ଭୀମଙ୍କ ମହାଦେବ ପୂଜନ
ଦ୍ୱିତୀୟ ପାଣ୍ଡଵ ବୃକୋଦର ମହାବଳି ଭୀମସେନ ମହାଭାରତରେ ମହାନ ଗଦାଧର ଭାବେ ଖ୍ୟାତ l ତୃତୀୟ ପାଣ୍ଡଵ ଅର୍ଜୁନ ମହାନ ଧନୁର୍ଦ୍ଧର ଭାବରେ ଖ୍ୟାତ l ଉଭୟ ମହାଭାରତର ବିଖ୍ୟାତ ଯୋଦ୍ଧା l ଉଭୟ ଯୋଦ୍ଧା ଥିଲେ ଭଗବାନ ଶିବଙ୍କର ପରମ ଭକ୍ତ l କିନ୍ତୁ ତାଙ୍କର ପୂଜା ପଦ୍ଧତି ଥିଲା ପରସ୍ପର ଠାରୁ…