ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଏପ୍ରିଲ ୨୭ରୁ ସମସ୍ତ ସ୍କୁଲରେ ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି।

ଭୁବନେଶ୍ଵର : ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ସମସ୍ତ ବିଦ୍ୟାଳୟରେ ଆଗୁଆ ଖରାଛୁଟି ଘୋଷଣା କରାଯାଇଛି। ଆସନ୍ତା ୨୭ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ। ପିଲାଙ୍କ ସୁରକ୍ଷା ପାଇଁ…

ପ୍ରବାସୀ ଓଡ଼ିଆଙ୍କ ଗୁଜୁରାଟର ଅଙ୍କଲେଶ୍ୱରରେ ଓଡ଼ିଆ ନୂତନ ବର୍ଷ ପାଳିତ

ଗୁଜୁରାଟ : ଗୁଜୁରାଟର ଭରୁଚ ଜିଲ୍ଲା ଅନ୍ତର୍ଗତ ଅଙ୍କଲେଶ୍ୱର ଜିଆଇଡିସି ଠାରେ ଓଡ଼ିଆ ସମାଜ ପକ୍ଷରୁ ଶ୍ରୀ ଜଗନ୍ନାଥ କଲଚୁରାଲ ଗ୍ରୁପ ଓ ଓଡ଼ିଶା ସେବା ମଣ୍ଡଳ ମିଳିତ ଭାବେ ଉତ୍ସାହ ଓ ଉଦ୍ଦୀପନାର ସହ ଓଡ଼ିଆ ନୂତନ ବର୍ଷ ପାଳନ କରିଥଲେ। କାର୍ଯ୍ୟକ୍ରମର ଆରମ୍ଭରେ ପୂଜାର୍ଚ୍ଚନା ଓ ଶୁଭ…

ଅମିତ ଶାହ ଦୃଢ଼ୋକ୍ତି : ପଶ୍ଚିମବଙ୍ଗରେ ହଟିବେ ଦିଦି, ଆସିବ ବିଜେପି

କଲକାତା : ପଶ୍ଚିମବଙ୍ଗରେ ହଟିବେ ଦିଦି, ଆସିବ ବିଜେପି। ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟରେ ମତଦାନ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ପରିବେଶ ଧୀରେ ଧୀରେ ତୀବ୍ର ହେବାରେ ଲାଗିଛି। ପ୍ରଥମ…

ବିଶିଷ୍ଟ ସମାଜ ସେଵୀ ଦୈତାରୀ ବେହେରାଙ୍କ ବିୟୋଗ

ବାଲେଶ୍ୱର ୨୪/୪(କୃଷ୍ଣ କୁମାର ମହାନ୍ତି): ସଦର ବ୍ଲକ ଗେଙ୍ଗୁଟି ଗ୍ରାମ ପଞ୍ଚାୟତର ଜମ୍ବେଶ୍ୱର ପୁର ଗ୍ରାମର ଗ୍ରାମ୍ୟ କମିଟିର ପ୍ରାକ୍ତନ ସଭାପତି ତଥା ଅଞ୍ଚଳର ବିଶିଷ୍ଟ ସମାଜସେବୀ ଦୈତାରୀ ବେହେରାଙ୍କ ବିୟୋଗରେ ଶୋକର ଛାୟା ଖେଳି ଯାଇଛି। ମୃତ୍ୟୁ ବେଳକୁ ଶ୍ରୀ ବେହେରାଙ୍କୁ ୯୨ବର୍ଷ…

ନଳକୂପ ଖୋଳି ଭୁଲିଗଲେ  ପ୍ଲାଟଫର୍ମ କରିବାକୁ : ଗ୍ରାମ ବାସୀଙ୍କ ଭାଗ୍ୟରେ ପ୍ରଦୂଷିତ ପାଣି

ବଲେଶ୍ୱର,୨୪/୦୪(କୃଷ୍ଣ କୁମାର ମହାନ୍ତି): ସଦର ବ୍ଲକ ଗେଙ୍ଗୁଟି ଗ୍ରାମ ପଞ୍ଚାୟତ ଅଧିନସ୍ଥ ଜମ୍ବେଶ୍ୱରପୁର ଗ୍ରାମର ପୂର୍ବପଟ ଜନ ଉପଜାତି ବସ୍ତିରେ ଏକ ବର୍ଷରୁ ଅଧିକ ସମୟ ପୂର୍ବେ  ସରକାରଙ୍କ ଜନହିତ ଯୋଜନାରେ ସୁଧାକର ସେଠୀଙ୍କ ଘର ପାଖରେ ଖୋଳା ଯାଇଥିବା ନଳକୂପର ପକ୍କା ପ୍ଲାଟଫର୍ମ ନିର୍ମାଣ…

