ପ୍ରଥମ ଥର ପାଇଁ ବାୟୁସେନା ଦୁଇ ମହିଳା ଯୁଦ୍ଧ ବିମାନ ପାଇଲଟଙ୍କୁ ଚିନୁକ ହେଲିକପ୍ଟର ଉଡ଼ାଇବାକୁ ସୁଯୋଗ ଦେଇଛି।
ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଦେଶର ସୁରକ୍ଷା କରିବା ପାଇଁ ସର୍ବଦା ପ୍ରସ୍ତୁତ ରହିଥାଏ। ଭାରତୀୟ ବାୟୁସେନା ବିଶ୍ୱରେ ନିଜର ପ୍ରାଧାନ୍ୟ ବଜାୟ ରଖିଥିବାବେଳେ ବର୍ତ୍ତମାନ ରାଫେଲ, ମିରାଜ୍, ମିଗ୍ ବିମାନ ଭଳି ଯୁଦ୍ଧ ବିମାନ ବାୟୁସେନାରେ ଥିବାବେଳେ ଏଥି ସହିତ, ଚିନୁକ୍ ହେଲିକପ୍ଟର ମଧ୍ୟ…