ଗତ ୧୧ ମାସରେ ୧୩୨ଜଣ ମାଓବାଦୀ ନିହତ ହୋଇଛନ୍ତି: ନକ୍ସଲ୍ ମୁଖପାତ୍ର ଅଭୟ
ଚାଈବାସା: ଗତ ୧୧ ମାସ ମଧ୍ୟରେ ସମଗ୍ର ଦେଶରେ ୧୩୨ଜଣ ନକ୍ସଲ୍ପନ୍ଥୀ ମୃତ୍ୟୁ ଘଟିଥିବା ବେଳେ ନସ୍କଲ୍ମାନେ ଏହି ସମୟ ମଧ୍ୟରେ ୩୧ଜଣ ଯବାନ ଓ ୬୯ଜଣ ପୁଲିସଙ୍କୁ ହତ୍ୟା କରିବା ସହିତ ୧୫୪ଜଣ ଯବାନଙ୍କୁ ଆହତ କରିଛନ୍ତି ବୋଲି ନକ୍ସଲ୍ପନ୍ଥୀ କେନ୍ଦ୍ରୀୟ କମିଟିର ମୁଖପାତ୍ର ଅଭୟ କହିଛନ୍ତି।…