କଂଗ୍ରେସ ପକ୍ଷରୁ ମୁନିସିପାଲିଟି ବନ୍ୟାଞ୍ଚଳରେ ରିଲିଫ ବଣ୍ଟନ
ପଟ୍ଟାମୁଣ୍ଡାଇ ୧୬/୮:ପଟ୍ଟାମୁଣ୍ଡାଇ କଂଗ୍ରେସ ପକ୍ଷରୁ ମୁନିସିପାଲିଟି ଅନ୍ତର୍ଗତ ବନ୍ୟାଞ୍ଚଳ ତନୁପୁର ଓ ନନ୍ଦିନୀ ନଗର ଅସହାୟ ପରିବାରଙ୍କୁ ପଟ୍ଟାମୁଣ୍ଡାଇ ନଗର କଂଗ୍ରେସ ପକ୍ଷରୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି। ପ୍ରଭାବିତ ପରିବାରମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ସହିତ ପାଲ ବଣ୍ଟନ…