ଉଦଯାପିତ ହେଲା ଗୋପାଳଗାଁରେ ଅନୁଷ୍ଠିତ ଅଷ୍ଟପ୍ରହରୀ ନାମଯଜ୍ଞ : ସମ୍ବର୍ଦ୍ଧିତ ହେଲେ କଣ୍ଠଶିଳ୍ପୀ ଶ୍ଵେତଲିସା
ବାଲେଶ୍ୱର, ୫/୫(କୃଷ୍ଣ କୁମାର ମହାନ୍ତି): ଗୋପାଳଗାଁର ବୁଦ୍ଧବିହାର କଲୋନୀରେ ଅଷ୍ଟ ପ୍ରହରୀ ନାମଯଜ୍ଞ ଏପ୍ରିଲ ମାସ ୧୯ ତାରିଖ ମଧ୍ୟ ରାତ୍ରିରୁ ଆରମ୍ଭ ହୋଇ ଗତ ୨୧ ତାରିଖରେ ଉଦଯାପିତ ହୋଇ ଯାଇଛି। ଅକ୍ଷୟ ତୃତୀୟା ଦିନ ପ୍ରାୟ ଦୁଇହଜାରରୁ ଅଧିକ ଭକ୍ତ ପ୍ରସାଦ ସେବନ କରିଥିଲେ। ୨୧ ତାରିଖ ଦିନ…