୪ ବିରଳ ରୋଗର ଚିକିତ୍ସା ପାଇଁ ଦେଶରେ ଜେନେରିକ ଔଷଧ ଉପଲବ୍ଧ
ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ୪ଟି ବିରଳ ରୋଗର ଚିକିତ୍ସା ପାଇଁ ୪ଟି ପ୍ରକାରର ଜେନେରିକ ଔଷଧର ଉତ୍ପାଦନ ଆରମ୍ଭ କରିଛି । ଏହି ଜେନେରିକ ଔଷଧ ଉତ୍ପାଦନ ଦ୍ୱାରା ସେଗୁଡ଼ିକ ଶସ୍ତାରେ ଲୋକମାନଙ୍କୁ ମିଳିପାରିବ। ୪ଟି ବିରଳ ରୋଗର ଚିକିତ୍ସା ପାଇଁ ସେହି ଔଷଧ…