୧୭୨୬ ବୈଷୟିକ ପଦବୀରେ ନିଯୁକ୍ତି ପାଇଁ ସ୍ୱାସ୍ଥ୍ୟ ବିଭାଗର ପଦକ୍ଷେପ

ଭୁବନେଶ୍ୱର: ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ଆହୁରି ଦକ୍ଷ ଓ ସୁଦୃଢ଼ କରିବା ଦିଗରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ସାଧାରଣ ଲୋକଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇବା ପାଇଁ ବିଭାଗ ଅଧୀନରେ ବହୁ ସଂଖ୍ୟକ ନୂତନ ବୈଷୟିକ ପଦବୀରେ ନିଯୁକ୍ତି କରାଯିବ।…

କେନ୍ଦୁପତ୍ର ଦର ବୃଦ୍ଧି ଏବଂ କେନ୍ଦୁପତ୍ର ଶ୍ରମିକମାନଙ୍କୁ ବୋନସ ଘୋଷଣା କରିଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ…

ବରଗଡ : ଓଡ଼ିଶା ସରକାରଙ୍କ କେବିନେଟ୍ ମିଟିଙ୍ଗରେ ଓଡ଼ିଶା ରାଜ୍ୟରେ କାର୍ଯ୍ୟରତ ୧୨ ଲକ୍ଷ କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ କେନ୍ଦୁପତ୍ର ଦର ବୃଦ୍ଧି ଓ ବୋନସ ପ୍ରଦାନ ପାଇଁ ନିଷ୍ପତି ନେଇଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ କୃତଜ୍ଞତା…

ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଯୁବ ରେଡ଼କ୍ରସ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ ରେଡ଼କ୍ରସ ଭବନ ଠାରେ ଯୁବ ରେଡ଼କ୍ରସ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ରାଜ୍ୟର ବିଶ୍ୱ ବିଦ୍ୟାଳୟ ଓ…

ଆଜି ନବ ଯୌବନ ଦର୍ଶନ, ଦିନକ ପରେ ଶ୍ରୀଗୁଣ୍ଡିଚା, ସଜେଇ ହେଲାଣି ବଡ ଦାଣ୍ଡ

ଭୁବନେଶ୍ବର: ଆଜି ମହାପ୍ରଭୃ ଅଣସର ଘରୁ ବାହାରି ସାଧାରଣରେ ଦର୍ଶନ ଦେବେ। କାରଣ ଆଜି ହେଉଛି ନବ ଯୌବନ ଦର୍ଶନ। ତେବେ ଚତୁର୍ଦ୍ଦଶୀ କ୍ଷୟ ହେଉଥିବାରୁ ନବ ଯୌବନ ଦର୍ଶନ ମାତ୍ର ଦୁଇ ଘଣ୍ଟା ପାଇଁ ଅଛି। ତେବେ ତାହା ମଧ୍ୟ ସାଧାରଣ ଦର୍ଶନ ମିଳିପାରିବ କି ନାହିଁ ସନ୍ଦେହ। ସେଥିପାଇଁ ଗତକାଲିଠାରୁ…

ଉତ୍କଳମଣିଙ୍କ ଶ୍ରାଦ୍ଧ ଦିବସ ଅବସରରେ ବିଧାନସଭା ପରିସରରେ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ମଙ୍ଗଳବାର ୯୮ତମ ଶ୍ରାଦ୍ଧ ଦିବସ। ଏହି ଅବସରରେ ବିଧାନସଭା ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ବାଚସ୍ପତି, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ବିଧାୟକ ଓ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।…

ନୂଆ ବନ୍ଦର ନିର୍ମାଣ କରିବ ୟୁଏଇ

ଦୁବାଇ : ପାରସ୍ୟ ଉପସାଗର ଅଞ୍ଚଳରେ ବଢ଼ୁଥିବା ଭୂ-ରାଜନୈତିକ ତିକ୍ତତା ଓ ସୁରକ୍ଷା ବିପତ୍ତି ମଧ୍ୟରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ବାଣିଜ୍ୟିକ ପଥ ‘ହର୍ମୁଜ୍ ପ୍ରଣାଳୀ’ ଉପରେ ନିଜର ନିର୍ଭରଶୀଳତା ହ୍ରାସ…

