ଆଜି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ସଭାପତି ନିତିନ ନବୀନ। ଆଜି ରାତି ୧୦ଟା ୩୫ରେ ଭୁବନେଶ୍ବର ବିମାନବନ୍ଦରରେ…

ଭୁବନେଶ୍ବର : ଆଜିଠୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ନିତିନ ନବୀନ। ରାତି ୧୦ଟା ୩୫ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ନିତିନ। ଭୁବନେଶ୍ବର ପହଞ୍ଚିବା ପରେ ନିତିନ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ପୁରୀରୁ ଭୁବନେଶ୍ବର ଫେରି ବିଜେପି ରାଜ୍ୟ…

ବିଦ୍ୟୁତ ଚାଲିଗଲା। DG ପାଇଁ ମିଳିଲାନି ଡିଜେଲ। ମାଲକାନଗିରିରେ ଏକ କୁକୁଡା ଫାର୍ମରେ ମରିଗଲେ ୫୩୦୦ କୁକୁଡା। ମୃତ…

ମାଲକାନଗିରି : ମିଳିଲାନି ଡିଜେଲ, ଗରମରେ ମରିଗଲେ ୫ ହଜାର କୁକୁଡା। ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। କୁକୁଡ଼ା ଫାର୍ମର ଟ୍ରାନସଫର୍ମର ଖରାପ ହୋଇଯିବାରୁ ବିଦ୍ୟୁତ ଚାଲିଯାଇଥିଲା। DG ପାଇଁ ମଧ୍ୟ ଡିଜେଲ ମିଳିନଥିଲା। ଫଳରେ ଗରମରେ ମରିଗଲେ ୫୩୦୦ କୁକୁଡ଼ା। ଯାହାର ଓଜନ…

ଚଣ୍ଡିଖୋଲରେ ହେବ ଦେଶର ବିଶାଳ ଭୂତଳ ତେଲ ଭଣ୍ଡାର। ଭୂତଳ ଅଶୋଧିତ ତେଲ ସଂରକ୍ଷଣ କେନ୍ଦ୍ର ନିର୍ମାଣ ପାଇଁ ଯୋଜନା।

ନୂଆଦିଲ୍ଲୀ : ଚଣ୍ଡିଖୋଲରେ ନିର୍ମାଣ ହେବ ଦେଶର ବିଶାଳ 'ତେଲ ଭଣ୍ଡାର। ଦେଶର ଶକ୍ତି ସୁରକ୍ଷା ଦିଗରେ ଏକ ବଡ଼ ପଦକ୍ଷେପ ସ୍ବରୂପ ଏହି ତେଲ ଭଣ୍ଡାର ନିର୍ମାଣ ହେବ। ଏକ ବିଶାଳ ଭୂତଳ ଅଶୋଧିତ ତେଲ ସଂରକ୍ଷଣ କେନ୍ଦ୍ର ନିର୍ମାଣ ପାଇଁ ଯୋଜନା କରାଯାଇଛି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୟୁଏଇ…

ଝାରପଡ଼ା ସ୍ୱତନ୍ତ୍ର ଜେଲକୁ ISO-ସାର୍ଟିଫିକେସନ୍ ମିଳିଛି

ଭୁବନେଶ୍ୱର : ଜେଲର ଦକ୍ଷ ରକ୍ଷଣାବେକ୍ଷଣ ଏବଂ ପରିଚାଳନା ପାଇଁ ଭୁବନେଶ୍ୱରର ଝାରପଡ଼ା ସ୍ୱତନ୍ତ୍ର ଜେଲକୁ ISO-90001 ପ୍ରମାଣପତ୍ର ମିଳିଛି। ଗୁରୁବାର ଦିନ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଝାରପଡ଼ା ଜେଲ ପରିଦର୍ଶନ କରିବା ସମୟରେ ଏବଂ ଜେଲର ଅଧୀକ୍ଷକଙ୍କୁ ISO-9001 ପ୍ରମାଣପତ୍ର…

ଓଡ଼ିଶା ଖଣି ନିଗମ ପ୍ରତିଷ୍ଠା ଦିବସ ମଂଚରୁ କମ୍ପାନୀଙ୍କୁ ଉତ୍ତରଦାୟିତ୍ୱର ପାଠ ପଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ

