ଭାଲୁ ଆକ୍ରମଣରେ ଯୁବକ ଗୁରୁତର: ଉଦଳା ଡାକ୍ତରଖାନାରେ ଭର୍ତ୍ତି

ଶାଳଚୁଆ: ମୟୂରଭଞ୍ଜ ଜିଲ୍ଲାର ଶରତ ଥାନା ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଉକ୍ତ ଯୁବକଙ୍କ ନାମ  ଜେମାଦାର ସିଂ ବୋଲି ଜଣାଯାଇଛି। ସେ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ଭାଲୁ ତାଙ୍କୁ ଆକ୍ରମଣ…

୧୪ଜଣ ତାମିଲନାଡୁ ମତ୍ସ୍ୟଜୀବୀଙ୍କୁ ଗିରଫ କରି ବୋଟ୍‌ ଜବତ କଲା ଶ୍ରୀଲଙ୍କା ନୌସେନା

ପୁଡ୍ଡୁଚେରୀ: ସାମୁଦ୍ରିକ ସୀମା ଉଲ୍ଲଂଘନ କରିଥିବା ଦର୍ଶାଇ, ବୁଧବାର ରାତିରେ ସୁଦୂର ସମୁଦ୍ରରେ ମାଛ ମାରୁଥିବା ତାମିଲନାଡୁର ନାଗପଟ୍ଟିନମ୍‌, କରାଈକାଲ୍‌ ଏବଂ ରାମନାଥପୁରମ ଜିଲ୍ଲାର ୧୪ଜଣ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା ନୌସେନା ଗିରଫ କରିଛି। ଶ୍ରୀଲଙ୍କା ନୌସେନା ଆକ୍ରମଣରେ…

ସ୍ୱାଧୀନତା ପରବର୍ତ୍ତୀ କର୍ଲାପଡାର ବିଭିନ୍ନ ସମସ୍ୟାକୁ ନେଇ ବୁଦ୍ଧିଜୀବୀ ସମ୍ମିଳନୀ

ଭବାନୀପାଟଣା : ସଦର ବ୍ଲକ ଭବାନୀପାଟଣା ବ୍ଲକ ଅନ୍ତର୍ଗତ କର୍ଲାପଡା ଠାରେ ଧୃବ ଚରଣ ପ୍ରଧାନଙ୍କ ସଭାପତିତ୍ୱରେ ଏକ ବୁଦ୍ଧିଜୀବୀ ସମ୍ମିଳନୀର ଆୟୋଜନ କରାଯାଇଥିଲା । ସ୍ୱାଧୀନତା ପରେ ମଧ୍ୟ ବିଭିନ୍ନ ସମସ୍ୟାରେ ଗତିକରୁଥିବା କର୍ଲାପଡା ଅଞ୍ଚଳରେ ଏଯାଏଁ ଆନୁସଙ୍ଗିକ ସବୁ ସମସ୍ୟା ରହିଯାଇ ଅଛି ।…

ଚଳିତ ଖରିଫ ଧାନକ୍ରୟ କୁ ସୁରୁଖୁରୁରେ ସମ୍ପର୍ଣ୍ଣ କରିବା ପାଇଁ ଜିଲ୍ଲାପାଳ ଙ୍କ ଗୁରୁତ୍ୱାରୋପ ା

ସୁବର୍ଣ୍ଣପୁର-ସୁବର୍ଣ୍ଣପୁର ଜିଲ୍ଲାରେ ଚଳିତ ଖରିଫ ଧାନକ୍ରୟ ୨୦୨୨-୨୩ କୁ ସୁରୁଖୁରୁରେ ସମ୍ପର୍ଣ୍ଣ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ତତ୍ପରତା ପ୍ରକାଶ ପାଇଛି l ସୋସାଇଟି ସ୍ତରୀୟ ଧାନ କ୍ରୟ କମିଟି ଗୁଡିକୁ କ୍ରିୟାଶୀଳ ତଥା ସୁବ୍ୟବସ୍ଥିତ କରିବା ପାଇଁ ପ୍ରତ୍ୟେକ…

ବରିଷ୍ଠ ହାସ୍ୟ ଅଭିନେତା ତଥା ଅନେକ ଅନୁଷ୍ଠାନର ଉଦ୍ୟୋକ୍ତା ଯୁଧିଷ୍ଠିର ମେହେର ଆଉନାହାନ୍ତି ା

ସୁବର୍ଣ୍ଣପୁର - ସୋନପୁର ଘୋଡ଼ାଘାଟ ପଡା ନିବାସୀ ତଥା ସରକାରୀ ବାଳିକା ହାଇସ୍କୁଲ ର ଅବସର ପ୍ରାପ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଯୁଧିଷ୍ଠିର ମେହେର ଙ୍କ ୮୫ ବର୍ଷ ବୟସରେ ପରଲୋକ ଘଟିଛି l ଚାକିରୀ ଜୀବନ ଆରମ୍ଭ ରୁ ଶେଷ ଯାଏ ବାଳିକା ସ୍କୁଲ ର ପିଅନ ଭାବେ ଖୁବ ନିଷ୍ଠା ଶୃଙ୍ଖଳା ର ସହ କାର୍ଯ୍ୟ…

