୩୦ ତାରିଖ ସୁଦ୍ଧା ନିର୍ମାଣାଧୀନ ବୀର୍ସା ମୁଣ୍ଡା ହକି ଷ୍ଟାଡିୟମର କାମ ସରିବ: ମୁଖ୍ୟ ଶାସନ ସଚିବ

ରାଉରକେଲା: ୨୦୨୩ରେ ରାଉରକେଲାରେ ଅନୁଷ୍ଠିତ ହେବାକୁ ଯାଉଛି ହକି ମହାକୁମ୍ଭ ପୁରୁଷ ହକି ବିଶ୍ୱକପ। ଏହା ପୂର୍ବରୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା ଆଜି ରାଉରକେଲା ଗସ୍ତରେ ଆସିଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ସକାଳ ୧୦ଟା ୪୮ ମିନିଟ ସମୟରେ…

ମଦ ବିକି ବନ୍ଧା ହେଲେ ଗାଁ ସଭାପତି, ଚୋରା ମଦ ବିକିବାକୁ ଗାଁରେ ହୋଇଥିଲା ବାରଣ

ବଡ଼କେରା : ମଦ ପାଇଁ ଗାଁରେ ସବୁବେଳେ ଗଣ୍ଡଗୋଳ ଲାଗି ରହୁଥିଲା। ତେଣୁ ଗାଁ ସଭାରେ ନିଷ୍ପତ୍ତି କରାଯାଇଥିଲା ଯେ, ଗାଁରେ କେହି ମଦ ବିକ୍ରି କରିପାରିବେନି। ଗାଁରେ ମଦ ବିକି ଧରା ପଡ଼ିଲେ ୫୦ ହଜାର ଟଙ୍କା ଜୋରିମାନା ଗଣିବେ ବୋଲି ସଭାପତି ନିୟମ କରିଥିଲେ। କିନ୍ତୁ ସେହି ନିୟମରେ ଏବେ ସଭାପତି…

ପୁରୀ ବସ୍‌ଷ୍ଟାଣ୍ଡ୍‌: ବଦଳୁନି ୯୦ ଦଶକର ଚିତ୍ର

ପୁରୀ : ପୁରୀ ସହରର ଦୃଶ୍ୟପଟ୍ଟ ବଦଳୁଛି। ଐତିହ୍ୟ ସହର ଭାବେ ଗଢ଼ି ତୋଳିବାକୁ ଶହଶହ କୋଟି ଟଙ୍କା ଖର୍ଚ୍ଚ ହେଉଛି। ମାତ୍ର ପର୍ଯ୍ୟଟକଟିଏ ଆସି ପ୍ରଥମେ ପାଦ ଥାପୁଥିବା ବସ୍‌ଷ୍ଟାଣ୍ଡର ଚିତ୍ର ନବେ ଦଶକରେ ଯାହା ଥିଲା ଆଜି ବି ସେୟା ରହିଯାଇଛି। ନା ବିଲ୍‌ଡିଂର ନବୀକରଣ ହେଉଛି, ନା ବିକାଶ…

ଦେଶରେ ଆଜି ୬୩୫ ନୂଆ କୋଭିଡ୍‌-୧୯ ସଂକ୍ରମଣ; ୮,୦୦୦ ତଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇ ୬୦୦ ଟପି ଯାଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିଲେ ବି ୮୦୦୦ ତଳେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ,…

ଅର୍‌ବାଜଙ୍କ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ୍‌ରେ କମେଣ୍ଟ୍‌ କଲେ ପୂର୍ବ ପତ୍ନୀ ମଲାଇକା ଆରୋରା

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ଅର୍‌ବାଜ୍‌ ଖାନ୍‌ ତାଙ୍କର ଅପ୍‌କମିଂ ଫିଲ୍ମ ‘ପଟ୍‌ନା ଶୁକ୍ଳା’ର ସୁଟିଂ କାମ ଆରମ୍ଭ କରି ସାରିଛନ୍ତି। ଏହି ଫିଲ୍ମଟିକୁ ସେ ନିଜ ପ୍ରଯୋଜନା ବ୍ୟାନ୍‌ରରେ ନିର୍ମାଣ କରୁଛନ୍ତି। ଅର୍‌ବାଜ୍‌ ଏହି ଫିଲ୍ମର କ୍ଲାପ୍‌ବୋର୍ଡ ଦେଖାଇ ସୋସିଆଲ୍‌ ମିଡିଆରେ ଏକ ଫଟୋ…

