ଆଜି ଦେଶରେ ୩୮୯ ନୂଆ କୋଭିଡ୍‌-୧୯ ସଂକ୍ରମଣ; ୩ ମୃତ୍ୟୁ

ନୂଆଦିଲ୍ଲୀ: ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଥିଲେ ବି ୪୦୦ ତଳେ ରହିଛି ଓ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇ ସାଢ଼େ ୫ ହଜାର ତଳେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ…

ଚିହ୍ନିହେଉ ନ ଥିବା ଦୁର୍ଘଟଣା-ପୀଡ଼ିତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିବା ଡାକ୍ତରାଣୀ ପରେ ଜାଣିଲେ ସେ ତାଙ୍କ ଝିଅ

ନୂଆଦିଲ୍ଲୀ: ଗତ ସପ୍ତାହରେ ଗୋଟାଏ କାର୍‌ ଦୁର୍ଘଟଣାସ୍ଥଳକୁ ଯାଇ କ୍ଷତିବିକ୍ଷତ ହୋଇ ଚିହ୍ନି ହେଉ ନ ଥିବା ଜଣେ ପୀଡ଼ିତାଙ୍କୁ ବଞ୍ଚାଇବାକୁ ପାରୁପର୍ଯ୍ୟନ୍ତ ‌ଚେଷ୍ଟା କରିଥିବା କାନଡୀୟ ଡାକ୍ତରାଣୀଜଣକ ଘରକୁ ଫେରି ଜାଣିଲେ ଯେ, ସେ ତାଙ୍କ ୧୭ ବର୍ଷୀୟ ଝିଅ। ବ୍ରିଟିସ୍‌ ଦୈନିକ ‘ଦି…

୬୨ ବର୍ଷ ବୟସରେ ବି ଯୁବକ ପରି ଦିଶନ୍ତି ସୁନୀଲ; ୮ ବର୍ଷ ହେବ ଏହି ରଂଗର ସମସ୍ତ ଖାଦ୍ୟକୁ କରିଛନ୍ତି ‘ଅଲ୍‌ବିଦା’

ମୁମ୍ବାଇ: ଧୀରେ ଧୀରେ ସବୁ କଳାକାର ପ୍ରାୟ ଡିଜିଟାଲ୍‌ ଆଡ଼େ ମୁହାଁଇଥିବା ବେଳେ ନିକଟରେ ସୁନୀଲ ସେଟ୍ଟୀ ମଧ୍ୟ ତାଙ୍କର ଡିଜିଟାଲ୍‌ ଡେବ୍ୟୁ କରି ସାରିଛନ୍ତି। ସୁନୀଲଙ୍କୁ ୬୨ ବର୍ଷ ହୋଇଥିବା ବେଳେ ସେ ତାଙ୍କ ୱେବ୍‌ ସରିଜ୍‌ରେ ଜଣେ ୬୦ ବର୍ଷୀୟ ବ୍ୟକ୍ତିଙ୍କ ଭୂମିକା ନିଭାଇଛନ୍ତି। ମାତ୍ର ଆପଣ…

ସମ୍ବିଧାନ ହେଉଛି ଭାରତ ପ୍ରଗତିର ସବୁଠୁ ବଡ଼ ସାମର୍ଥ୍ୟ: ‘ଇ-କୋର୍ଟ’ ବ୍ୟବସ୍ଥା ଶୁଭାରମ୍ଭ କରି

ନୂଆଦିଲ୍ଲୀ: ଭାରତର ସମ୍ବିଧାନ ହେଉଛି ଭାରତ ପ୍ରଗତିର ସବୁଠୁ ବଡ଼ ସାମର୍ଥ୍ୟ ବୋଲି ଆଜି ସୁପ୍ରିମ୍‌ କୋର୍ଟରେ ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ଉପସ୍ଥିତିରେ ‘ସମ୍ବିଧାନ ଦିବସ’ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ବିତର୍କ ଓ ଆଲୋଚନାରେ ଅଂଶ ଗ୍ରହଣ…

ଓଡ଼ିଶା ଆସିବ ବନ୍ଦେ ଭାରତ ଏକ୍ସପ୍ରେସ୍: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ୫ଜି ସେବା ଆରମ୍ଭ ହେବ ଏବଂ ଓଡ଼ିଶା ଆସିବ ବନ୍ଦେ ଭାରତ ଏକ୍ସପ୍ରେସ୍। ଏଭଳି ଦୁଇଟି ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ତଥା ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଆଜି ‘ଓଡ଼ିଶା ନିର୍ମାଣ କନକ୍ଲେଭ୍-୨୨’ ରେ ମୁଖ୍ୟ…

