ବିଧାୟକ ସୁଶାନ୍ତ ସିଂହ ଙ୍କ ଆଶୁ ଆରୋଗ୍ୟ କାମନା କରି ମନ୍ଦିରରେ ଦୀପ ଦାନ
ବଲାଙ୍ଗୀର : ବରଗଡ଼ ଜିଲ୍ଲା ଭଟଲି ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ ଗତ କିଛି ଦିନ ତଳେ ଅସୁସ୍ଥ ହୋଇ ଭୁବନେଶ୍ୱର ଆପଲୋ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ତାଙ୍କ ଆଶୁ ଆରୋଗ୍ୟ କାମନା କରି ଆଜି ବଲାଙ୍ଗୀର ସହର ଇନ୍ଦିରା ନଗର ପଡା ବାସୀନ୍ଦା ସ୍ଥାନୀୟ ହନୁମାନ…