ନାଟ୍ ର ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ – ଅନୁଷ୍ଠିତ ହେବ ରାଷ୍ଟ୍ରୀୟ ନାଟ୍ ମେଲା

ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁରର ନାଟକ, ସାହିତ୍ୟ ଓ ସମାଜସେବା ପାଇଁ ସମର୍ପିତ ଅନୁଷ୍ଠାନ ନୋଡାଲ ଏସୋସିଏସନ୍ ଫର୍ ଏମେଚ୍ୟୋର୍ ଥିଏଟର ନାଟ୍ ର ବାର୍ଷିକ ସାଧାରଣ ପରିଷଦ ସ୍ଵର୍ଣ୍ଣ ପ୍ରୟାଗ ନିକଟସ୍ଥ ମହାନଦୀ ବାଲୁକା ଶଯ୍ୟାରେ ଅନୁଷ୍ଠିତ ହୋଇଯାଇଛି। ନାଟ୍ ର କାର୍ଯ୍ୟକାରୀ ସଭାପତି ସିନେ…

ଗୋଡ ଭାଙ୍ଗିଯାଇଥିଲେ ବି ଶାହିନଙ୍କୁ ଦୌଡ଼ିବାର ଥିଲା‌: ଶୋଏବ ଅଖତର

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୨ର ଫାଇନାଲରେ ପାକିସ୍ତାନର ପରାଜୟ ପରେ ଏବେ ପାକିସ୍ତାନୀ ଖେଳାଳିଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ପାକିସ୍ତାନ ବିଶ୍ବକପ ଜିତିବ ବୋଲି ଆଶା କରିଥିବା ପାକିସ୍ତାନବାସୀଙ୍କ ଆଶା ମଉଳି ଯାଇଛି। ପରାଜୟ ପରେ ଖେଳାଳିଙ୍କୁ ସୋସିଆଲ ମିଡିଆରେ କିଛି ଲୋକ…

ଗୋପୀନାଥପୁର ଷ୍ଟେସନ୍‌ କାର୍ଯ୍ୟ ତଦାରଖ କଲେ ଡିଆର୍‌ଏମ୍‌

ନୀଳଗିରି: ଦକ୍ଷିଣ-ପୂର୍ବ ଖଡ଼ଗପୁର ରେଳ ଡିଭିଜନ୍‌ର ଡିଆର୍‌ଏମ୍‌ ଏମ୍‌ଏସ୍‌ ହାସମୀ ଗତକାଲି ବାଲେଶ୍ବର ଗସ୍ତରେ ଆସିଥିଲେ। ଏହି କ୍ରମରେ ସେ ନୀଳଗିରି ଗୋପୀନାଥପୁରଠାରେ ନିର୍ମାଣ ହେଉଥିବା ନୂତନ ରେଳଷ୍ଟେସନ୍‌ କାର୍ଯ୍ୟ ତଦାରଖ କରିଛନ୍ତି। ତାଙ୍କ ସହ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର…

ତାଲିବାନ-ପାକିସ୍ତାନୀ ସୈନ୍ୟ ପିଟାପିଟି

କାବୁଲ : ପାକିସ୍ତାନ ଓ ତାଲିବାନ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ବିଶେଷକରି ସୀମାକୁ ପୂର୍ବରୁ ରହିଆସିଥିବା ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ଗତ ରବିବାର ଦିନ ପାକିସ୍ତାନ ସୀମାରେ ଥିବା ଆଫଗାନିସ୍ତାନର ସ୍ପିନ-ବୋଲଡାକ ଜିଲ୍ଲାରେ ତାଲିବାନ ସୈନ୍ୟ ଓ ପାକିସ୍ତାନୀ ସୈନ୍ୟଙ୍କ ମଧ୍ୟରେ…

କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାକୁ ମିଳିଲା ବଡ଼ ସଫଳତା, ରାଜସ୍ଥାନରୁ ଗିରଫ ହେଲେ ସାଇବର ଠକ ଗ୍ୟାଙ୍ଗ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାକୁ ମିଳିଲା ବଡ଼ ସଫଳତା | ରାଜସ୍ଥାନରୁ ପରିଚାଳିତ ଏକ ବିରାଟ ମଲ୍ଟି ଷ୍ଟେଟ୍ ସାଇବର / ଅର୍ଥନୈତିକ ଅପରାଧ ନେଟୱାର୍କ (ଠକେଇ / ଚାକିରି ରାକେଟ୍ / ସେକ୍ସଟୋର୍ସନ୍ / ଫିସିଂ / ନକଲି ବିଲିଂ) ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି। ଏହି…