ଭିଜିଲାନ୍ସ ଜାଲରେ ବଲାଙ୍ଗୀର ବିଇଓ

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ବଲାଙ୍ଗୀର ବ୍ଲକ୍‌ ଶିକ୍ଷା ଅଧିକାରୀ (ବିଇଓ) ରାଘବ ପାଣିଗ୍ରାହୀ। ୧୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, କୌଣସି ଏକ ଅଭିଯୋଗକୁ ନେଇ ପାଟଣାଗଡ଼ ରମାଇ ହାଇସ୍କୁଲର ସହକାରୀ ଶିକ୍ଷକ ସୁରେଶ…

ମୂଲ୍ୟବୃଦ୍ଧି କମାଇବାରେ ଆର୍‌ବିଆଇ ବିଫଳ: ମୁଦ୍ରାସ୍ଫୀତି ୭.୧୪%କୁ ବୃଦ୍ଧି

ନୂଆଦିଲ୍ଲୀ,: ଭାରତର ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବାରେ ବିଫଳ ହୋଇଛନ୍ତି। ସେପ୍ଟେମ୍ବରରେ ଖାଉଟି ମୂଲ୍ୟସୂଚୀ (ସିପିଆଇ) ଆଧାରିତ ମୁଦ୍ରାସ୍ଫୀତି ୭.୪୧ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହାକି ଗତ ୫ ମାସ ମଧ୍ୟରେ ସର୍ବାଧିକ। କ୍ରମାଗତ ତୃତୀୟ ତ୍ରୈମାସିକରେ…

ବରଗଡ଼ ଧନୁଯାତ୍ରାରେ ଗୋପପୁର ଦୃଶ୍ୟାଭିନୟ ହେବ ଆକର୍ଷଣୀୟ

ବରଗଡ଼ : ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ରେ ଧନୁଯାତ୍ରା ଆସନ୍ତା ଡିସେମ୍ବର ୨୭ରୁ ଆରମ୍ଭ ହେବ। ଏହି ଧନୁଯାତ୍ରା ମହୋତ୍ସବର ଗୋପପୁର ଯାତ୍ରାର ଆକର୍ଷଣ ନିଆରା। ତେବେ ଏଥର ଗୋପପୁର ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବୁଧବାର ଉପଜିଲାପାଳ ଅଫିସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଗୋପପୁର…

ଲୁହାପଥର ଦାମରେ ବଡ଼ ହ୍ରାସ, ୪ ହଜାର ଟଙ୍କା ପର୍ଯ୍ୟନ୍ତ ହେଲା ଶସ୍ତା

ନୂଆଦିଲ୍ଲୀ: ଲୁହାପଥର ଉପରେ ରପ୍ତାନି ଶୁଳ୍କ ଲାଗିବା ପରେ ପରେ ବର୍ତ୍ତମାନ ଏହାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି । ଗତ ୬ ମାସ ମଧ୍ୟରେ ଲୁହାପଥର ମୂଲ୍ୟ ଟନ୍ ପିଛା ୪,୦୦୦ ଟଙ୍କା ହ୍ରାସ ପାଇଛି । କୁହାଯାଇଛି ଯେ ରପ୍ତାନି ଶୁଳ୍କ ବୃଦ୍ଧି ହେତୁ ବିଦେଶରେ ଲୁହାପଥରର ଚାହିଦା ହ୍ରାସ ପାଇଛି,…

ଦିଲ୍ଲୀରେ ଇଞ୍ଜିନିୟର ୰ ଅମୂଲ୍ୟ ପାତ୍ରଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ

ନୂଆଦିଲ୍ଲୀ :  ତା ୧୨/୧୦/୨୦୨୨, ଦିଲ୍ଲୀଠାରେ ସ୍ୱର୍ଗତଃ ଇଞ୍ଜିନିୟର ଅମୂଲ୍ୟ ପାତ୍ରଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ଏଠାକାର ତ୍ୟାଗରାଜ ନଗରସ୍ଥିତ ଜଗନ୍ନାଥ ମନ୍ଦିରଠାରେ ଆୟୋଜିତ ଏକ ଶୋକସଭାରେ ଜାତୀୟ ରାଜଧାନୀ କ୍ଷେତ୍ରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ…

