ରାଜସ୍ଥାନର ଚିତ୍ତୋଡ଼ଗଡ଼ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କର ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। ଏହାସହିତ କେନ୍ଦ୍ର ଗୃହମନ୍ତ୍ରୀ ରାଜସ୍ଥାନ ସରକାରଙ୍କ ବିଭିନ୍ନ…

କୋରାପୁଟରେ ବୈଷୟିକ ଶିକ୍ଷାର ନୂଆ ଅଧ୍ୟାୟ: ମନ୍ତ୍ରୀଙ୍କ ଉପସ୍ଥିତିରେ ଦୁଇଟି ଏମଓୟୁ ସ୍ବାକ୍ଷରିତ

ଭୁବନେଶ୍ୱର/ଜୟପୁର: କୋରାପୁଟ ଜିଲ୍ଲାରେ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶକୁ ନୂଆ ଦିଗ ଦେବା ଲକ୍ଷ୍ୟରେ ଜୟପୁର ଆମ୍ବାଗୁଡ଼ାସ୍ଥିତ ସରକାରୀ ପଲିଟେକନିକ ପରିସରରେ ଶନିବାର ୨୦୦ ଶଯ୍ୟା ବିଶିଷ୍ଟ ବାଳକ ଛାତ୍ରାବାସ ଓ ୧୦୦ ଶଯ୍ୟା ବିଶିଷ୍ଟ ବାଳିକା ଛାତ୍ରୀ ନିବାସ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର…

ବାଲେଶ୍ୱର ପାଇଁ ରେଡ୍ ଆଲର୍ଟ: ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା, ବିଚ୍ଛିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା

ବାଲେଶ୍ୱର, ୧୬ ଅଗଷ୍ଟ (କୃଷ୍ଣ କୁମାର ମହାନ୍ତି): ଭାରତୀୟ ପାଣିପାଗ ବିଭାଗ (IMD) ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଏବଂ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଚ୍ଛିନ୍ନ ଭାବେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ଆଶଙ୍କା ପ୍ରକାଶ କରିବା…

ପଟ୍ଟାମୁଣ୍ଡାଇ ବ୍ଲକ ଓ ମୂନସିପାଲଟି ଅଚଳରେ ବନ୍ୟା ପରିସ୍ଥିତି ଉଦବେଗ ଜନକ !

 ‌ପଟ୍ଟାମୁଣ୍ଡାଇ୧୬/୮: ବ୍ରାହ୍ମଣୀ ଓ କାଣୀନଦୀରେ ୩ୟ ବନ୍ୟା ଆସିବା ଫଳରେ ପଟ୍ଟାମୁଣ୍ଡାଇ ବ୍ଲକର ସମସ୍ତ ଧୋୟାଞ୍ଚଳ ଜଳମଗ୍ନ ହୋଇପଡିଛି।ପେଣ୍ଠପାଳ ପଞ୍ଚାୟତର କୁଳସାହି ଆବାସିକ ସ୍କୁଲ ପାଣିଘେରରେ। ସେଠାରେ ୩୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଜଳବନ୍ଦୀ ହୋଇଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ…

ବନ୍ୟା ମୁକାବିଲା: ୩ ଜିଲ୍ଲା ଦାୟିତ୍ୱରେ ୩ ବରିଷ୍ଠ ଆଇଏଏସ୍‌

ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଓ ବନ୍ୟା ସ୍ଥିତିକୁ ନଜରରେ ରଖି ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲା ପାଇଁ ୩ ଜଣ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି ଅଧିକାରୀମାନେ ସମ୍ପୃକ୍ତ ଜିଲ୍ଲାକୁ ତୁରନ୍ତ ଗସ୍ତ କରି ବନ୍ୟା ପରିସ୍ଥିତିର ଗ୍ରାଉଣ୍ଡ ମନିଟରିଂ କରିବେ।…

