ଗୋଆ ଗ୍ରସ୍ତରେ ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ଭିତ୍ତିଭୂମିର ବିକାଶ ନେଇ କରିବେ ଆଲୋଚନା

ଭୁବନେଶ୍ୱର: ଓଡ଼ିଶା ବର୍ତ୍ତମାନ କ୍ରୀଡ଼ା କ୍ଷେତ୍ରରେ ବହୁ ଆଗରେ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କ୍ରୀଡ଼ା ପ୍ରତି ଥିବା ଭଲପାଇବା ଯୋଗୁଁ ଆଜି ଓଡ଼ିଶା ସମଗ୍ର ଦେଶରେ ଏକ କ୍ରୀଡ଼ା ହବ୍ ର ମାନ୍ୟତା ପାଇଛି। କରୋନା କାଳରେ ଇଭେଣ୍ଟଗୁଡ଼ିକ ବିନା ଦର୍ଶକରେ ଅନୁଷ୍ଠିତ ହେଉଥିଲା । କିନ୍ତୁ ଏବେ ଏହି…

ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି, ଡାଲି ସମେତ ଏହି ଜିନିଷଗୁଡ଼ିକର କମିଲା ମୂଲ୍ୟ

ନୂଆଦିଲ୍ଲୀ: ଖାଦ୍ୟ ସାମଗ୍ରୀର ମୂଲ୍ୟବୃଦ୍ଧିକୁ ସ୍ଥିର ରଖିବା ଲାଗି ଭାରତ ସରକାର ନିରନ୍ତର ଅନୁଧ୍ୟାନ ସହିତ ବିଭିନ୍ନ ନୀତିଗତ ପଦକ୍ଷେପ ଗ୍ରହଣ କରୁଛନ୍ତି। କେନ୍ଦ୍ର ସରକାର ଲଗାତାର ଭାବେ ଆମଦାନୀକାରୀ, ଗବେଷଣା ଏଜେନ୍ସି, ବ୍ୟବସାୟିକ ସଂଗଠନ ଆଦି ସହ ଆଲୋଚନା ଜରିଆରେ ଅତ୍ୟାବଶ୍ୟକ ଖାଦ୍ୟ…

ବିଜେପି ସହ ଯୋଗାଯୋଗରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ପୁଣି ଥରେ ହାତ ମିଳାଇ ପାରନ୍ତି: ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଭାରତୀୟ ଜନତା ପାର୍ଟି(ବିଜେପି) ସହ ଯୋଗାଯୋଗରେ ଅଛନ୍ତି। ପରିସ୍ଥିତି ପଡିଲେ ସେ ପୁଣି ଥରେ ବିଜେପି ସହ ହାତ ମିଳାଇ ପାରନ୍ତି। ବୁଧବାର ଏମିତି ଦାବି କରିଛନ୍ତି ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର। ତେବେ ତାଙ୍କର ଏମିତି ଦାବିକୁ…

ଲିଜ୍ ଟ୍ରସଙ୍କ ଇସ୍ତଫା ପରେ ପ୍ରଧାନମନ୍ତ୍ରୀ ପଦ ପାଇଁ ରେସରେ ୪ ପ୍ରାର୍ଥୀ

ନୂଆଦିଲ୍ଲୀ: ଦେଶର ଆର୍ଥିକ ସ୍ଥିତିକୁ ନେଇ ତୀବ୍ର ସମାଲୋଚନାର ଶିକାର ହେବ ପରେ ମାତ୍ର ୪୫ ଦିନର କାର୍ଯ୍ୟକାଳକୁ ସମାପ୍ତ କରି ଇସ୍ତଫା ଦେଇଛନ୍ତି ଲିଜ୍ ଟ୍ରସ୍। ଦୁଇ ବର୍ଷ ପରେ ହେବାକୁ ଥିବା ବ୍ରିଟେନର ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ସର୍ବଦଳୀୟ ଚାପ ପରେ ସେ ପ୍ରଧାନମନ୍ତ୍ରୀ ପଦରୁ…

ଦେଶର ସର୍ବ ପୁରାତନ ରାଜନୈତିକ ଦଳର ମଙ୍ଗୁଆଳ ହୋଇଛନ୍ତି ମଲ୍ଲିକାର୍ଜୁନ ଖଡଗେ।

ନୂଆଦିଲ୍ଲୀ: କୁହନ୍ତି ସଫଳତାର ସ୍ୱାଦ ତାହା ପାଇଁ ମିଠା ଯେ ତାର ଜୀବନରେ ସଂଘର୍ଷ ଦେଖିଛି । ଆଉ ସେହି ସଂଘର୍ଷ ଲୋକମାନଙ୍କୁ ଶାନ୍ତିରେ ଶୋଇ ଦିଏ ନାହିଁ ଆଉ ସେମାନେ କିଛି ଏପରି କାମ କରନ୍ତି ଯାହା ପାଇଁ ତାଙ୍କର ଏକ ଭିନ୍ନ ପରିଚୟ ସୃଷ୍ଟି ହୋଇପାରେ । ଦୀର୍ଘ ୨୨ ବର୍ଷ ପରେ କଂଗ୍ରେସକୁ ମିଳିଛି…

