ଲାଞ୍ଚ ନେଉଥିବା ସମୟରେ ଏଏସଆଇ ଓ ହୋମଗାର୍ଡଙ୍କୁ ମାଡିବସିଲା ଭିଜିଲାନ୍ସ
ଭୁବନେଶ୍ଵର : ଲାଞ୍ଚ ନେଉଥିବା ସମୟରେ ଜଣେ ଏଏସଆଇ ଓ ହୋମଗାର୍ଡଙ୍କୁ ମାଡିବସିଲା ଭିଜିଲାନ୍ସ। ଏଭଳି ଘଟଣା ଘଟିଛି ମଞ୍ଚେଶ୍ୱର ପୋଲିସ ଷ୍ଟେସନରେ। ମୋବାଇଲ ଛାଡିଇବା ନାଁରେ ଏଏସଆଇ ଜଣକ ୨୦ ହଜାର ଟଙ୍କା ନେଉଥିବା ସମୟରେ ମାଡି ବସିଥିଲା ଭିଜିଲାନ୍ସ। ସେମାନଙ୍କଠାରୁ ୨୦,୦୦୦ ଟଙ୍କା ଜବତ…