ଜୀବନ ଯାତ୍ରାରେ ଅନ୍ତିମ ବନ୍ଧୁ

ଜୀବନ ଯାତ୍ରାରେ ଅନ୍ତିମ ବନ୍ଧୁ ****************** ଗୋଟିଏ ରାଜ୍ୟରେ ଜଣେ ମହାପରାକ୍ରମୀ, ମହାବଳଶାଳୀ, ଅହଂକାରୀ ରାଜା ଥିଲେ | ତାଙ୍କର ଅନେକ ସୈନ୍ୟ ସାମନ୍ତ, ଅଜସ୍ର ଅର୍ଥ, ସୁନା,ହୀରା,ନୀଳା,ମୋତି, ଧନ ସମ୍ପତ୍ତି ରେ ଭରପୁର ଥିଲା ଭଣ୍ଡାର | ତାଙ୍କର ୫ଜଣ   ପତ୍ନୀ ଥିଲେ ଏହାର…

୪, ୬୨୩ ଜଣଙ୍କୁ ମିଳିଲା ନିଯୁକ୍ତି

ଭୁବନେଶ୍ଵର : ଭୁବନେଶ୍ଵର କଳିଙ୍ଗ ଷ୍ଟାଡିଅମରେ ଆୟୋଜିତ ନିଯୁକ୍ତି ମେଳାରେ ଆଜି ୪, ୬୨୩ଜଣଙ୍କୁ ନିଯୁକ୍ତି ମିଳିଛି। ୭ଟି ବିଭାଗର ୪, ୬୨୩ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ । ନିଯୁକ୍ତି ପାଇଥିବା ପାର୍ଥୀଙ୍କୁ ୫ ସୂତ୍ରୀ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି…

କଳାବଜାରୀ ଲାଗି ଦୋକାନରେ ଥିଲା ସିଲିଣ୍ଡର। ଚଣ୍ଡିଖୋଲ ସ୍ବାଇଁ ମାର୍କେଟରେ ଯୋଗାଣ ବିଭାଗର ରେଡ୍।

 ଯାଜପୁର : ଏକାସଙ୍ଗେ ଜବତ ହେଲା ୫୭ଟି ଗ୍ୟାସ୍ ଭର୍ତ୍ତି ସିଲିଣ୍ଡର। କିଛି ଫାଙ୍କା ସିଲିଣ୍ଡର ବି ମିଳିଛି। କଳାବଜାରୀ ଲାଗି ଗଛିତ ଥିବା ଏସବୁ ସିଲିଣ୍ଡରକୁ ଜବତ କରିଛି ଯାଜପୁର ଯୋଗାଣ ବିଭାଗ। ଚଣ୍ଡିଖୋଲ ସ୍ୱାଇଁ ମାର୍କେଟ ନିକଟରେ ଏକ ଦୋକାନ ଘରେ ଏସବୁ ମହଜୁଦ ରଖାଯାଇଥିଲା। ଯୋଗାଣ ବିଭାଗର…

ବଲାଙ୍ଗିର ଗ୍ରାମ୍ୟ ନିର୍ମାଣ ମଣ୍ଡଳରେ ଟେଣ୍ଡର ଫିକ୍ସିଂ ଅଭିଯୋଗ।

ବଲାଙ୍ଗିର : ଚର୍ଚ୍ଚାରେ ବଲାଙ୍ଗିର ଗ୍ରାମ୍ୟ ନିର୍ମାଣ ମଣ୍ଡଳ ବା RD ବିଭାଗର ଟେଣ୍ଡର ଫିକ୍ସିଂ | ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇଥିବା ଜଣେ ଠିକାଦାରଙ୍କ ସମସ୍ତ ଯୋଗ୍ୟତା ସତ୍ୱେ, ବେଆଇନ ଭାବେ ତାଙ୍କୁ ଟେଣ୍ଡର ପ୍ରକ୍ରିୟାରୁ ବାଦ ଦିଆଯାଇଥିବା ଅଭିଯୋଗ ହୋଇଛି | ଟେଣ୍ଡର ଫିକ୍ସିଂ  ଅଭିଯୋଗ…

ଫଟୋରେ ଖବର

ନୟାଗଡ଼ : ଅପ୍ରେଲ ୧୯ ତାରିଖ ଦିନ ନୟାଗଡ଼ ଜିଲ୍ଲା ସୁନାମୁହିଁ ସରକାରୀ ପଞ୍ଚାୟତ ଉଚ୍ଚବିଦ୍ୟାଳୟରେ ୧୯୮୬-୧୯୮୭ ମସିହା ବ୍ୟାଚ୍ ର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବନ୍ଧୁ ମିଳନ ଓ ଗୁରୁ ପୂଜନ କାର୍ଯ୍ୟକ୍ରମ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ରିପୋର୍ଟ-ସନାତନ ମହାକୁଡ଼ ।