ମା’ ଲକ୍ଷ୍ମୀଙ୍କ ଭଉଣୀ ଅଲକ୍ଷ୍ମୀ

ନୈମିଷ୍ୟାରଣ୍ୟରେ ମୁନୀମାନଙ୍କ ଗହଣରେ ସୂତ ମୁନି ଶ୍ରୀପଦ୍ମ ପୁରାଣ ବ୍ୟାଖ୍ୟା କରୁଥାନ୍ତି l କାର୍ତ୍ତିକ ମାହାତ୍ମ୍ୟ ପ୍ରସଙ୍ଗରେ ସେ ପାର୍ବତୀଙ୍କ ଅଭିଶାପରୁ କିପରି ତ୍ରିଦେବ,ବଟ, ପିପ୍ପଳ,ପଳାଶ ବୃକ୍ଷ ରୂପେ ମର୍ତ୍ତ୍ୟରେ ଜନ୍ମହେଲେ ତାହା ବ୍ୟାଖ୍ୟାକଲେ ଏବଂ ଏହି ତିନି ବୃକ୍ଷର ପବିତ୍ରତା…

କ୍ଷୀରୋଦ ତନୟା

ବନ୍ଦେ କ୍ଷୀରୋଦ ତନୟା ବିଷ୍ଣୁ ପାଟରାଣୀ l ଶ୍ରୀପୀଠେ ପୂଜିତା ବିଶ୍ୱବନ୍ଦ୍ୟ ଠାକୁରାଣୀ ll ଅନ୍ନ ଦାତ୍ରୀ ମହା ମାୟୀ ମାଆ ଜଗଦ୍ଧାତ୍ରୀ l ପେଚକବାହନୀ ମାତା ତୁ କଲ୍ୟାଣଗାର୍ତ୍ତ୍ରୀ ll ଚରଣେ ଆଶ୍ରିତ ତୋ'ର ଚରାଚର ପ୍ରାଣୀ l ଜଗତ ଜନନୀ ମାତେ ଜଗତ କଲ୍ୟାଣୀ ll ବନ୍ଦଇ ସୁର ପୂଜିତେ ଦେବୀ…

ଶ୍ରୀବିଷ୍ଣୁଙ୍କ ବାରମାସର ନାମ

ମାର୍ଗଶୀର ମାସ ଦେହେ ଶୀତ ବାସ ପ୍ରଭୁ ହେଲେ ଘୋଡ଼ ଲାଗି l କେଶବଙ୍କୁ ଧ୍ୟାୟୀ ସୁଜ୍ଞ ବିଜ୍ଞ ଜନେ ହୁଅ ପ୍ରଭୁ ଅନୁରାଗୀ ll ପଉଷ ମାସରେ କମଳା ଚିନ୍ତନ୍ତି ବୁଲିଯିବେ ବାପ ଘର l ଶ୍ରୀନାରାୟଣଙ୍କୁ ଯାଚନା କରନ୍ତି ତହିଁଙ୍କୁ ଦିଅ ସ୍ୱୀକାର ll ମାଘ ମାସେ ବାଘ ଜାଡ଼ ପଡ଼ିଅଛି ଥର ହର…

ଆସୁଛନ୍ତି ମହାକାଳି

ଆସୁଛନ୍ତି ମହାକାଳି କରାଳ ଵଦନୀ l ଶ୍ୟାମଅଙ୍ଗୀ ଜଗତର ତମ ବିନାଶିନୀ ll ଚତୁର୍ଭୁଜା ଦୟାମୟୀ ବିପୁଳା ଦଶନୀ l ଚଉଦ ଭୁବନେ ପୂଜ୍ୟା ଜଗତ ଜନନୀ ll ସଙ୍କଟା ବିକଟା ମାତ ଦେବୀ ମହୋତ୍କଟା l ଲହ ଲହ ଜିହ୍ଵା ତାଙ୍କ ସିନ୍ଦୁରର ଚିତା ll ନୃମୁଣ୍ଡ ମାଳିନୀ ମାତା ହସ୍ତେ ଛିନ୍ନମୁଣ୍ଡ l…

ଭୁବନେଶ୍ୱର ସାଂସଦ ଅପରାଜିତା ଙ୍କୁ ଉଚ୍ଛସିତ ସମ୍ବର୍ଦ୍ଧନା I

ଭୁବନେଶ୍ୱର :  ଅIନ୍ତର୍ଜାତୀୟ ପାର୍ଲିଆମେଣ୍ଟାରୀ ସଙ୍ଗଠନ (ଆଇ ପି ୟୁ) କାର୍ଯ୍ୟନିର୍ବାହୀ କମିଟିକୁ ନିର୍ବାଚିତ ହୋଇ ଭାରତକୁ ଗୌରବାନ୍ଵିତ କରିଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ଭୁବନେଶ୍ୱରରେ ପହଁଞ୍ଚିଛନ୍ତି I ବିମାନବନ୍ଦର ପରିସରରେ ପ୍ରାୟ ବାର ହଜାରରୁ ଉର୍ଦ୍ଧ ଜନ ସମାଗମ…