ଘୁଙ୍ଗି ନାଳ ବ୍ରିଜ ଉପରେ ୪ ଫୁଟର ବନ୍ୟା ଜଳ ପ୍ରବାହିତ

ସୁବର୍ଣ୍ଣପୁର: ଲଗାଣ ବର୍ଷା ଯୋଗୁଁ ଘୁଙ୍ଗିନାଳ ପୋଲ ଉପରେ ୪ଫୁଟ ପାଣି ପ୍ରବାହିତ। ବିରମହାରାଜପୁର-ଚାରମାଳ ଯୋଗାଯୋଗ ବିଛିନ୍ନ । ସୁବର୍ଣ୍ଣପୁର(ଗଣପତିବାଘ)ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଭୁତିଆପାଲି ନିକଟରେ ଥିବା ଘୁଙ୍ଗି ନାଳ ବ୍ରିଜ ଉପରେ ୪ ଫୁଟରେ ବନ୍ୟା ଜଳ ପ୍ରବାହିତ…

ଆନନ୍ଦମ ଫାଉଣ୍ଡେସନ ପକ୍ଷରୁ ବିଶ୍ୱଶାନ୍ତି ହୋମଯଜ୍ଞ ଅନୁଷ୍ଠିତ

12 ଅଗଷ୍ଟ 2022 ଶ୍ରାବଣ ପୂର୍ଣ୍ଣିମା (ରାଖୀ ପୂର୍ଣ୍ଣିମା)ର ଶୁଭ ଅବସରରେ ଆନନ୍ଦମ ଫାଉଣ୍ଡେସନ ତରଫରୁ ଗାୟତ୍ରୀ ଭବନ, ନୁଆସାହି, ରସୁଲଗଡ, ଭୁବନେଶ୍ୱରରେ ଠାରେ ଏକ "ବିଶ୍ୱଶାନ୍ତି ହୋମଯଜ୍ଞ" ଆୟୋଜନ ହୋଇଥିଲା। ଏହା ବୈଦିକ ମନ୍ତ୍ର ଏବଂ ଭଜନ ସହିତ ଆରମ୍ଭ ହୋଇଥିଲା। ସକାଳ ୧୦ ଘଟିକାରୁ…

ବ୍ଲକସ୍ତରୀୟ ଯାଦବ ଜନଗଣନା କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାଜିଲ୍ଲା ଯାଦବ ମହାସଭାର ନିଷ୍ପତ୍ତି କ୍ରମେ ଆଜି ଡେରାବିଶ ବ୍ଲକ ଅନ୍ତର୍ଗତ କୁରୁଜଙ୍ଗା ଗ୍ରାମପଞ୍ଚାୟତର ମଙ୍ଗରାଜପୁର ଠାରେ ବ୍ଲକସ୍ତରୀୟ ଯାଦବ ଜନଗଣନା କାର୍ଯ୍ୟର ଶୁଭାରମ୍ଭ କରାଯାଇଥିଲା l ଏଥିରେ ବ୍ଲକ ସଭାପତି ଅଧ୍ୟାପକ ଗୋଲକ ଚନ୍ଦ୍ର ମହାଭୋଇ ଆୟୋଜିତ ସଭାରେ…

ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ଆଜାଦି କା ଅମ୍ରିତ ମହୋତ୍ସବ’ ପାଳିତ

ଭୁବନେଶ୍ୱର: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ ସାରା ଦେଶରେ ଧୁମ୍ ଧାମରେ ପାଳନ କରାଯାଉଛି। ଏହି ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଓ ରୂସା ୨.୦ ତରଫରୁ ସମସ୍ତ ବିଭାଗ ଏବଂ କିଛି ଅଭିଭୂକ୍ତ କଲେଜ ଗୁଡିକରେ ହର ଘର…

