ରେକର୍ଡ ଭାଙ୍ଗୁଛି ତାତି : ଆସନ୍ତା ୪ ଦିନ ପର୍ଯ୍ୟନ୍ତ ହିଟୱେଭ ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି ।
ଭୁବନେଶ୍ବର : ଗ୍ରୀଷ୍ମପ୍ରବାହ ଯନ୍ତ୍ରଣାକୁ ଦୁଇଗୁଣ କରିଦେଉଛି ବିଦ୍ୟୁତକାଟ୍ । କୌଣସି ଆଗୁଆ ସୂଚନା ନଦେଇ ଘଣ୍ଟା ଘଣ୍ଟା ଧରି ବିଜୁଳି ଯାଉଛି । ପାଣି ବିନା ମାଛ ଭଳି ଲୋକେ ହାତ ବିଞ୍ଚଣା ଧରି ଛଟପଟ ହେଉଛନ୍ତି । ଗୋଟିଏ ପଟେ ସରକାରଙ୍କ ଚେତାବନୀ ଚୁଲିକୁ ଯାଇଛି, ଅନ୍ୟପଟେ ଜନଜୀବନ ତ୍ରାହି…