ମାଲକାନଗିରି : ମିଳିଲାନି ଡିଜେଲ, ଗରମରେ ମରିଗଲେ ୫ ହଜାର କୁକୁଡା। ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। କୁକୁଡ଼ା ଫାର୍ମର ଟ୍ରାନସଫର୍ମର ଖରାପ ହୋଇଯିବାରୁ ବିଦ୍ୟୁତ ଚାଲିଯାଇଥିଲା। DG ପାଇଁ ମଧ୍ୟ ଡିଜେଲ ମିଳିନଥିଲା। ଫଳରେ ଗରମରେ ମରିଗଲେ ୫୩୦୦ କୁକୁଡ଼ା। ଯାହାର ଓଜନ ୧୨ ଟନ୍ ହେବ ଏବଂ ଏହାର ମୂଲ୍ୟ ୧୫ ଲକ୍ଷ ହେବ ବୋଲି ଜଣାପଡ଼ିଛି। ପମ୍ପରେ ବ୍ୟାରେଲରେ ପେଟ୍ରୋଲ ଦେବାକୁ ମନା କରିଦେଇଥିବା ଅଭିଯୋଗ କରିଛନ୍ତି ଫାର୍ମ ମାଲିକ। ତେଣୁ ଏଭଳି ଗରମ ଭିତରେ ଯଦି ତାଙ୍କୁ ଡିଜେଲ ନମିଳେ ଆଉ ବିଦ୍ୟୁତ ବାରମ୍ବାର ଯାଏ ଅନ୍ୟ କୁକୁଡ଼ା ମଧ୍ୟ ମାରିଯାଇପରେ ବୋଲି କୁକୁଡ଼ା ଫାର୍ମ ମାଲିକ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.
Comments are closed.