କୁମାର ପୂର୍ଣ୍ଣିମା ଅବସରରେ ଆନନ୍ଦମ୍ ଫାଉଣ୍ଡେସନ୍ ଦ୍ୱାରା ବିଶ୍ଵଶାନ୍ତି ହୋମଯଜ୍ଞ ଆୟୋଜିତ

୯ ଅକ୍ଟୋବର ୨0୨୨ ରବିବାର ପବିତ୍ର କୁମାର ପୂର୍ଣ୍ଣିମା ଏବଂ ଲକ୍ଷ୍ମୀ ପୂଜାର ଶୁଭ ଅବସରରେ ଆନନ୍ଦମ ଫାଉଣ୍ଡେସନ ଦ୍ୱାରା ଯଶୋଦା ସଦନ(ଅନାଥ ଆଶ୍ରମ), ବିଶ୍ୱନାଥ ମନ୍ଦିର, କଲେଜ ସ୍କୋୟାର, କଟକ ଠାରେ ଏକ "ବିଶ୍ୱଶାନ୍ତି ହୋମଯଜ୍ଞ " ଆୟୋଜିତ ହୋଇଥିଲେ। ଏହା ଗାୟତ୍ରୀ ପରିବାର କଟକ ଶାଖାର…

ରେଡକ୍ରସ ପାଣ୍ଠି ପାଇଁ ଔଷଧ ଦୋକାନୀଙ୍କୁ ଚାନ୍ଦା ମାଗୁଛନ୍ତି ଜିଲ୍ଲାପାଳ !

ବୌଦ୍ଧ: ଜିଲ୍ଲାପାଳ ମାଗୁଛନ୍ତି ଚାନ୍ଦା। ଲୁଚାଛପାରେ ନୁହେଁ, ନିଜ ସରକାରୀ ପ୍ୟାଡ୍‌ରେ ଚିଠି ଲେଖି ଖୋଲାଖୋଲି ଚାନ୍ଦାଦେବାକୁ ଦେଇଛନ୍ତି ନିର୍ଦ୍ଦେଶ। ଜିଲ୍ଲାପାଳଙ୍କ ସ୍ବାକ୍ଷରରେ ଜାରି ଏଭଳି ଏକ ଚିଠି ଆଜି ବୈାଦ୍ଧ ଜିଲ୍ଲାରେ ଘୂରି ବୁଲିବା ପରେ ସାଧାରଣରେ ହଇଚଇ ସୃଷ୍ଟି ହୋଇଛି।…

ଯୁବକଙ୍କୁ ନୃଶଂସ ହତ୍ୟା

ଝାରସୁଗୁଡ଼ା: ଝାରସୁଗୁଡ଼ା ସଦର ଥାନା ଅଞ୍ଚଳ ପୁଣି ଅଶାନ୍ତ ହୋଇ ଉଠିଛି। ମଙ୍ଗଳବାର ସନ୍ଧ୍ୟାରେ ଏହି ଥାନା ଅନ୍ତର୍ଗତ ପଞ୍ଚପଡ଼ା ବାଲିଘାଟ ରାସ୍ତାରେ ଜଣେ ଯୁବକଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ବେଳେ ହତ୍ୟାକରୀ କିଏ ଓ ତାଙ୍କୁ କାହିଁକି ହତ୍ୟା କରାଗଲା ସେ ନେଇ କୌଣସି ତଥ୍ୟ ପୁଲିସ…

ହୋଟେଲ ଦୋସାରୁ ବାହାରିଲା ଅସରପା

ଜୟପୁର: ଏମଜି ରୋଡରେ ଥିବା ଲୋକେଶ ହୋଟେଲରେ ଜଣେ ଗ୍ରାହକ ଜଳଖିଆରେ ରାୱା ଦୋସା ଖାଉଥିବା ବେଳେ ଏଥି ମଧ୍ୟରୁ ମଲା ଅସରପା ବାହାରିଥିଲା। ଏହାକୁ ନେଇ ଉକ୍ତ ଗ୍ରାହକ ଜଣକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଚିତ୍ର ଓ ଭିଡିଓ ଉତ୍ତୋଳନ କରି ଭାଇରାଲ କରିଥିଲେ। ଏହି ଭାଇରାଲ ଭିଡିଓ ଓ…

ଆଉ କରୋନାକୁ ନାହିଁ ଡର! କଟକ ଜିଲ୍ଲାରେ ବୁଷ୍ଟର୍‌ ଡୋଜ୍‌ ନେଇ ନାହାନ୍ତି ୬୩ ପ୍ରତିଶତ

କଟକ: କରୋନା ମହାମାରୀ ଯାଇନି, ମାତ୍ର ଲୋକଙ୍କ ଭିତରୁ ଏହାକୁ ନେଇ ଆଉ ଆଗଭଳି ଡର ନାହିଁ। ରାଜ୍ୟରେ ‌ଏବେ କରୋନା ସଂକ୍ରମଣ ସଂଖ୍ୟା ପ୍ରତିଦିନ ଶହେ ଉପରେ ରହୁଛି। ପୁଣି ଥରେ ଯେ ଏହାର ଲହର ଆଉ ଫେରିବ ନାହିଁ ଏ ନେଇ ଏ ଯ‌ାଏ ସ୍ପଷ୍ଟ ହୋଇପାରିନି। ସେପ‌ଟେ କ‌ରୋନା ଆସିଲେ ଟିକା ପାଇଁ ବିକଳ…