ଭାରତର ପୂର୍ବତନ ରାଷ୍ଟ୍ରଦୂତ ତଥା ବିଶିଷ୍ଟ କୂଟନୀତିଜ୍ଞ ଅବସର ବେଉରିଆଙ୍କ ପରଲୋକ

ଭୁବନେଶ୍ବର: ଭାରତର ପୂର୍ବତନ ରାଷ୍ଟ୍ରଦୂତ, ବିଶିଷ୍ଟ କୂଟନୀତିଜ୍ଞ, ଲେଖକ ତଥା ସ୍ତମ୍ଭକାର ଅବସର ବେଉରିଆଙ୍କର ପରଲୋକ ହୋଇଥିବାର ଖବର ମିଳିଛି। ଗତ ରାତି ୨ଟା ୨୦ ମିନିଟ ସମୟରେ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ଏନେଇ ତାଙ୍କ ପରିବାର…

ଛଟେଇ ସୁନିଶ୍ଚିତ କଲା ‘ଆମାଜନ୍‌’: ୧୦,୦୦୦ ପ୍ରଭାବିତ କର୍ମଚାରୀଙ୍କ ନିକଟକୁ ଇମେଲ୍‌ରେ ନୋଟିସ୍‌ ଜାରି

ନୂଆଦିଲ୍ଲୀ: ଗତ କିଛି ମାସ ହେବ ଲାଭ ହେଉ ନ ଥିବାରୁ ବ୍ୟୟ ହ୍ରାସ ନିମନ୍ତେ ‘ଆମାଜନ୍‌’ କର୍ମଚାରୀ ଛଟେଇ ଆରମ୍ଭ କରିଛି। ବିଶ୍ବବ୍ୟାପୀ ବିଭିନ୍ନ ବିଭାଗରୁ ଚଳିତ ସପ୍ତାହରେ ପ୍ରାୟ ୧୦,୦୦୦ କର୍ମଚାରୀଙ୍କୁ ଛଟେଇ କରିବା କଥା ମଧ୍ୟ ‘ଆମାଜନ୍’ କହିଛି। ଔପଚାରିକଭାବେ ସୂଚନା ଦିଆଯାଇ ନ ଥିଲେ…

ଖୁବ୍‌ ଶୀଘ୍ର ବିବାଦର ସମାଧାନ କରାଯାଇ ଫସଲ ବୀମା ରାଶି ପ୍ରଦାନ କରାଯିବ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର…

ନୂଆଦିଲ୍ଲୀ: ‌କେତେକ ସମସ୍ୟା ଓ ବିବାଦ ଯୋଗୁଁ ଓଡ଼ିଶାର କୃଷକମାନଙ୍କୁ ମିଳି ନ ଥିବା ଫସଲ ବୀମା ରାଶି ଖୁବ୍‌ ଶୀଘ୍ର ମିଳିଯିବ ବୋଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଜଣାଇଛନ୍ତି। ତୋମାର୍‌ ଲେଖିଛନ୍ତି: ଏଯାବତ୍‌ ଫସଲ…

ଏମ୍ସ ଭୁବନେଶ୍ଵର ପକ୍ଷରୁ ୱାକାଥନ ମାଧ୍ୟମରେ ମଧୁମେହ ଚିକିତ୍ସା ସଚେତନତା

ଭୁବନେଶ୍ୱର: ମଧୁମେହ ରୋଗ ଏକ ମାରାତ୍ମକ ରୋଗ। ଜାଣତରେ ହେଉ ଅଥବା ଅଜାଣତରେ ଏପରିକି ଲୋକଙ୍କ ଅବହେଳା ଯୋଗୁଁ ଦେଶରେ କାହିଁକି ସମଗ୍ର ବିଶ୍ବରେ ମଧୁମେହ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ରୋକିବାକୁ ହେଲେ ଆମକୁ ଆମ ଶରୀରର ଯତ୍ନ ନେବାକୁ ହେବ। ଆମର ଦୈନନ୍ଦିନ ଚାଲିଚଳଣୀରେ ପରିବର୍ତ୍ତନ…

ଶିମିଳିଗୁଡ଼ା ରାଜ୍ୟର ସବୁଠାରୁ ଥଣ୍ଡା ଜାଗା, ୯ଟି ସହରର ତାପମାତ୍ରା ୧୪ ଡିଗ୍ରି ତଳେ

ଭୁବନେଶ୍ବର: ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଆରମ୍ଭ ହୋଇଯାଇଥିବା ବେଳେ ଆଜି ରାଜ୍ୟର ୯ଟି ସହରର ତାପମାତ୍ରା ୧୪ ଡିଗ୍ରି ତଳେ ରହିଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା କୋରାପୁଟ ଜିଲ୍ଲାର ଶିମିଳିଗୁଡ଼ାଠାରେ ରେକର୍ଡ ହୋଇଛି। ଏଠାରେ ତାପମାନ ୭.୬ ଡିଗ୍ରି…