ବାଇକ- ସ୍କୁଟି ଧକ୍କା: ଶିକ୍ଷୟିତ୍ରୀ ଏବଂ ମହିଳା କିରାଣି ମୃତ

ଘୁ. ଉଦୟଗିରି: ଆଜି ସ୍ଥାନୀୟ ଅଞ୍ଚଳରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ସକାଳୁ ସକାଳୁ ଲିଙ୍ଗାଗଡ ପଟୁ ଆସୁଥିବା ଜଣେ ବାଇକ (ଓଡି ୧୨ସି ୨୫୯୭)  ଚାଳକ ଜଣେ ଶିକ୍ଷୟତ୍ରୀ ଓ ଜଣେ ମହିଳା କିରାଣି ସ୍କୁଟି(ଓଡି ୧୨ସି ୧୭୨୭)ରେ ସ୍କୁଲକୁ ଯାଉଥିବା ବେଳେ ସାମ୍ନା ପଟୁ ଜୋରରେ ଧକ୍କା ଦେଇଥିଲେ।…

କାର୍ତ୍ତିକେଶ୍ବର ଭସାଣିରେ ବା‌ଣ ବିସ୍ଫୋରଣ ଘଟଣା: ଆହତଙ୍କୁ ଭେଟିଲେ ବିଜୟ ମହାପାତ୍ର

କଟକ: କାର୍ତ୍ତିକଶ୍ବେରଙ୍କ ମୂର୍ତ୍ତି ଭସାଣି ସମୟରେ ଗତ ୨୩ ତାରିଖ ରାତି କେନ୍ଦ୍ରାପଡ଼ାରେ ବାଣ ଫୁଟିବା ଘଟଣାରେ ଆହତଙ୍କୁ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଭେଟିଛନ୍ତି। ଆହତମାନଙ୍କସ୍ଥିତି ସମ୍ପର୍କରେ ଅବଗତ ହେବା ସହ କିପରି ସେମାନଙ୍କ ଚିକିତ୍ସା ସଠିକ ଢ଼ଙ୍ଗରେ ହୋଇ ପାରିବ ସେନେଇ…

ପ୍ରଥମ ଦିନିକିଆ : ଲଥାମଙ୍କ ବିସ୍ଫୋରକ ଶତକ, ଭାରତକୁ ୭ ଓ୍ବିକେଟରେ ହରାଇଲା ନ୍ୟୁଜିଲାଣ୍ଡ

ଅକଲାଣ୍ଡ୍  : ଅକଲାଣ୍ଡଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତକୁ ୭ ଓ୍ବିକେଟରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ । ଭାରତ ପକ୍ଷରୁ ୩୦୭ ରନର ବଡ଼ ବିଜୟ ଲକ୍ଷ୍ୟ ରଖାଯାଇଥିଲେ ବି ତାହା ଯଥେଷ୍ଟ ହୋଇନଥିଲା । ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି…

ହାସ୍ୟ ଅଭିନେତା ଗୋବିନ୍ଦ ବାରିକଙ୍କ ପରଲୋକ

ପଟ୍ଟାମୁଣ୍ତାଇ: ଯାତ୍ରା ଜଗତରେ ହାସ୍ୟ ଅଭିନୟରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଅଭିନେତା ଗୋବିନ୍ଦ ଚନ୍ଦ୍ର ବାରିକ (ଗୋବିନ୍ଦ ଭାଇ)ଙ୍କର ୭୧ ବର୍ଷ ବୟସରେ ପରଲୋକ ଘଟିଛି। କଟକ ବଡ଼ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ଗୋବିନ୍ଦ ଦୀର୍ଘ ୪୦ ବର୍ଷ…

ଛାତ୍ରଛାତ୍ରୀଙ୍କ ମେଳରେ ଗୀତ ଗାଇ ନାଚି ନାଚି ପାଠ ପଢ଼ାଉଥିଲେ ଶିକ୍ଷୟିତ୍ରୀ, ଭିଡିଓ ‌ସେୟାର୍‌ କଲେ ଆଇଏଏସ୍‌

ପାଟ୍‌ନା: ବିହାରର ଜଣେ ଶିକ୍ଷୟିତ୍ରୀଙ୍କ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ଶିକ୍ଷୟିତ୍ରୀ ଜଣକ ଯେଉଁ ଶୈଳୀରେ ତାଙ୍କ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଉଛନ୍ତି ତାହା ସମସ୍ତଙ୍କୁ ବେଶ୍‌ ପସନ୍ଦ ଆସିଛି। ସେ ଏକ ଗୀତରେ ନାଚି ନାଚି ପିଲାମାନଙ୍କୁ…