ସ୍ବର୍ଗତ ମୁଲାୟମ୍ ସିଂ ଯାଦବଙ୍କର ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର : ଆସନ୍ତା ତା୧୬.୧୦.୨୦୨୨ରିଖ, (ରବିବାର),ଦିବା ଘ ୧୧ଟିକା ସମୟରେ ଭୁବନେଶ୍ୱରର ଭି.ଆର-୩୮, ୟୁନିଟ -୬ ସ୍ଥିତ ସମାଜବାଦୀ ପାର୍ଟି ଅଫିସ୍ ର( ଲୋହିଆ ଭବନ), ପ୍ରଗତି ସ୍ପୋର୍ଟସ ପଡିଆ ସାମ୍ନା ଓ ଭୁବନେଶ୍ୱର କ୍ଳବ୍ ପଛର ଦ୍ବିତୀୟ ଲାଇନ୍ ରେ ଉତ୍କଳ ଯାଦବ ମହାସଭା ଭୁବନେଶ୍ୱର ଜିଲ୍ଲା ତରଫରୁ (ନେତାଜୀ) ପ୍ରଥା ଦେଶର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏବଂ ସାମାଜିକ ନ୍ୟାୟ ଆନ୍ଦୋଳନର ବର୍ଷିୟାନ ରାଜନେତା ଓ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ମୁଲାୟମ୍ ସିଂ ଯାଦବଙ୍କର ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଉଅଛି। ସାମାଜିକ ନ୍ୟାୟ ଆନ୍ଦୋଳନର ଧର୍ମ ନିରପେକ୍ଷତା ଓ ଗଣତନ୍ତ୍ରରେ ବିଶ୍ବାସ କରୁଥିବା ବନ୍ଧୁମାନଙ୍କୁ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେବାପାଇଁ ବିନମ୍ର ଅନୁରୋଧ।
ଯୋଗାଯୋଗ – ଅକ୍ଷୟ ପ୍ରସାଦ ଯାଦବ
ସାଧାରଣ ସମ୍ପାଦକ
ଉତ୍କଳ ଯାଦବ ମହାସଭା ଭୁବନେଶ୍ୱର ଜିଲ୍ଲା ୯୪୩୭୨୫୪୧୪୦
୮୩୨୮୯୪୨୦୧୬

Comments are closed.