ଏଣିକି ହ୍ବାଟ୍ସଆପ୍ରେ ଗ୍ରୁପ୍ ଚାଟ୍ ପାଇଁ ମ୍ୟୁଟ୍ ସର୍ଟକର୍ଟ ଅପ୍ସନ୍ ଉପଲବ୍ଧ ହେବ
ମୁମ୍ବାଇ: ହ୍ବାଟ୍ସଆପ୍କୁ ଆପଣ ସବୁଠାରୁ ଅଧିକ ଲୋକପ୍ରିୟ ମେସେଜିଂ ଆପ୍ ଭାବେ ଜାଣନ୍ତି। ଏହାର ନୂଆ ନୂଆ ନିଆରା ଫିଚର୍ ଗ୍ରାହକଙ୍କୁ ବାନ୍ଧି ରଖିବାରେ ସମର୍ଥ ହୋଇଥାଏ। କମ୍ପାନି ଏବେ ଏକ ନୂଆ ଫିଚର୍ ଲଞ୍ଚ୍ କରିବାକୁ ଯାଉଛି। ଏହି ଫିଚର୍ ଜରିଆରେ ଗ୍ରୁପ୍ ଚାଟ୍ ପାଇଁ ମ୍ୟୁଟ୍…