ସାଲେପୁର ଅଞ୍ଚଳରେ ୭୬ତମ ସ୍ବାଧୀନତା ଦିବସ ପାଳିତ

ଆଜି ସାଲେପୁର ଅଞ୍ଚଳର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ,କଲେଜ ମାନଙ୍କରେ ୭୬ତମ ସ୍ବାଧୀନତା ଦିବସ ପାଳିତ ହୋଇ ଯାଇଛି।ସାଲେପୁର ସଦରମହକୁମାରେ ବିଧାୟକ ପ୍ରଶାନ୍ତ ବେହେରା ଜାତୀୟ ପତାକା ଉତ୍ତୋଳନ କରିଥିଲେ।ସେହିପରି ସାଲେପୁର କଲେଜରେ ଅଧ୍ୟକ୍ଷା ଡାକ୍ତର ସଙ୍ଗୀତା ମିଶ୍ର, ସାଲେପୁର କୋର୍ଟ…

ସ୍ବତନ୍ତ୍ରତାର ଅମୃତମହୋତ୍ସବ

ରକ୍ତତୀର୍ଥ କଳାମଟିଆ ବରୀ: ମହାତ୍ମାଗାନ୍ଧୀଙ୍କ ଡ଼ାକରାରେ ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମ ବ୍ୟାପକ ଏଉପ ନେଇ ସରିଥାଏ, ନିଜ ବଡବାପା ମଧୁସୂଦନ ଦାସ ଓ ମହାତ୍ମାଗାନ୍ଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ , ସୁଖମୟ ଜୀବନ ପାରିତ୍ୟାଗ କରି , ଉଭୟ ରମାଦେବୀ ଓ ସ୍ୱାମୀ ଗୋପବନ୍ଧୁ ଚୌଧୁରୀ ଜଣେ…

ସାଲେପୁର ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ସାଲେପୁର: ସାଲେପୁର ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପକ୍ଷରୁ ସ୍ଵାଧୀନତା ର 75 ବର୍ଷ ଅମୃତ ମହୋସ୍ଟବ ଅବସରରେ ବ୍ୟାଙ୍କ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ ମୁଖ୍ୟ ସୁବାଷ ଚନ୍ଦ୍ର ବେହେରା ଯୋଗ ଦେଇ ଗ୍ରାହକ ମାନେ କିଭଳି ସହଜରେ ଓ…

ଅଷ୍ଟମ ରାଜ୍ୟ ରାଷ୍ଟ୍ରୀୟ ହସ୍ତତନ୍ତ ଦିବସ ପାଳିତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତ ଶିଳ୍ପ ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱର ଏକାମ୍ର ହାଟ ରେ ଅଷ୍ଟମ ରାଜ୍ୟ ରାଷ୍ଟ୍ରୀୟ ହସ୍ତତନ୍ତ ଦିବସ ପାଳନ ଅବସରରେ ବୟନିକା ଦ୍ୱାରା ତା ୧୦/୦୮/୨୨ ରେ ଆୟୋଜିତ ଫେସନ ସୋ ରେ ସୁବର୍ଣ୍ଣl ଶ୍ରୀ ର ପ୍ରଡ୍ୟୁସର କମ୍ପାନୀ ଅଂଶ…

ସୋନପୁରର ବ୍ଲକ ଛକ ଠାରେ ଟ୍ରାଫିକ ସିଗ୍ନାଲ ଲାଇଟର ଶୁଭ ଉଦଘାଟନ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ତଥା ସହରରେ ଦିନକୁ ଦିନ ଜନ ବସତି ବଢିବା ସାଙ୍ଗକୁ ମୋଟର ଯାନ ଚଳାଚଳରେ ମଧ୍ୟ ବୃଦ୍ଧି ଘଟୁଛି l ଜନ ସାଧାରଣଙ୍କ ବେପରୁଆ ଓ ଅବ୍ୟବସ୍ଥିତ ଗାଡିଚାଳନା ହେତୁ ଛୋଟ ବଡ ଦୁର୍ଘଟଣା ଘଟି ଅନେକ ଧନ ଜୀବନ କ୍ଷୟ କ୍ଷତି ହେଉଛି l ସାମ୍ପ୍ରତିକ ସ୍ଥିତିରେ ସେ ସବୁକୁ…