ଦାରୁଣ ଶୀତକାଳ
ଦାରୁଣ ଶୀତକାଳ
===========
ହେମନ୍ତ ଶେଷେ ଓହ୍ଲାଇ ଆସେ
ଧରାକୁ ଶୀତରାଣୀ l
ବାପ ଆଳୟ ଯାଆନ୍ତି ମାଆ
ଶ୍ରୀକ୍ଷେତ୍ର ଠାକୁରାଣୀ ll
ମାଘ ମାସରେ ବାଘୁଆ ଜାଡ଼
ହାଡ଼ ଉଠଇ ଥରି l
ବର ଗଡ଼ରେ ଧନୁ ଯାତରା
କଂସ ମାରିଲେ ହରି ll
ବୁଢ଼ା କମ୍ବଳ ଘୋଡ଼ି ହୁଅନ୍ତି
ଶ୍ରୀକ୍ଷେତ୍ରେ ଶିରିପତି l…