ବର୍ଷା ପାଇଁ ଭଦ୍ରକରେ ସ୍କୁଲ୍‌ ଛୁଟି ଘୋଷଣା

ଭଦ୍ରକ: ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲ୍‌ରେ ଛୁଟି ଘୋଷଣା କରାଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସୁବିଧାକୁ ସର୍ବାଧିକ ପ୍ରାଥମିକତା ଦେଇ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି।ଜିଲ୍ଲାରେ ଲଗାତାର ବର୍ଷା ଯୋଗୁଁ…

ମାଆ ଏବଂ ପୁଅ IIT ମାଡ୍ରାସରୁ ଏକାଠି ହେଲେ ସ୍ନାତକ,

 ମାଡ୍ରାସ : ସମାବର୍ତ୍ତନ ମଞ୍ଚରେ ଯାହା କେବଳ କଳ୍ପନା କରାଯାଇପାରୁଥିଲା ତାହା ଏଥର IIT ମାଡ୍ରାସର ସଦ୍ୟ ସମାପ୍ତ ସମାବର୍ତ୍ତନ ଉତ୍ସବରେ ବାସ୍ତବତାରେ ପରିଣତ ହୋଇଛି । ସେହି ମଞ୍ଚରେ ୪୫ ବର୍ଷୀୟା ଜିଗିଶା ଟେଲର ଏବଂ ତାଙ୍କ ପୁଅ ୨୧ ବର୍ଷୀୟ ଆଦିତ୍ୟ କପାଡିଆ ସମାନ କୋର୍ସରେ ଡିଗ୍ରୀ ଗ୍ରହଣ…

ପାରଳାରେ କୁନିଭକ୍ତମାନେ ନିର୍ମାଣ କଲେ ‘ଶ୍ରଦ୍ଧା ନନ୍ଦିଘୋଷ’ କୁନି ରଥ ।

ଗଜପତି 13/7(ମନୋଜ ପାଢ଼ୀ) :ଆଗାମୀ 16 ତାରିଖ ଦିନ ତିନି ଠାକୁରଙ୍କ ରଥଯାତ୍ରା ଆରମ୍ଭ ହେବାକୁ ଯାଉଛି ।ଏହି ରଥଯାତ୍ରା ପାଇଁ ପାରଳାଖେମୁଣ୍ଡି ସହରରେ 3 ଗୋଟି ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି. ପାରଳାଖେମୁଣ୍ଡି ସହରର ଓଡିଆ ପାରଳା ସାହିର କୁନି କୁନି ଭକ୍ତମାନଙ୍କ ନିଆରା ପ୍ରୟାସ…

ଗଜପତିର ଶ୍ରମିକ ମୁମ୍ବାଇରେ କାର୍ଯ୍ୟରତ ବେଳେ ମୃତ୍ୟୁ

ଗଜପତି 13/7(ମନୋଜ ପାଢ଼ୀ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅଜୟଗଡ ପଞ୍ଚାୟତ ଅନ୍ତର୍ଗତ କାନ୍ତିସାହି ଗ୍ରାମର ୨୪ ବର୍ଷୀୟ ଯୁବକ ସଂକୁରୁ ଗମାଙ୍ଗଙ୍କ ମୁମ୍ବାଇରେ ଶ୍ରମିକ ଭାବେ କାର୍ଯ୍ୟରତ ଅବସ୍ଥାରେ ଅକାଳ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏହି ମୃତ୍ୟୁ ଖବର ଗ୍ରାମରେ ପହଞ୍ଚିବା ଯୋଗୁଁ…