ଗଞ୍ଜାମରେ ଜୀବିକା ବିକାଶ ଓ କୃଷି ଆନୁଷଙ୍ଗିକ ଉଦ୍ୟୋଗର ସମ୍ଭାବନା ଅନୁଧ୍ୟାନ
ଛତ୍ରପୁର,୧୫।୧୦(ଡ.କୁମୁଦ ଚନ୍ଦ୍ର ବେହେରା):ଗଞ୍ଜାମ ଜିଲ୍ଲାରେ ଜୀବିକା ବିକାଶ ସହ କୃଷି ଆନୁଷଙ୍ଗିକ ଉଦ୍ୟୋଗର ପ୍ରସାର ପାଇଁ ରହିଥିବା ସମ୍ଭାବନା ଅନୁଧ୍ୟାନ କରିବାକୁ ନୀତି ଆୟୋଗର ୟଙ୍ଗ ପ୍ରଫେସନାଲ୍ ଲତିକା ଖତୱାନୀ ଏବଂ ଆନ୍ତର୍ଜାତୀୟ ଖାଦ୍ୟ ନୀତି ଅନୁସନ୍ଧାନ ପ୍ରତିଷ୍ଠାନର ବରିଷ୍ଠ ଗବେଷକ…