ରାଜଧାନୀରେ ଶିକ୍ଷକଙ୍କ ଗର୍ଜନ, ୪ ଦାବିରେ ବିଧାନସଭା ଆଗରେ ଅହୋରାତ୍ର ଆନ୍ଦୋଳନ

ଭୁବନେଶ୍ୱର:ପ୍ରବଳ ବର୍ଷା ସତ୍ତ୍ବେ ବିଧାନସଭା ଆଗରେ ଅହୋରାତ୍ର ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ ଓ କର୍ମଚାରୀ ସଂଘ। ରଖିଛନ୍ତି ୪ ଦଫା ଦାବି। ସେଗୁଡ଼ିକ ହେଲା- ରାଜ୍ୟର ସମସ୍ତ ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜକୁ ଅନୁଦାନ ପ୍ରଦାନ, ଅବସର ନେଇଥିବା ଶିକ୍ଷକ ଓ ନେବାକୁ ଥିବା…

ସାରା ରାଜ୍ୟରେ ସାଂଘାତିକ ବର୍ଷା, ୪ ଜିଲ୍ଲାକୁ ରେଡ୍ ଆଲର୍ଟ

ଭୁବନେଶ୍ୱର:ଉତ୍ତରରେ ଭୟଙ୍କର। ଉପକୂଳ ଓ ପଶ୍ଚିମରେ ସାଂଘାତିକ। ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଭୀଷଣ ବର୍ଷା ଜାରି ରହିଛି। ଆସନ୍ତା ୨୪ ଘଣ୍ଟା ପାଇଁ ୪ ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ…

ନିଆରା ଢଙ୍ଗରେ ବିଜେଡିର ସ୍ୱାଧୀନତା ଦିବସ ପାଳନ : ବୃଦ୍ଧାଶ୍ରମରେ ବସ୍ତ୍ର ଓ ଶୁଖିଲା ଖାଦ୍ୟ ବାଣ୍ଟିଲା ବାଲେଶ୍ୱର…

ବାଲେଶ୍ୱର, ୧୭/୮(କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ବିଜେଡି ପକ୍ଷରୁ ଚଳିତ ବର୍ଷର ସ୍ୱାଧୀନତା ଦିବସ ଏକ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି। ଦେଶପ୍ରେମ ସହ ସେବାର ଭାବନାକୁ ଯୋଡ଼ି ଦଳର କର୍ମକର୍ତ୍ତାମାନେ ସହର ନିକଟସ୍ଥ ‘ଅମୃତଧାରା’ ଓ ‘କପିଳମୁନି’ ବୃଦ୍ଧାଶ୍ରମ…

ଗୋପବନ୍ଧୁଙ୍କ ଦେଶପ୍ରେମ ଓ ସେବାର ପଟାନ୍ତର ନାହିଁ : ଜୟନଗର ଅନନ୍ତ କେଶରୀ ବିଦ୍ୟାଳୟରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି…

ବାଲେଶ୍ୱର, ୧୬/୦୮(କୃଷ୍ଣ କୁମାର ମହାନ୍ତି): ୮୦ତମ ସ୍ୱାଧୀନତା ଦିବସ ଅବସରରେ ଭଦ୍ରକ ଜିଲା ଧାମନଗର ବ୍ଲକ କୁଳିଆଗଡ଼ିଆସ୍ଥିତ ଜୟନଗର ଅନନ୍ତ କେଶରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଅନାବରଣ କରାଯାଇଛି। ‘ସମାଜ’ ରିଲିଫ…

ପଟ୍ଟାମୁଣ୍ଡାଇରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ପଟ୍ଟାମୁଣ୍ଡାଇ ତା୧୬.୮: ପବିତ୍ର ସ୍ୱାଧୀନତା ଦିବସ ଅବସରରେ ସମୃଦ୍ଧଶାଳୀ ନୂଆ ପଟ୍ଟାମୁଣ୍ଡାଇ ଗଢିବା ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ଆଗେଇ ଆସିବାକୁ ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ଜାତୀୟଦିବସ ପାଳନ କମିଟି ପକ୍ଷରୁ ସ୍ଥାନୀୟ ପ୍ୟାରେଡ଼ ପଡିଆରେ ୮୦ତମ ସ୍ୱାଧୀନତା ଦିବସ ପାଳନ…