ଓଏମସି ସାଜିବ ପଥ ଦେଶର ପଥ ପ୍ରଦର୍ଶକ । ସରକାରଙ୍କଠାରୁ ଆରମ୍ଭ କରି ସମସ୍ତଙ୍କ ସୁଖ ଓ ଦୁଖର ସାଥୀ  ହେବ ଓଡ଼ିଶା ମାଇନିଂ କର୍ରପୋରେସନ । ୨୦୩୬ ବେଳକୁ  ୧୦୦ ନିୟୁତ ଟନ ଖଣି ଉତ୍ତୋଳନ ପାଇଁ ଟାର୍ଗେଟ ରହିଛି । ହେଲେ ଖଣି ବିସ୍ଥାପିତ ଲୋକଙ୍କ ପ୍ରତି ଧ୍ୟାନ ଦେବାକୁ ନିଦ୍ଦେଶ ଦେଇଛନ୍ତି…

ତୈଳ ସଙ୍କଟ: ହର୍ମୁଜ୍ ବନ୍ଦ ଏହାର ପ୍ରତିଫଳିତ, ଭାରତରେ ଆର୍ଥିକ ଯନ୍ତ୍ରଣା

ମଧ୍ୟପ୍ରାଚ୍ୟ ସଂଘର୍ଷ ଆରମ୍ଭ ହେବାର ଅଢ଼େଇ ମାସ ପରେ, ସାମ୍ପ୍ରତିକ ବର୍ଷଗୁଡ଼ିକରେ ସର୍ବାଧିକ ପ୍ରଦର୍ଶନ କରୁଥିବା ଉଦୀୟମାନ ବଜାର ମଧ୍ୟରୁ ଗୋଟିଏ ଏବଂ ବିଶ୍ୱର ତୃତୀୟ ବୃହତ ଅଶୋଧିତ ତୈଳ ଆମଦାନୀକାରୀ ଗ୍ରାହକ ମୂଲ୍ୟ, ବିଦେଶୀ ମୁଦ୍ରା ଭଣ୍ଡାର ଏବଂ ଆର୍ଥିକ ଅଭିବୃଦ୍ଧିକୁ ବ୍ୟାପିଥିବା ତୈଳ…

ମୁମ୍ବାଇ ପରେ ତରଭୁଜକୁ ନେଇ ଓଡ଼ିଶାରେ ବି ବଢ଼ିଲା ଚର୍ଚ୍ଚା। ପଟ୍ଟାମୁଣ୍ଡାଇ କୁପୁଣି ଗାଁରେ ସପ୍ତମ ଛାତ୍ରର ମୃତ୍ୟୁ।

କେନ୍ଦ୍ରାପଡ଼ା : ମୁମ୍ବାଇ ପରେ ତରଭୁଜକୁ ନେଇ ଓଡ଼ିଶାରେ ବି ବଢ଼ିଲା ଚର୍ଚ୍ଚା। ତରଭୁଜ ଖାଇ ପରିବାରର ୫ ଜଣ ଅସୁସ୍ଥ ହେବା ସହ ଜଣେ ସପ୍ତମ ଶ୍ରେଣୀ ଛାତ୍ରର ମୃତ୍ୟୁ ପରେ ସ୍ତବ୍ଧ କେନ୍ଦ୍ରାପଡ଼ା ଜିଲ୍ଲା। ଗତକାଲି ପରିବାର ସହ ପୋଇ ରାଇ ଖାଇଥିଲେ, ହେଲେ ପୂର୍ବରୁ ଖାଇଥିବା ତରଭୁଜକୁ ନେଇ ଏବେ…

ନିର୍ଦ୍ଧାରିତ ସମୟ ଆଗରୁ ଆଣ୍ଡାମାନ ଛୁଇଁଲା ମୌସୁମୀ

ଭୁବନେଶ୍ବର : ଆଗକୁ ବଢ଼ିଲା ମୌସୁମୀ ବାୟୁ। ନିର୍ଦ୍ଧାରିତ ସମୟ ଆଗରୁ ଆଜି ଆଣ୍ଡାମାନ ଛୁଇଁ ଆଗକୁ ବଢ଼ିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ-ପୂର୍ବ ଆରବ ସାଗରର କିଛି ଅଂଶ, ଦକ୍ଷିଣ-ପଶ୍ଚିମ ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର, ଆଣ୍ଡାମାନ ସାଗରର ଅନେକ ଅଂଶ, ସମଗ୍ର ନିକୋବର ଦ୍ୱୀପପୁଞ୍ଜ…