ମହାବିଦ୍ୟା ମାଆ ଛିନ୍ନମସ୍ତା
ମହାବିଦ୍ୟା ମାଆ ଛିନ୍ନମସ୍ତା
==============
ଜୟ କବନ୍ଧିକା ମା' ଛିନ୍ନ ମସ୍ତିକା
ଜୟ ଜୟ ଭୟଙ୍କରୀ l
ନିଜ ହସ୍ତେ ନିଜ ରୁଧିର ପିଉଛୁ
ମସ୍ତକକୁ କାଟି କରି ll
ଜୟ ମା କରାଳୀ କର୍କଷି କଙ୍କାଳି
ଜୟ ମାଆ ଦିଗମ୍ବରୀ l
ବର୍ଣିନି ଡ଼ାକିନି ସହଚରୀ ବେନି
ତୋତେ ରହିଛନ୍ତି ଘେରି ll
କଟା…